ନଦୀମଙ୍କ ସ଼୍ବର୍ଣ୍ଣକୁ ନେଇ ବହୁ ବର୍ଷ ପରେ ଖୁସି ପାଳୁଛି ପାକିସ୍ତାନ
ଇସ୍ଲାମାବାଦ, ୦୯।୦୮: ପ୍ରଥମଥର ପାଇଁ ଅଲିମ୍ପିକ୍ସର ବ୍ୟକ୍ତିଗତ ଇଭେଣ୍ଟରେ ପାକିସ୍ତାନ ସ଼୍ବର୍ଣ୍ଣ ଜିତିଛି । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ଜାଭେଲିନ୍ ଥ୍ରୋରେ ଏହି ସ଼୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହିତ ଅଲିମ୍ପିକ୍ସର ସର୍ବକାଳୀନ ରେକର୍ଡ ଭାଙ୍ଗି…
ଟ୍ରେନିଂ ପାଇଁ ଟଙ୍କା ନଥିଲା, ଏବେ ଅଲିମ୍ପିକ୍ ଚାମ୍ପିଅନ୍… ଜାଣନ୍ତୁ ପାକିସ୍ତାନର ଜାଭେଲିନ୍ ଫିଙ୍ଗାଳି ଅର୍ଶଦ ନଦୀମ କିଏ ?
ପ୍ୟାରିସ, ୯।୮: ପାକିସ୍ତାନର ଅର୍ଶଦ ନଦୀମ ଯିଏ ପ୍ୟାରିସ୍ ଅଲିମ୍ପିକ୍ସର ଜାଭେଲିନ୍ ଇଭେଣ୍ଟରେ ଭାରତର ତାରକା ନୀରଜ ଚୋପ୍ରାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପାକିସ୍ତାନର ଜାଭେଲିନ୍ ଫିଙ୍ଗାଳି ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ ଭାଙ୍ଗି ୯୨.୯୭ ମିଟର ଫିଙ୍ଗି ଏକ…
ନୀରଜଙ୍କୁ ରୌପ୍ୟ: ପାକିସ୍ତାନର ନଦିମଙ୍କୁ ସ୍ବର୍ଣ୍ଣ
ପ୍ୟାରିସ, ୯।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଚମକ ଦେଖାଇ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ନୀରଜ ଚୋପ୍ରା। ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସେ ଯଦିଓ ନିଜର ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ସକ୍ଷମ ହୋଇ…
ପାକିସ୍ତାନରେ ଝିଅମାନଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ କେତେ?
ନୂଆଦିଲ୍ଲୀ,୪ା୮: ଭାରତରେ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ। କିନ୍ତୁ ଆପଣ ଜାଣନ୍ତି କି ମୁସଲମାନ ଦେଶ ପାକିସ୍ଥାନରେ ଝିଅମାନେ କେଉଁ ବୟସରେ ବିବାହ କରନ୍ତି? ପଡୋଶୀ ପାକିସ୍ତାନରେ ଝିଅମାନଙ୍କର ବିବାହ ପାଇଁ ସର୍ବନିମ୍ନ ବୟସ ୧୬ ବର୍ଷ…
ଆଇସିସି ନେଲା ବଡ଼ ନିଷ୍ପତ୍ତି; ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନାହିଁ ଭାରତ
ନୂଆଦିଲ୍ଲୀ,୩।୮: ଯଦିଓ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହିଁ, ଆଗାମୀ ଚମ୍ପିଆନ୍ସ ଟ୍ରଫିରେ ଭାରତ ଏହାର ସମସ୍ତ ମ୍ୟାଚ୍ ପାକିସ୍ତାନବାହରେ ଖେଳିବ। ଆଇସିସିର ଏ ନିଷ୍ପତ୍ତି ପରେ ଏହି ସମ୍ଭାବନା ସତରେ ପରିଣତ ହେବାକୁ ଯାଉଛି।…
‘କାଠକଣ୍ଢେଇ ସରକାରଙ୍କ ସହ ମୋ’ର କିଛି କଥାବାର୍ତ୍ତା ନାହିଁ’
ଇସଲାମାବାଦ,୩୧ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନ୍ସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନ୍ ପାକିସ୍ତାନୀ ସେନା ସହ ଆଲୋଚନା କରିଛନ୍ତି। ସେନାକୁ କହିଛନ୍ତି, ଦେଶରେ ସାମରିକ ଆଇନ ଲାଗୁ କରାଯାଇଛି ଏବଂ ତାଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ମିଥ୍ୟା ଅଭିଯୋଗ…
ପାକିସ୍ତାନ ସୀମାରେ ବଡ଼ ଧରଣର ଏନ୍କାଉଣ୍ଟର, ଜଣେ ଯବାନ୍ ଶହୀଦ, ୪ ଆହତ
ନୂଆଦିଲ୍ଲୀ, ୨୭।୦୭: ଜମ୍ମୁ କଶ୍ମୀରର କୁପୱାଡ଼ା ଜିଲାରେ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି । ଲାଇନ୍ ଅଫ୍ କଣ୍ଟ୍ରୋଲ ବା ଏଲ୍ଓସିରେ ପାକିସ୍ତାନ ବର୍ଡର ଆକ୍ସନ ଫୋର୍ସର ଏନ୍କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ମେଜରଙ୍କ ସମେତ ୪ ଜଣ…
ପାକିସ୍ତାନୀ ସିଙ୍ଗର୍ ରାହତ ଫତେହ ଅଲିଖାନ ଗିରଫ, ଭିଡିଓ ଜାରି କରି କହିଲେ…
ନୂଆଦିଲ୍ଲୀ, ୨୨।୦୭: ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଦୁବାଇରେ ତାଙ୍କ ପୂର୍ବତନ ମ୍ୟାନେଜର ତଥା ପ୍ରସିଦ୍ଧ ଶୋବିଜ ପ୍ରମୋଟର ସଲମାନ ଅହମ୍ମଦଙ୍କ ଦ୍ୱାରା ରାହତ ଫତେହ ଅଲି ଖାନଙ୍କ…
ଧୋନିଙ୍କୁ ନେଇ ପ୍ରଶ୍ନ ପଚାରିଲେ ପାକିସ୍ତାନ ନାଗରିକ, କଡ଼ା ଜବାବ ଦେଲେ ହରଭଜନ
ନୂଆଦିଲ୍ଲୀ, ୨୦ା୭: ପାକିସ୍ତାନର ଅନେକ କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡା ଇନ୍ଫ୍ଲ୍ୟୁଏନ୍ସରମାନେ ପ୍ରାୟତଃ ଏପରି କାର୍ଯ୍ୟ କରନ୍ତି, ଯାହା ଦ଼୍ବାରା ଖେଳାଳିଙ୍କ ସହିତ ନିଜ ଦେଶକୁ ସମାଲୋଚନାର ସାମ୍ନା କରିବାକୁ ପଡ଼େ । ସେହିଭଳି, ଏଥର ପାକିସ୍ତାନର କ୍ରୀଡ଼ା ପ୍ରଚାରକ ବା…
ଡୋଡା ଆକ୍ରମଣକୁ ନେଇ ବଡ଼ ଖୁଲାସା: ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ
ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସେନାର ଯବାନମାନେ ଆଧୁନିକ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ହେଲମେଟ୍ ପିନ୍ଧିଥିଲେ, ହେଲେ ତାଙ୍କ ମୁହଁ ଖୋଲା ରହିଥିଲା। ଆତଙ୍କବାଦୀମାନେ ଯବାନଙ୍କ ମୁହଁକୁ ଟାର୍ଗେଟ କରିଥିଲେ। ଏବେ…
ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍ ଇଣ୍ଡିଆ ? ଜାଣନ୍ତୁ ଅପଡେଟ୍
ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍ରେ ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍ ହୋଇଛି । ୨୯ ଜୁନ୍ରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ସାଉଥ୍ ଆଫ୍ରିକାକୁ ୭ ୱିକେଟ୍ରେ ହରାଇ ଟ୍ରଫି ହାସଲ କରିଛି । ଏହି…
ସୁପ୍ରିମକୋର୍ଟରେ ପହଞ୍ଚିଲା ଇମ୍ରାନଙ୍କ ନିର୍ବାଚନୀ ଚିହ୍ନ
ଇସଲାମାବାଦ,୩୦ା୬: ସାଧାରଣ ନିର୍ବାଚନ ପାଇଁ ଦଳର ‘ବ୍ୟାଟ୍’ ଚିହ୍ନ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ସୁପ୍ରିମକୋର୍ଟଙ୍କୁ ଏହାର ସମୀକ୍ଷା ଆବେଦନ କରିବାକୁ ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟରେ ଆବେଦନ କରି ପିଟିଆଇ କହିଛି ଯେ, ସଂରକ୍ଷିତ ସିଟ୍…

