୧୨ ଅଗଷ୍ଟରେ ଭୟଙ୍କର ଗ୍ରହଣ ଯୋଗ: ଜ୍ୟୋତିଷଙ୍କ ବଡ଼ ଚେତାବନୀ, ୩ ରାଶି ଭୋଗିବେ କଷ୍ଟ, ପିଛା ଛାଡିବନି…

୧୨ ଅଗଷ୍ଟ ୨୦୨୬ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ଚନ୍ଦ୍ର, ଏବଂ ରାହୁଙ୍କ ସଂଯୋଗରୁ ସୃଷ୍ଟି ହେବ ପରାଗ। ଏହି ପରାଗ ଭାରତରେ ଦେଖାଦେବ ନାହିଁ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହାର ପ୍ରଭାବ ୧୨ ରାଶି ଉପରେ ପଡିବ । କିନ୍ତୁ ୩ ରାଶି ଭୋଗିବେ ଅତ୍ୟନ୍ତ କଷ୍ଟ ତେବେ ଚାଲନ୍ତୁ ଏ ସବୁ ବିଷୟରେ ଏଠାରେ ଅଧିକା ଆଲୋଚନା କରିବା ।

ବର୍ଷର ଦ୍ବିତୀୟ ସୂର୍ଯ୍ୟ ପରାଗ କର୍କଟ ରାଶି ଏବଂ ଅଶଲେସା ନକ୍ଷେତ୍ରରେ ହେବ । ଗ୍ରହଣ ଯୋଗ ଏଥିପାଇଁ ସର୍ବଶ୍ରେଷ୍ଠ କାରଣ ଏଥିପାଇଁ ମାନସିକ ଅସ୍ଥିରତା, କିଛି ବଡ଼ ନିଷ୍ପତ୍ତି ନେବାରେ ଅସୁବିଧା ହେବା, ଜରୁରୀ କାର୍ଯ୍ୟରେ ବାଧା ଆସିବା, ବିଭିନ୍ନ ବଡ଼ ବଡ଼ ଯୋଜନା ନେବାର ଅସ୍ଥିରତା ଦେଖାଦେବ ।

କନ୍ୟା ରାଶି ପାଇଁ ୧୨ ଅଗଷ୍ଟ ଅଶୁଭ ସାବ୍ୟସ୍ତ ହେବ । ଯେଉଁ କାର୍ଯ୍ୟରେ ହାତ ମାରିବେ ତାହା ପୂର୍ଣ୍ଣ ହେବ ନାହିଁ । ପ୍ରମୋସନ ଏବଂ ଚାକିରିରେ ବିଭିନ୍ନ ଅସ୍ଥିରତା ଦେଖାଦେବ । ଗାଡି ଚଲାଇବା ବେଳେ ସାବଧାନ ଅବଲମ୍ବନ କରିବେ ।

କର୍କଟ ରାଶିରେ ସୂର୍ଯ୍ୟ ପରାଗ ଅଶୁଭ ସାବ୍ୟସ୍ତ ହେବ । ଏହି ରାଶିର ଯେଉଁ ମହିଳା ମାନେ ଗର୍ଭବତୀ ଅଛନ୍ତି ସେମାନେ ସବଧାନ ଅବଲମ୍ବନ କରିବା ନିହାତି ଜରୁରୀ । ଭୁଲ ସାଙ୍ଗସାଥିଙ୍କ ପାଇଁ ବହୁତ ଆର୍ଥିକ କ୍ଷତି ସହିବେ । ବଡ଼ ଡିଲ୍ କ୍ୟାନସଲ ହୋଇଯିବ ।

ଏହି ସୂର୍ଯ୍ୟ ପରାଗ ସିଂହ ରାଶି ପାଇଁ ମଧ୍ୟ ଅଶୁଭ ସାବ୍ୟସ୍ତ ହେବ । ଗୋଟିଏ ଭୁଲ ନିଷ୍ପତି ଆପଣଙ୍କ ପ୍ରମୋସନ ହେବାକୁ ଦେବ ନାହିଁ । ଆପଣଙ୍କୁ ନିଜ ଲୋକ ଧୋକା ଦେବେ । ପରିବାରରେ ବାଦ ବିବାଦ ଭୟଙ୍କର ମାତ୍ରାରେ ଦେଖାଦେବ ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?