ମେଟାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ, ଫେସବୁକ୍-ଇନ୍ଷ୍ଟାଗ୍ରାମରେ କଣ୍ଟେଣ୍ଟ…
ନୂଆଦିଲ୍ଲୀ,୨୦।୧୦: ସୋସିଆଲ ମିଡିଆରେ ଭ୍ରମାତ୍ମକ ତଥ୍ୟ ଓ ହିଂସା ସୃଷ୍ଟି କରିପାରୁଥିବା କଣ୍ଟେଣ୍ଟର ପ୍ରସାରକୁ ନେଇ ମେଟାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଫେସବୁକ୍ ଓ ଇନ୍ଷ୍ଟାଗ୍ରାମର ମାଲିକାନା କମ୍ପାନି ମେଟାକୁ ନିଜର ରିକମେଣ୍ଡେସନ୍ ସିଷ୍ଟମ୍ ଓ କଣ୍ଟେଣ୍ଟ ରାଙ୍କିଂ…
ପ୍ରଜ୍ଞାନ ଓଝାଙ୍କ ଦରମା ଜାଣିଲେ ଉଡିଯିବ ହୋଶ୍: ମାସକୁ ମିଳିବ…
ନୂଆଦିଲ୍ଲୀ,୧୯।୧୦: ଭାରତୀୟ କ୍ରିକେଟ୍ରେ ଚୟନ କମିଟିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍ ପ୍ରଜ୍ଞାନ ଓଝାଙ୍କୁ ବରିଷ୍ଠ ପୁରୁଷ ଚୟନ କମିଟିର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। ଏହା ସହ ପୂର୍ବତନ ମହିଳା…
୭୮ ବର୍ଷ ପରେ ଭାରତୀୟ କ୍ରିକେଟ୍ରେ ଘଟିଲା ବିରଳ ଘଟଣା: ରଣଜୀ ଟ୍ରଫିରେ ଚିନ୍ମୟ ରଚିଲେ ଇତିହାସ
ନୂଆଦିଲ୍ଲୀ,୧୯।୧୦:ଭାରତୀୟ ଘରୋଇ କ୍ରିକେଟ୍ରେ ଏକ ବିରଳ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି ଚିନ୍ମୟ ସୁତାର। ରଣଜୀ ଟ୍ରଫିରେ ନାଗାଲାଣ୍ଡ ବିପକ୍ଷରେ ଖେଳି ମିଜୋରାମର ଏହି ବ୍ୟାଟର୍ ଅପରାଜିତ ୪୦୦ ରନ କରିଛନ୍ତି। ତାଙ୍କର ଏହି ଐତିହାସିକ ଇନିଂସ ବଳରେ ମିଜୋରାମ ୯…
୨ ଜଣ ନୁହେଁ ୩ ଜଣ ଆକ୍ରମଣକାରୀ ଟାଇଗର ଶ୍ରଫଙ୍କୁ ଟାର୍ଗେଟ କରିଥିଲେ, ୫ ରାଉଣ୍ଡ ନୁହେଁ, ୭ ରାଉଣ୍ଡ ଗୁଳି ଚଳାଇଥିଲେ
ମୁମ୍ବାଇ,୧୯।୧୦: ଅକ୍ଟୋବର ୧୮ ସାରେ ଜୁହୁ ଠାରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ହୋଇଥିବା ଆକ୍ରମଣ କେବଳ ଭୟଭୀତ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ହତ୍ୟା କରିବା ଉଦ୍ଦେଶ୍ୟରେ କରାଯାଇଥିବା ପରି ମନେହୁଏ। ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏହି…
ଯୁବ ନେତୃତ୍ବ ସମାବେଶରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗରିବ ଝିଅଙ୍କୁ ଲକ୍ଷେ ଟଙ୍କା….
କଟକ,୧୯।୧୦(କାର୍ତ୍ତିକ ସାହୁ): ଗଣତନ୍ତ୍ରର ପ୍ରକୃତ ଶକ୍ତି ହିଁ ଯୁବବର୍ଗ। ଶାନ୍ତିପୂର୍ଣ୍ଣ ଭାବେ ଛାତ୍ରସଂସଦ ନିର୍ବାଚନ ସାରି ଆମ ଯୁବଶକ୍ତି ପୂର୍ବ ସରକାରଙ୍କୁ ମୁହଁତୋଡ଼ ଜବାବ ଦେଇଛି । ଏହି ବିଜୟ କେବଳ ଏକ ନିର୍ବାଚନୀ ବିଜୟ ନୁହେଁ, ବରଂ ଏହା ହେଉଛି…
ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ ପରେ ଧମକ! ସଲମାନଙ୍କ ସହ କାମ କଲେ….
ମୁମ୍ବାଇ,୧୮।୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ମୁମ୍ବାଇରେ ହୋଇଥିବା ଗୁଳିମାଡ଼ ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଆକ୍ରମଣର ଦାୟିତ୍ୱ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନେଇଥିବା ଦାବି କରାଯାଇଛି । ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତଙ୍କ ନାମରେ ସୋସିଆଲ…
ବଲିଉଡ୍ରେ ହଇଚଇ; ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼!
ନୂଆଦିଲ୍ଲୀ,୧୮।୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ । ମୁମ୍ବାଇର ଜୁହୁର ପୁଷ୍ପା ପାର୍କ ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଟାଇଗର ଶ୍ରଫ୍ଙ୍କ ଡ୍ରାଇଭର ଏବଂ ଜଣେ ସ୍ଥାନୀୟ ଅଟୋ ରିକ୍ସା ଚାଳକ ମଧ୍ୟ ଆହତ…
ଅଭିଜିତ ଦୀପକେଙ୍କୁ ବଡ଼ ଅଫର ଦେଲେ କେନ୍ଦ୍ରମନ୍ତ୍ରୀ, NDAରେ….
ନୂଆଦିଲ୍ଲୀ,୧୮।୧୦: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶ ତଥା ବିଶ୍ୱର ଜେନ୍-ଜି ଯୁବପିଢ଼ିଙ୍କ ମଧ୍ୟରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ତାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠାୱଲେ ତାଙ୍କୁ ନିଜ ଦଳ ରିପବ୍ଲିକାନ୍ ପାର୍ଟି…
ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ରାଜନୀତି, ଦଳର ମୁଖିଆମାନଙ୍କୁ ଭେଟୁଛନ୍ତି…
ଭୁବନେଶ୍ୱର, ୧୮।୧୦(ସୁନିତ୍ ମିଶ୍ର): ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। ନିଜ ନିଜ ଦଳର ବିଜୟୀ ଛାତ୍ର ନେତାମାନେ ସେମାନଙ୍କ ଦଳର ମୁଖିଆମାନଙ୍କୁ ଆସି ସାକ୍ଷାତ କରିବାରେ ଲାଗିଛନ୍ତି।…
ଶପଥ ନେଲେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ
ଭୁବନେଶ୍ୱର, ୧୮।୧୦: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ରବିବାର ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ଲୋକଭବନରେ ଆୟୋଜିତ ସମାରୋହରେ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ମୋଦି ସରକାରଙ୍କ ବଡ଼ ଭେଟି, ଯୁବିପିଢିଙ୍କୁ ଦେବେ ୧୫ହଜାର ଟଙ୍କା! ଜାଣନ୍ତୁ କେମିତି କରିବେ ଆପ୍ଲାଏ…
ନୂଆଦିଲ୍ଲୀ,୧୮।୧୦: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PM-VBRY) ଅଧୀନରେ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ରେ ସାମିଲ ହେଉଥିବା ନୂଆ ଯୋଗ୍ୟ କର୍ମଚାରୀମାନଙ୍କୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି (ଇନସେଣ୍ଟିଭ) ପ୍ରଦାନ କରାଯାଏ। ଅର୍ଥାତ ସରକାର ପ୍ରଥମ…
ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା, ସହାୟତା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଲେ…
କୋଲକାତାର,୧୮ା୧୦: କୋଲକାତା ଦଳାଚକଟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସହାୟତା ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ବଡ଼ ସହାୟତା ଘୋଷଣା ସହ ମୁଖ୍ୟମନ୍ତ୍ରୀ ପରିବାରର ଜଣଙ୍କୁ ଗ୍ରୁପ୍ ଡି’…

