ରାମାୟଣ ଦେଖୁଛନ୍ତି ତୈମୁର!

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଭାବେ ତୈମୁର ଅଲ୍ଲି ଖାଁ ଅନେକଙ୍କର ପସନ୍ଦ । ଖୁବ୍ ଛୋଟ ହେଲେ ବି ସେ ଅନ୍ୟମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ପିତା ତଥା ବଲିଉଡ୍ ନାୟକ ଶୈଫ ଅଲ୍ଲି ଖାଁ ଜଣେ ଭଲ କଳାକାର ହୋଇଥିବା ବେଳେ ମା’ କରିନା କପୁର ଖାଁ ବି ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତ୍ରୀ । ଏବେ କରିନା ପୁଣିଥରେ ମା’ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ଶୈଫ । ନିକଟରେ ସେ ଏକ ସାକ୍ଷାତ୍‌କାରରେ ତୈମୁରଙ୍କ ବିଷୟରେ କିଛି କଥା କହିଛନ୍ତି ଯାହା ତୈମୁରଙ୍କ ଭିତରେ ଲୁଚି ରହିଥିବା ପ୍ରତିଭା କଥା କହିଛି । ଶୈଫ କହିଛନ୍ତି ପୁଅ ତୈମୁର ଛୋଟ ହେଲେ ବି ସେ ରାମାୟଣ ଦେଖିବାକୁ ବହୁତ ପସନ୍ଦ କରନ୍ତି । କେବଳ ସେତିକି ନୁହେଁ ରାମାୟଣର ରାମ ଚରିତ୍ର ତାଙ୍କୁ ବେଶ୍ ପସନ୍ଦ । ଏହାକୁ ଦେଖି ସେ ନିଜକୁ ରାମଭଳି ସଜାଇ ଥାଆନ୍ତି । ତେବେ ତୈମୁର କ୍ରିକେଟ ଖେଳିବାକୁ ଭଲ ପାଆନ୍ତିକି ନା ବୋଲି ପ୍ରଶ୍ନ କରିବାରୁ ଶୈଫ କହିଛନ୍ତି ତାଙ୍କ ପଡ ପୁଅ ଇବ୍ରାହିମ୍ ଭଲ କ୍ରିକେଟ ଖେଳନ୍ତି । ହେଲେ ତୈମୁରଙ୍କର କ୍ରିକେଟ ପ୍ରତି ସେମିତି କିଛି ଆକର୍ଷଣ ନାହିଁ । ବରଂ ସେ ପେଣ୍ଟିଂ କରିବାକୁ ଆଗ୍ରହ ଦେଖାଉଥିବା ବେଳେ ଗୀତ ଗାଇବାକୁ ମଧ୍ୟ ଆଗ୍ରହ ପ୍ରକାଶ କରନ୍ତି ବୋଲି ପିତା ଶୈଫ ଅଲ୍ଲି ଖାଁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷରେ କିଙ୍ଗ୍‌ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…

ମୁମ୍ବାଇ,୨।୧୧: କିଙ୍ଗ୍‌ ଖାଁ ଶାହରୁଖ୍‌ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର...

ମୁମ୍ବାଇରେ ନିଜ ପିତାଙ୍କ ସହ ନଜର ଆସିଲେ ଅନୁଷ୍କା

ମୁମ୍ବାଇ,୧୮।୧୨-ମୁମ୍ବାଇରେ ଗୁରୁବାର ନିଜ ପିତାଙ୍କ ସହ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଏହା...

ହାତରେ ହାତ ଛନ୍ଦି ବୁଲୁଛନ୍ତି ହ୍ରିତିକ୍‌-ସବା

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି...

‘କବିର ସିଂହ’ ବକ୍ସ ଅଫିସରେ ହିଟ୍‌ ହେବା ପରେ ସାହିଦଙ୍କ ଘରେ ଉତ୍ସବର ମାହୋଲ

ମୁମ୍ବାଇ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବିର ସିଂହ’ ବକ୍ସ ଅଫିସରେ ଖୁବ୍‌ ହିଟ୍‌ ହୋଇଛି। ସାହିଦଙ୍କ ଫିଲ୍ମର ଏହି ସକ୍ସେସକୁ...

ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ରାଜନେତା

ରାଜ୍ୟସଭା ସଦସ୍ୟ ଅମର ସିଂଙ୍କ ୬୪ ବର୍ଷ ବୟସରେ ଗତ ଶନିବାର ନିଧନ ଘଟିଛି। ବଲିଉଡ୍‌ କାଳାକାରଙ୍କ ସହ ତାଙ୍କ ସମ୍ପର୍କ ବେଶ୍‌ ଭଲ ଥିଲା।...

ଫିଲ୍ମରେ ଆକ୍ସନ ସିନ୍‌ରେ ସୋନୁଙ୍କ ଉପରେ ହାତ ଉଠାଇବାକୁ ମନାକଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକ ଏବଂ ଅସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ଏହି ସମୟରେ ସେ ହଜାର ହଜାର...

ଲଗଜରୀ ହେବ ନତାଶା-ହାର୍ଦ୍ଦିକଙ୍କ ବିବାହ

ମୁମ୍ବାଇ: କିଛିଦିନ ହେବ ବଲିଉଡରେ ଶୁଣିବାକୁ ମିଳିଛି ବିବାହ ଖବର । କେଏଲ ରାହୁଲ ଓ ଆଥିୟା ସେଟ୍ଟି ବିବାହ କରିବା ପରେ ଏବେ କିଆରା...

କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା।...

Advertisement
Archives

Model This Week