ପୂର୍ବ ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ମସ୍କୋ/କ୍ୱିଭ୍‌, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୮ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍‌ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ସେହିପରି ରୁଷିଆ ପୂର୍ବ ୟୁକ୍ରେନ୍‌ ଦଖଲ କରିବା ଲାଗି ନିଜର ସାମରିକ ଶକ୍ତି ବଢ଼ାଇବା ସହିତ ପ୍ରସ୍ତୁତି ଆରମ୍ଭ କରିଥିବା ସାଟେଲାଇଟ୍‌ ଫଟୋରୁ ଜଣାପଡ଼ିଛି।

ରାଜଧାନୀ କ୍ୱିଭ୍‌ର ଆଖପାଖ ଅଞ୍ଚଳରେ ରୁଷିଆ ସୈନ୍ୟ ନରସଂହାର ଜାରି ରଖିଛନ୍ତି। କ୍ୱିଭ୍‌ର ଓବ୍ଲାଷ୍ଟରେ ନରସଂହାର ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ରୁଷିଆ ସୈନ୍ୟ ଏବେ ବଗ୍ଲୋରୋଡ୍‌ ଉପରେ ନିଜର କବ୍‌ଜା କରିବାକୁ ଯୋଜନା କରୁଛନ୍ତି। ସମ୍ପ୍ରତି ସ୍ଥିତି ଅନୁଧ୍ୟାନ ପାଇଁ ପୋଲାଣ୍ଡ୍‌, ଲିଥୋନିଆ, ଲାଟିଭିଆ ଏବଂ ଇଷ୍ଟୋନିଆର ରାଷ୍ଟ୍ରପତି କ୍ୱିଭ୍‌ ଗସ୍ତରେ ଯାଇଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଳାଡ଼ିମିର ପୁଟିନ୍‌ଙ୍କ ନିକଟତମ କୁହାଯାଉଥିବା ଭିକ୍ଟର ମେଦଓ୍ବେଦଚୁକ୍‌ଙ୍କୁ ୟୁକ୍ରେନ୍‌ ସୈନ୍ୟ ଗିରଫ କରିଛନ୍ତି।

ରାଷ୍ଟ୍ରପତି ଭୋଲଡାମିଅର ଜେଲେନସ୍କି ଭିକ୍ଟରଙ୍କ ବଦଳରେ ଅଟକଥିବା ୟୁକ୍ରେନ୍‌ ନାଗରିକଙ୍କ ମୁକ୍ତି ଦାବି କରିଛନ୍ତି। ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ୟୁକ୍ରେନ ଦାବି କରିଛି। ଏହାକୁ ଡ୍ରୋନ ମାଧ୍ୟମରେ ବ୍ୟବହାର କରାଯାଇଥିବା ୟୁକ୍ରେନ୍‌ ସୈନ୍ୟ ଅଭିଯୋଗ କରିଛନ୍ତି। ରୁଷିଆ ସୈନ୍ୟ ଏବେ ସୁଦ୍ଧା ୧୭୦୦ ୟୁକ୍ରେନ୍‌ ଲୋକଙ୍କ ବନ୍ଧକ ରଖିଥିବା ଅଭିଯୋଗ ମଧ୍ୟ ହୋଇଛି। ସେମାନଙ୍କ ମଧ୍ୟରେ ୫୦୦ରୁ ଅଧିକ ମହିଳା ରହିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଧମକ ଦେଲେ କିମ୍‌ …

ଓ୍ବାଶିଂଟନ, ୨୯।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଏକ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବା ପରେ ଆମେରିକା ସହ ବିବାଦ...

ବିବିସି ପ୍ରସାରଣ ଉପରେ ତାଲିବାନର କଟକଣା…

କାବୁଲ୍‌, ୨୮।୩ : ଆଫଗାନିସ୍ତାନର ତାଲିବାନ ସରକାର ଏବେ ବିବିସି ପ୍ରସାରଣ ଉପରେ କଟକଣା ଲଗାଇଛି। ପାଶ୍ଚାତ୍ୟ, ପାର୍ସି ଏବଂ ଉଜବେକିସ୍ତାନର ବୁଲେଟିନ ଦେଶରୁ ହଟାଇ...

ଗୁଗଲ ଡୁଡୁଲରେ ଜୋଶେଫ୍‌ ଏଣ୍ଟୋନିୟୋ: ଫିଲ୍ମରେ ଆଣିଥିଲେ ଆନିମେସନ୍‌ ଜ୍ଞାନକୌଶଳ

ଓ୍ବାଶିଂଟନ,୧୪।୧୦: ଖ୍ୟାତି ସମ୍ପନ୍ନ ପଦାର୍ଥ ବିଜ୍ଞାନୀ ଜୋଶେଫ୍‌ ଏଣ୍ଟୋନିୟୋଙ୍କ ସମ୍ମାନରେ ସୋମବାର ଗୁଗଲ ପକ୍ଷରୁ ଡୁଡୁଲ ପ୍ରଦର୍ଶନ କରାଯାଇଛି। ଜୋଶେଫ୍‌ ଫିଲ୍ମରେ ଫେନାକିସଟିସ୍କୋପ୍‌ ଜ୍ଞାନକୌଶଳର ବ୍ୟବହାର...

୨୦୨୪ ପର୍ଯ୍ୟନ୍ତ ରହିବ କରୋନା, ବଢ଼ାଇବାକୁ ପଡ଼ିବ ଭାକ୍ସିନ୍‌ ଉତ୍ପାଦନ: ଫ୍ରାନ୍ସ୍‌…

ପ୍ୟାରିସ୍‌,୬।୫: କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍‌ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ...

ଇଷ୍ଟର ଉତ୍ସବରେ ରକ୍ତର ଛିଟା: କଲମ୍ବୋର ଚର୍ଚ୍ଚ ଏବଂ ହୋଟେଲରେ ବୋମା ବିସ୍ଫୋରଣ

କଲମ୍ବୋ,୨୧।୪: ଶ୍ରୀଲଙ୍କାରେ ଇଷ୍ଟର ଉତ୍ସବରେ ଖୁସି ଓ ଆନନ୍ଦର ବାତାବରଣରେ ପଡ଼ିଛି ରକ୍ତର ଛିଟା। ରବିବାର ଏଠାକାର ୫ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌...

ଚାଇନାରେ ଲକ୍‌ଡାଉନ୍‌, ଅଫିସ୍‌ରେ ରହୁଛନ୍ତି ୨୦ ହଜାର କର୍ମଚାରୀ…

ବେଜିଂ, ୩୦।୩ : ସମଗ୍ର ୟୁରୋପ ସମେତ ଚାଇନାକୁ କରୋନା ମହାମାରୀ ପୁଣି ଫେରିଛି। ନୂଆ ଭାରିଆଣ୍ଟ ଚାଇନାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି...

ନାସାର ଭବିଷ୍ୟବାଣୀ: ୨୦୩୦ରେ ଆସିବ ଭୟଙ୍କର ବନ୍ୟା ପରିସ୍ଥିତି

ଓ୍ବାଶିଂଟନ୍‌,୧୩।୭: ଜଳବାୟୁ ପରିବର୍ତ୍ତନ ହେତୁ ପୃଥିବୀର ପାଗ ଦ୍ରୁତ ଗତିରେ ବଦଳୁଛି। ଏହି କାରଣରୁ ଗ୍ଲେସିୟର୍‌ ତରଳି ଯାଉଛି ଏବଂ ଅନେକ ଦେଶରେ ବନ୍ୟା ପରିସ୍ଥିତି...

ରୁଷିଆ ଉପରେ ପୁଣି କଡ଼ା ପ୍ରତିବନ୍ଧକ ଲଗାଇଲା ଆମେରିକା

କ୍ୱିଭ୍‌,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୪୨ତମ ଦିନ। ଏ ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନର ଅନେକ ସହରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି।...

Advertisement
Archives

Model This Week