କେଶ ପାଇଁ ଲାଭଦାୟକ ସୋରିଷ ତେଲ

ଆଜିକାଲି କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଗଲାଣି। ଯାହାକୁ ନେଇ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି। ତେବେ କେଶ ଝଡିବା ରୋକିବାକୁ ହେଲେ କ’ଣ କରିବା ଆବଶ୍ୟକ ରହିଛି ଆସନ୍ତୁ ଆଲୋଚନା କରିବା। କେଶ ପାଇଁ ସୋରିଷ ତେଲ ହେଉଛି ଅତ୍ୟନ୍ତ ଲାଭଦାୟକ । ଏହା କେଶକୁ କେଶକୁ କଳା କରିବା ସହ ମଜବତ୍‌ କରିଥାଏ। ଜାଣନ୍ତୁ କେଶରେ କିପରି ବ୍ୟବହାର କରିବେ ସୋରିଷ ତେଲ ।

୧- ୧ ଚାମଚ ସୋରିଷ ତେଲରେ ୧ ଚାମଚ ବାଦାମ ତେଲ କିମ୍ବା ୧ ଚାମଚ ଜୋଜୋବା ତେଲ ମିଶାଇ ହାଲୁକା ଗରମ କରି ନିଅନ୍ତୁ । ତା’ପରେ ଏହାକୁ କେଶର ମୂଳରେ ଭଲ ଭାବରେ ଲଗାାଇ ୧ ଘଣ୍ଟା ରଖିବା ପରେ କେଶକୁ ଉଷୁମ ପାଣିରେ ଧୋଇ ସଫା କରିନିଅନ୍ତୁ ।

୨- ସୋରିଷ ତେଲ ଏବଂ ମେଥି ଦାନା ପକାଇ ଗୋଟେ ରାତି ରଖିବେ । ପରଦିନ ସକାଳେ ଏହାକୁ ୫ ରୁ ୬ ମିନିଟ ଯାଏ ଫୁଟାଇ ନେବେ। ତେଲର ରଙ୍ଗ କଳା ହୋଇ ଆସିଲେ ଗ୍ୟାସ ବନ୍ଦ କରି ତେଲକୁ ଥଣ୍ଡା ହେବାକୁ ଛାଡିଦିଅନ୍ତୁ। ତେଲ ଥଣ୍ଡା ହେବା ପରେ ଏହି ମିଶ୍ରଣ ତେଲକୁ ଆପଣ କେଶରେ ଲାଗାଇ ପାରିବେ ।

୩-ସୋରିଷ ତେଲରେ ଭିଟାମିନ ଏ, ଡି, ଇ ଏବଂ କେ ରହିଥାଏ । ଏହା ବ୍ୟତୀତ ଆଇରନ ଏବଂ ମ୍ୟାଗ୍ନେସିୟମ ମଧ୍ୟ ମିଳିଥାଏ । ଯାହା କେଶ ଝଡିବା ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପେଟ ସମସ୍ୟା ନେଇ ଚିନ୍ତିତ କି … ପ୍ରତିଦିନ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନ ସମୟରେ ବଡ଼ ପେଟ ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ...

କୋଭିଡ-୧୯ରୁ ସୁସ୍ଥ ହୋଇଛନ୍ତି କି? ଦିନଚର୍ଯ୍ୟା ପ୍ରତି ହୁଅନ୍ତୁ ଯତ୍ନବାନ, ଏପରି ରଖନ୍ତୁ ନିଜ ସ୍ବାସ୍ଥ୍ୟର ଯତ୍ନ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେହ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି। ଏସବୁ ଭିତରେ ଅଧିକାଂଶ...

କାଶ ସମସ୍ୟା ଦୂର କରେ ଡାର୍କ ଚକୋଲେଟ୍‌

କାଶ ଏକ ସାଧାରଣ ସମସ୍ୟା। ଅନେକ ସମୟରେ କାଶ ସମସ୍ୟା ଏଭଳି ବଢ଼ିଯାଏ ଯେ, ନିଃଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୁଏ। ଏଥିପାଇଁ କେହି...

ଶରୀରର ଏହି ୫ ସ୍ଥାନରେ କଳାଜାଇ ଅଛି କି? ଜାଣନ୍ତୁ କ’ଣ ତାର ଅର୍ଥ, କିଭଳି ହେବ ଭବିଷ୍ୟତ

ଜ୍ୟୋତିଷଶାସ୍ତ୍ରରେ ଶରୀରରେ ଥିବା କଳାଜାଇର ବିଶେଷ ମହତ୍ୱ ରହିଛି। ଏହାକୁ ଦେଖି କୌଣସି ମନୁଷ୍ୟର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇପାରେ। ଶରୀରରେ ଥିବା...

ଏହି ମାସରେ ବିବାହ କଲେ ଦମ୍ପତି ହୋଇଥାନ୍ତି ସବୁଠୁ ସୁଖୀ

କୁହାଯାଏ ଯୋଡି ଉପରୁ ତିଆରି ହୋଇଥାନ୍ତି। ଭାଗ୍ୟ ଅନୁସାରେ ଆମକୁ ସେହି ବ୍ୟକ୍ତି ମିଳିଥାଏ ଯିଏ ଆମପାଇଁ ଉପଯୁକ୍ତ। ତେବେ କେଉଁ ମାସରେ ବିବାହ କଲେ...

ଦାନ୍ତ ବିନ୍ଧୁଥିଲେ…

ଦାନ୍ତ ଯନ୍ତ୍ରଣା ଖୁବ୍‌ କଷ୍ଟଦାୟକ। ଯାହାକୁ ଦୂର କରିବାକୁ ସାଧାରଣତଃ ସମସ୍ତେ ପେନ୍‌କିଲର ଉପରେ ନିର୍ଭର କରିଥାନ୍ତି। ହେଲେ ବାରମ୍ବାର ଏହାର ବ୍ୟବହାର ସ୍ବାସ୍ଥ୍ୟ ପ୍ରତି...

ପଦାର୍ଥ ବିଜ୍ଞାନର ପରିଚୟ

ଆଜିକୁ ୫୫ ଲକ୍ଷ ବର୍ଷ ତଳେ ମଣିଷ ଜାତି ପୃଥିବୀପୃଷ୍ଠରେ ଜନ୍ମ ନେଲା। ସେବେଠାରୁ ଆମର ଗବେଷଣା ଜାରି ରହିଛି। କିନ୍ତୁ ଆଜି ଯେଉଁ ଯୁଗକୁ...

ଲିଭର୍‌କୁ ସୁରକ୍ଷିତ ରଖେ ଏହି ପତ୍ର…

ଭୃସଙ୍ଗପତ୍ର ସ୍ବାସ୍ଥ୍ୟ ପାଇଁ ଲାଭକାରୀ । ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ଲିଭର ବିଭିନ୍ନ ସଂକ୍ରମଣରୁ ଦୂରେଇ ରୁହେ। ଏହାର କାର୍ଯ୍ୟକୁ ଭୃସଙ୍ଗପତ୍ର...

Advertisement
Archives

Model This Week