ଏଇ ଭାରତରେ

କୋଭିଡ୍‌-୧୯ରେ ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା କରୋନା ଯୋଦ୍ଧାମାନଙ୍କ ମଧ୍ୟରେ ଡ. ମନୋଜ ଗୋଏଲ ବି ଜଣେ, ଯିଏ ମହାମାରୀ ବ୍ୟାପିବା ଦିନଠାରୁ ଏଯାବତ ଛୁଟି ନ ନେଇ ୧୦୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଚିକିତ୍ସା କରିସାରିଛନ୍ତିି। ୫୫ ବର୍ଷୀୟ ଗୋଏଲ ଗୁଡ୍‌ଗାଁଓର ଫର୍ଟିସ ମେମୋରିଆଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଦୀର୍ଘ ଆଠମାସ ହେବ କୌଣସି ଛୁଟି ନ ନେଇ ଦିନ ରାତି ସଂକ୍ରମିତଙ୍କ ସେବାରେ ଲାଗିଛନ୍ତି। କୋଭିଡ ଆକ୍ରାନ୍ତଙ୍କ ପରିବାର ଯେତେବେଳେ ତାଙ୍କୁ କଲ୍‌ କରୁଛନ୍ତି ସେ ତାଙ୍କ ନିକଟରେ ପହଞ୍ଚୁଛନ୍ତି। ସକାଳ ୯ଟାରେ ମେଡିକାଲରେ ପହଞ୍ଚିବା ପରେ ପିପିଇ କିଟ୍‌ ପରିଧାନ କରିବା ପରେ ସନ୍ଧ୍ୟା ୭ଟାରେ ସେଥିରୁ ବାହାରି ଘରକୁ ଫେରନ୍ତି। ଏହି ସମୟ ମଧ୍ୟରେ ସେ କିଛି ଖାଆନ୍ତିନି କି ପିଅନ୍ତିନି। ଘରେ ବି ସେ ଏକ ଓ୍ବାର୍କ ଷ୍ଟେସନ ଖୋଲିଛନ୍ତି। ସେଠାରୁ ସେ ରୋଗୀଙ୍କ ଭଲ ମନ୍ଦ ବୁଝୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠୋର ବାର୍ତ୍ତା

ଆଜିକାଲି ବ୍ୟାଡ୍‌ ଡାଟା ଅର୍ଥାତ୍‌ ତ୍ରୁଟିପୂର୍ଣ୍ଣ, ଅନୁପଯୁକ୍ତ ଓ ନକଲି ତଥ୍ୟ ସବୁଆଡେ ଦେଖିତ୍ବାକୁ ମିଳୁଛି। ଏପରି କି ଭାରତରେ କୋଭିଡ୍‌ ମହାମାରୀ ସମୟରେ କୋଭିଡ୍‌...

ପତନମୁଖୀ କଂଗ୍ରେସ

ନିକଟ ଅତୀତରେ କର୍ନାଟକ ଓ ମଧ୍ୟପ୍ରଦେଶ ସରକାରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇ ସରକାରକୁ ଭଙ୍ଗାଯାଇଥିଲା। ଉଭୟ ରାଜ୍ୟରେ ଭାଜପା ସରକାର ଗଢ଼ିବାରେ ସକ୍ଷମ ହୋଇଥିଲା। ଏବେ...

କରୋନା ଭୂତାଣୁ କ’ଣ ଚାଇନାରେ ତିଆରି

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ବିଗତ ପ୍ରାୟ ଦୁଇ ବର୍ଷ (୨୦ ମାସ) ଧରି କୋଭିଡ୍‌-୧୯ ମହାମାରୀ ବିଶ୍ୱର ୨୨୦ ଦେଶରେ ନିୟୁତ ନିୟୁତ...

ଚୁକ୍ତିଭିତ୍ତିକ ଚାଷରେ ଉଠା ଜଳସେଚନ

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ କେନ୍ଦ୍ର ସରକାରଙ୍କ କୃଷି ଉତ୍ପାଦନ କିଣାବିକା ପାଇଁ ଆଣିଥିବା ତିନୋଟି ପ୍ରମୁଖ ଆଇନ ଭାରତର କୃଷି କ୍ଷେତ୍ରରେ କ୍ଷୁଦ୍ର...

ଏଇ ଭାରତରେ

ଗୋଟିଏ ଟି-ଶାର୍ଟ ଏବଂ ଏକ ଯୋଡ଼ା ଜିନ୍ସ ଲାଗି ଆବଶ୍ୟକ ଫାଇବର ପ୍ରସ୍ତୁତିରେ ଯଥାକ୍ରମେ ୨,୭୦୦ ଓ ୧୦,୦୦୦ ଲିଟର ପାଣି ଲାଗୁଛି। ଏହା ଜାଣି...

ଏଇ ଭାରତରେ

ପରୀକ୍ଷାରେ ମାତାପିତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ ମିଳିବା ପରେ ସେମାନଙ୍କ ପିଲାମାନେ ଏକପ୍ରକାର ଅସହାୟ ମନେକରନ୍ତି। ମୁଖ୍ୟତଃ ବସ୍ତିରେ ରହୁଥିବା ଗରିବ ଶ୍ରେଣୀର ପିଲାମାନଙ୍କ ଜୀବନ...

ଯୁବକଙ୍କୁ ଟିକା ଦିଅ

ଭାରତରେ ଏବେ କରୋନା ଭୂତାଣୁର ଦ୍ୱିତୀୟ ଲହର ଦେଖାଦେଇଛି। ଆଜି ଦେଶରେ ୫୩ ହଜାରରୁ ଅଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ଗତ...

ଆଜିର ଅର୍ଥନୀତି/ ଗଡ଼ାଣିରେ ଅର୍ଥନୀତି

ଭାରତ ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଚଳିତ ସପ୍ତାହରେ ଦେଶର ଜିଡିପି ଆକଳନ ସମ୍ପର୍କରେ ଏକ କଟୁସତ୍ୟ ପ୍ରକାଶ କରି ଏକପ୍ରକାର ବୋମା...

Advertisement
Archives

Model This Week