ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ,୨୭।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବାର ଯୋଜନା ରହିଛି। ଏସମ୍ପର୍କରେ ଦିଲ୍ଲୀ କୋଭିଡ୍‌ ଟାକ୍ସ୍‌ ଫୋର୍ସ ସଦସ୍ୟ ମୌଲାନା ଆଜାଦ୍‌ ମେଡିକାଲ କଲେଜର କମ୍ୟୁନିଟି ମେଡ଼ିସିନ୍‌ର ନିର୍ଦ୍ଦେଶକ ପ୍ରଫେସର ଡ. ସୁନୀଲ ଗର୍ଗ ସୂଚନା ଦେଇଛନ୍ତି। ସୁବିଧାରେ ଟିକାକରଣ ପାଇଁ ୪୮ ସରକାରୀ ଏବଂ ଶହେ ଘରୋଇ ହସ୍ପିଟାଲରେ ଏକ ହଜାର ବୁଥ୍‌ର ବ୍ୟବସ୍ଥା କରାଯାଇଛି। ବୁଥ୍‌ଗୁଡ଼ିକୁ ୬୦୩ କୋଲ୍ଡଚେନ୍‌ ପଏଣ୍ଟ୍‌ ସହିତ ସଂଯୁକ୍ତ କରାଯାଇଛି। ଏହା ସହିତ ବିଭିନ୍ନ ମହଲ୍ଲାରେ ମଧ୍ୟ ଟିକାକରଣ ପାଇଁ ବୁଥ୍‌ ସ୍ଥାପନା କରାଯିବାର ଯୋଜନା ରହିଛି। ଏନେଇ ୩୫୦୦ ଲୋକଙ୍କୁ ତାଲିମ ଦିଆଯାଉଛି। ଏଥିରେ ବିଭିନ୍ନ ହସ୍ପଇଟାଲର ୬୦୦ ସ୍ବାସ୍ଥ୍ୟକର୍ମୀ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ୟୁଟ୍ୟୁବ ମୋତେ ମାସିକ ୪ ଲକ୍ଷ ଟଙ୍କା ଦିଏ’

ମୁମ୍ବାଇ,୧୭।୯: କୋଭିଡ୍‌ ମହାମାରୀ ସମୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ନିଜ ସମୟକୁ ଉପଯୋଗ କରିବା ପାଇଁ ଅନଲାଇନ ଲେକଚର ଦେଇଥିଲେ। ଏଥି ଯୋଗୁ ତାଙ୍କୁ...

ମଦ ଗନ୍ଧରେ ଆକର୍ଷିତ ହେଉଛନ୍ତି ମଶା, ବଢାଉଛନ୍ତି ରୋଗ!

କାନପୁର,୯ ।୧୧: ଡେଙ୍ଗୁ ପରେ ଏବେ କାନପୁରବାସୀ ଜିକା ଭାଇରସକୁ ନେଇ ଭୟଭିତ ଅଛନ୍ତି । ମଶା ଦ୍ୱାରା ଏହା ବ୍ୟାପୁଥିବାରୁ ଏବେ କାନପୁର ସ୍ୱାସ୍ଥ୍ୟ...

ଅଲମ୍ପିକ୍‌ରେ ତ୍ରିରଙ୍ଗା ଦେଖି ଦେଶବାସୀ ରୋମାଞ୍ଚିତ…

ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ଦେଖି ଦେଶବାସୀ ରୋମାଞ୍ଚିତ ହୋଇଉଠିଛନ୍ତି। କରୋନା ମହାମାରୀରେ ବି ଲୋକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି...

୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର

ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର...

ଆସାମ ବିଧାନସଭା ନିର୍ବାଚନ: ୩ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଗୁଆହାଟୀ,୮ ।୩: ସାରା ଦେଶରେ ବେଳକୁ ବେଳ କଂଗ୍ରେସର ପ୍ରଦର୍ଶନ ଖରାପ ହୋଇ ଚାଲିଥିବା ବେଳେ ଏବେ ଏହାକୁ ସଜାଡିବାକୁ ପ୍ରୟାସ କରୁଛି ଦଳ ।...

ହାଜତରେ ଦଳିତ ମହିଳାଙ୍କୁ ଗଣବଳାତ୍କାର

ଜୟପୁର,୧୭ା୭: ରାଜସ୍ଥାନର ଚୁରୁସ୍ଥିତ ଏକ ଥାନା ହାଜତରେ ଜଣେ ଦଳିତ ମହିଳାଙ୍କୁ ୯ ପୋଲିସ କର୍ମଚାରୀ ଅନେକ ଦିନ ଧରି ଗଣବଳାତ୍କାର କରିଛନ୍ତି। ମିଛ ଚୋରି...

ଦିଲ୍ଲୀ ହିଂସା ପରେ ଆଲର୍ଟରେ ୟୁପିର କିଛି ସହର

ଲକ୍ଷ୍ନୌ,୧୭ ।୪: ଉତ୍ତର-ପଶ୍ଚିମ ଦିଲ୍ଲୀର କିଛି ସ୍ଥାନରେ ଶନିବାର ସନ୍ଧ୍ୟାରେ ହୋଇଥିବା ସାଂପ୍ରଦାୟିକ ହିଂସାପରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲାରେ ପୋଲିସ ହାଇ ଆଲର୍ଟରେ...

ରାସ୍ତାରେ ଗୀତ ବୋଲୁଥିବା ଯୁବକଙ୍କ ଭିଡ଼ିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଶେୟାର କରିଥିବା ଏକ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ରାସ୍ତାରେ ଗୀତ ବୋଲୁଥିବା ଦୁଇଜଣ ଯୁବକଙ୍କ...

Advertisement
Archives

Model This Week