Video

ଜଳୁଛି ଜଙ୍ଗଲ ଆସୁଛି ମୃତ୍ୟୁ

ନିଆଁର ଆଁରେ ଦାଉଦାଉ ହୋଇ ଜଳୁଛି ଜଙ୍ଗଲ। ଦିନକୁ ଦିନ ଜଙ୍ଗଲରେ ନିଆଁ ଅତି ଭୟଙ୍କର ରୂପ ନେଉଛି। ଯାହାଫଳରେ ଏବେ ଜୀବ ଜନ୍ତୁଙ୍କ ଜୀବନ ପଡିଛି ସଙ୍କଟରେ। ଶିମିଳିପାଳର ୮ ରେଞ୍ଜରେ ଲାଗିଥିବା ନିଆଁ ଏବେ ଜଙ୍ଗଲର ବିଭିନ୍ନ ଆଡେ…

ଲାଇସେନ୍ସ ପାଇଁ ଲାଗିବନି ଲାଇନ୍

କେନ୍ଦ୍ର ସରକାଙ୍କ ପକ୍ଷରୁ ନୂଆ ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ଏବେ କଟକଣା କଡାକଡି ହୋଇଛି । ପୂର୍ବରୁ କରୋନା ପାଇଁ କଟକଣା କୋହଳ କରାଯାଇଥିବା ବେଳେ ଏବେ ପୁଣି କଟକଣାକୁ କଡାକଡି ପାଳନ କରାଯିବ ବୋଲି ପରିବହନ ବିଭାଗ…

ମଝି ରାସ୍ତାରେ ହାଣିଲେ

ଆଜି ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଏକ ନିର୍ମମ ହତ୍ୟାକାଣ୍ଡ ହୋଇଛି, ଯାହା ସମସ୍ତଙ୍କ ଛାତି ଥରାଇ ଦେଇଛି। ଦିନ ଦ୍ୱିପହରରେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ଭୁବନେଶ୍ୱରରେ ସାଧାରଣ ଲୋକଙ୍କ ମନରେ ଆତଙ୍କ ଖେଳାଇଛି। ଘଟଣା ଘଟିଛି ଭୁବନେଶ୍ୱରର ସିଆରପି…

ସ୍ମୃତିରେ ବିଜୁ ବାବୁ

ମସିହା ୧୯୧୬ ମାର୍ଚ୍ଚ ୫ , କଟକର ତୁଳସୀ ପୁର ଠାରେ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କ କୋଳରେ ତୃତୀୟ ସନ୍ତାନ ଭାବେ ଜନ୍ମ ନିଅନ୍ତି ଶ୍ରୀ ବିଜୟାନନ୍ଦ ପଟ୍ଟନାୟକ, ବିଜୁ ପଟ୍ଟନାୟକ , ବିଜୁ ପଟ୍ଟନାୟକ…

ବିବାହ ପରେ କଣ କହିଲେ ସବ୍ୟସାଚୀ

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା: ତାପସୀ ଓ ଅନୁରାଗଙ୍କ ଘରେ ଆୟକର ଚଢାଉ, ରାତିସାରା ଜେରା, ଜାଣନ୍ତୁ ବିବାହ ପରେ କଣ କହିଲେ ସବ୍ୟସାଚୀ, ଆମୀରଙ୍କ ସମେତ ୪ଜଣଙ୍କୁ ଲିଗାଲ୍ ନୋଟିସ୍‌, ସାଇନା ର ଟିଜର ରିଲିଜ, ପରିଣିତିଙ୍କ…

ଚାଲ ଖାଇବା – ଏପିସୋଡ୍ ୪

ଚାଲ ଖାଇବାର ଏହି ଏପିଷୋଡ଼ରେ ଆମେ ଆପଣଙ୍କୁ ନେଇଯିବୁ ଚିଲିକା। ଚିଲିକା ବୁଲିବା ସହ ସହ ଚିଲିକା ଢ଼ାବାରେ ସ୍ପେଶାଲ କଙ୍କଡା ଓ ଚିଙ୍ଗୁଡ଼ି ଖାଇବାର ମଜା ନେବା। ତାସହ ଚିଲିକାର ଜଣାଶୁଣା ଖାଇଙ୍ଗା ମାଛ ଫ୍ରାଏ ମଧ୍ୟ ଚାଖିବା।

କରୋନାର ଏହି ସବୁ ନୂଆ ଲକ୍ଷଣ

ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଯେଉଁଥିରେ କେତେକ ନିୟମ କୋହଳ ହୋଇଥିବା ବେଳେ ଆଉ କେତେକ ନିୟମ ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ବର୍ତ୍ତମାନ କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ଭୟର…

ରାଜସ୍ଥାନରେ ସବ୍ୟ ଓ ଅର୍ଚ୍ଚିତାଙ୍କ ବାହାଘର

ସବୁ ପ୍ରତିକ୍ଷାର ଅନ୍ତଘଟାଇ ଶେଷରେ ରିଲ୍ ଲାଇଫରୁ ରିୟଲ ଲାଇଫ ପାଟର୍ନର ପାଲିଟିଛନ୍ତି ଓଲିଡଉଡ୍ ସୁପର ଯୋଡି ସବ୍ୟ ଓ ଅର୍ଚ୍ଚିତା । ସବୁବେଳେ ଅନସ୍କ୍ରିନ୍‌ରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ସଫଳ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।…

ଚାଲ ବୁଲିବା ନୟାଗଡ଼

ଅନେକ ଐତିହାସିକ ଘଟଣାର ମୁକସାକ୍ଷୀ ହେଉଛି ନୟାଗଡ଼ ଜିଲା। ସେଦିନର ନୟାଗଡ ଓ ଆଜିର ନୟାଗଡ଼ ମଧ୍ୟରେ ରହିଛି ଅନେକ ତଫାତ୍। ଏହି ଜିଲାରେ ରହିଛି ଅନେକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଓ ମନ୍ଦିର। ତେବେ ଚାଲ ବୁଲିବା ନୟାଗଡ଼। ଅନେକ…

କାହିଁକି ମନେ ରହେନାହିଁ ପିଲାଦିନ?

କୁହାଯାଏ ଆମ ମସ୍ତିଷ୍କର ୧୦ ପ୍ରତିଶତକୁ ଆମେ ଆମ କାର୍ଯ୍ୟରେ ଲଗାଇଥାଉ। ମାତ୍ର ଏହା କେତେଦୂର ସତ୍ୟ ତାହା ହୁଏତ ଆମେ ସ୍ପଷ୍ଟ ଭାବେ କହି ପାରିବୁ ନାହିଁ । ଯାହାକୁ ନେଇ ଆମେ ମଧ୍ୟ ବେଳେ ବେଳେ ଚିନ୍ତାରେ ପଡିଯାଉ।…

ଆନ୍ଧ୍ର-ଓଡିଶା ବିବାଦରେ କୋଟିଆ ବାସୀ

କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପଞ୍ଚାୟତର ୨୧ଟି ଗ୍ରାମ ବିବାଦ ଘେରରେ ରହିଛି। ତେବେ କୋଟିଆ ପଞ୍ଚାୟତର ବାସ୍ତବ ଚିତ୍ର କିପରି ରହିଛି, ଏ ନେଇ ଗ୍ରାଉଣ୍ଡ ଜିରୋ ରିପୋର୍ଟ।  

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?