Posted inVideo

ଲାଇସେନ୍ସ ପାଇଁ ଲାଗିବନି ଲାଇନ୍

Featured Video Play Icon

କେନ୍ଦ୍ର ସରକାଙ୍କ ପକ୍ଷରୁ ନୂଆ ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ଏବେ କଟକଣା କଡାକଡି ହୋଇଛି । ପୂର୍ବରୁ କରୋନା ପାଇଁ କଟକଣା କୋହଳ କରାଯାଇଥିବା ବେଳେ ଏବେ ପୁଣି କଟକଣାକୁ କଡାକଡି ପାଳନ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁଥି ପାଇଁ ଏବେ ଆରଟିଓ ଅଫିସରେ ବିଭିନ୍ନ କାଗଜପତ୍ର ସମ୍ବଦ୍ଧୀୟ କାମ ପାଇଁ ଘଣ୍ଟାଘଣ୍ଟା ଲାଇନ୍ ଲଗାଇବାକୁ ପଡୁଛି । ତେବେ ଆରଟିଓ ଅଫିସରୁ ଭିଡ କମାଇବା ଓ ସାଧାରଣ ଲୋକଙ୍କୁ ସହଜ ସୁବିଧା ଯୋଗାଇ ଦେବାକୁ ଏବେ ଆରମ୍ଭ ହୋଇଛି ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ସେବା ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

ବାବୁ ମହଲ: ସିନେମା ହଲ୍‌ରେ ମାଝୀବାବୁ

ସିନେମା ହଲ୍‌ରେ ବସି ଫିଲ୍ମ୍ ଦେଖିବାକୁ କାହାକୁ ବା ଭଲ ନ ଲାଗେ, ହେଲେ କିଛି ଖଳ ପକୃତିର ଲୋକ ସିନେମା ହଲ୍‌ ଭିତରେ ବିଭିନ୍ନ...

Featured Video Play Icon

ଶ୍ରୀମନ୍ଦିର ଅଭିମୁଖେ ନନ୍ଦିଘୋଷ ରଥ

ନବଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡୁଛନ୍ତି ମହାବାହୁ। ଭକ୍ତଶୂନ୍ୟ ରଥଯାତ୍ରା ହେଉଥିବାରୁ ନନ୍ଦିଘୋଷ ରଥକୁ ସେବାୟତ ଓ ପୋଲିସ ଟାଣିଥିଲେ। ଧାର୍ଯ୍ୟ...

Featured Video Play Icon

ବାବୁ ମହଲ: ସନିଆର ଚାଷ | Babu Mahal #38 ‘Sania ra chasa’

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ତେବେ ଆଜିର ଯୁବପିଢ଼ି କୃଷିକାର୍ଯ୍ୟ ପ୍ରତି ଏତେଟା ଆଗଭର ନ ହେଉଥିବା ପ୍ରାୟତଃ ପରିଲକ୍ଷିତ ହୁଏ। କୃଷି ଯେ...

Mettle Meet a medium to develop talent: Ashutosh Rath | ପ୍ରତିଭା ବିକାଶର ମାଧ୍ୟମ ମେଟଲ ମିଟ୍ – ଆଶୁତୋଷ ରଥ

Mettle Meet 2019 kicked off amidst much enthusiasm from participants and their acquaintances at the Swosti Premium hotel Saturday...

Featured Video Play Icon

Cine Jhalak | ୨୦୨୧ରେ ଏହି ସବୁ ଫିଲ୍ମର ହେବ ହିନ୍ଦୀ ରିମେକ୍‌

ଏଥର ‘ସିନେ ଝଲକ’ରେ ଦେଖିବା *‘ବଚ୍ଚନ ପାଣ୍ଡେ’ର ସୁଟିଂ ପାଇଁ ଜୟସାଲମେର ଗଲା ପୁରା ଟିମ୍ *ପବ୍ଲିକରେ ନଜର ଆସିଲେ ରୀୟା *ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର...

Featured Video Play Icon

୨୫ ଲୋକରେ କି ହେବ, ହାତ ମଳିମଳି ଜୀବନ ଯିବ

ରାଜରାସ୍ତାରେ ଥୁଆ ହୋଇଛି ହାଣ୍ଡି, ଡେକିଚି, କଢେଇ । ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି...

Featured Video Play Icon

ବିଶ୍ୱ ପରଖିଲା ମହାପ୍ରଭୁଙ୍କ ଘୋଷଯାତ୍ରା – Rath Yatra 2020

ସମଗ୍ର ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ମହାପ୍ରଭୁଙ୍କ ଘୋଷଯାତ୍ରା ସୁରୁଖୁରରେ ସଂପନ୍ନ ହୋଇଛି । ବିନା ଭକ୍ତରେ ସେବାୟତମାନଙ୍କ ଜରିଆରେ କୋଭିଡ...

Featured Video Play Icon

ସେ ସବୁବେଳେ ଆମ ହୃଦୟରେ ଅଛନ୍ତି

ପଞ୍ଚଭୂତରେ ବିଲୀନ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି । ତାଙ୍କୁ ହରାଇ ଓଲିଉଡ୍ ସ୍ତବ୍ଧ । ବିଜୟଙ୍କ ବିୟୋଗରେ ଓଲିଉଡ କଳାକାରଙ୍କ ପ୍ରତିକ୍ରିୟା କଣ ରହିଛି...

Advertisement


Archives

Model This Week