Video

୧୨ ଘଣ୍ଟିଆ ଭାରତ ବନ୍ଦ

ସର୍ବଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା । ଆଜି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ । ବ୍ୟବସାୟିକ ମହାସଂଘର ବିଭିନ୍ନ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟତଃ ଜିଏସଟି ସରଳୀକରଣ ଓ ଇ-କର୍ମସ ବାତିଲ…

କେମିତି ଧ୍ବଂସ ହେଲା ଯଦୁବଂଶ

ଦ୍ୱାରିକା ନଗରୀ ଶ୍ରୀକୃଷ୍ଣଙ୍କ କର୍ମଭୂମି । ଯେଉଁଥିପାଇଁ ଶ୍ରୀକୃର୍ଷ୍ଣଙ୍କୁ ଦ୍ୱାରିକାଧୀଶ ବୋଲି କୁହାଯାଏ । ମହାଭାରତର କିମ୍ବଦନ୍ତୀ ଅନୁସାରେ ଯେବେ ଶ୍ରୀକୃର୍ଷ୍ଣ କଂସଙ୍କୁ ବଦ୍ଧ କରିଥିଲେ ସେତେବେଳେ ଜରାସନ୍ଧ ଶ୍ରୀକୃର୍ଷ୍ଣଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ପଡିଥିଲା । ଯେଉଁ କାରଣରୁ…

ବଜେଟ ୨୦୨୧- ୨୨

ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧ -୨୨ ବର୍ଷ ପାଇଁ ବଜେଟ୍ ଘୋଷଣା କରିଛନ୍ତି ମନ୍ତ୍ରୀ । ପ୍ରଥମ ଥର ପାଇଁ ଏଥର ପେପରଲେସ୍ ବଜେଟ୍ ଉପସ୍ଥାପିତ ହୋଇଛି । କୋଭିଡ…

ଫାଶୀ ପାଇବେ ସବନମ୍‌!

ଜଣେ ଝିଅ ଭଲପାଇବାରେ ଏଭଳି ଅନ୍ଧ ହୋଇଯାଇଥିଲେ ଯେ ନିଜ ପରିବାର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବାକୁ ବି ପଛାଇନଥିଲେ । ଏ ହତ୍ୟାକାଣ୍ଡ ଏଭଳି ଘଟିଥିଲା ଯେ ଯାହାକୁ କେହି କେବେ ବି କଳ୍ପନା କରିନଥିଲେ ।…

ବାଇକରେ ଭୁବନେଶ୍ୱରରୁ କୋଟିଆ – ଗ୍ରାଉଣ୍ଡ ରିପୋର୍ଟ

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ତେବେ କୋଟିଆରେ କିଭଳି ରହୁଛନ୍ତି ଲୋକେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବାକୁ ପହଞ୍ଚିଥିଲା ଧରିତ୍ରୀ ଲାଇଭ ଟିମ୍। ତେବେ ଚାଲନ୍ତୁ ଦେଖିବା…

ବସ ଡ୍ରାଇଭରଙ୍କ ପୁଅ ୟସ୍

ମସିହା ୨୦୨୮, ଫ୍ୟାନ୍ସ ମାନଙ୍କ ନଜରକୁ ଆସିଥିଲେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ସୁପରଷ୍ଟାର । ଏହି ସୁପରଷ୍ଟାରଙ୍କ ନାଁ ଥିଲା ୟସ୍ । ୨୦୧୮ରେ ରିଲିଜ ହୋଇଥିବା କେଜିଏଫ୍ ଚାପ୍ଟର-୧ ୟସ୍ ଙ୍କୁ ରାତାରାତି ସୁପରଷ୍ଟାର କରିବା ସହ ସଫଳତାର…

ବାବୁ ମହଲ: ସନିଆର ଖଡ଼ି ଛୁଆଁ

ସାଧାରଣତଃ ଛୋଟ ପିଲାମାନଙ୍କର ପାଠପଢିବା ପୂର୍ବରୁ ଖଡ଼ିଛୁଆଁ ହୋଇଥାଏ, କିନ୍ତୁ ଆଜିର ଭିଡ଼ିଓରେ ସନିଆ ର ଖଡ଼ିଛୁଆଁ କରି କିପରି ହଇରାଣର ସମ୍ମୁଖୀନ ହେବାକୁ ପଡିଛି ତାହା ଏହି ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର ବାବୁ ମହଲ ର ପ୍ରସଙ୍ଗ…

କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ। ମାଷ୍ଟରକ୍ୟାଣ୍ଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ। ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା…

ଭାରତରେ ଜହ୍ନ ରାଇଜ

କଶ୍ମୀରରେ ରହିଛି ଏମିତି ଏକ ସ୍ଥାନ ଯାହାକି ଜହ୍ନ ରାଇଜ ଠାରୁ କିଛି କମ୍ ନୁହେଁ। ଏହି ସ୍ଥାନ ମୁନ୍‌ଲ୍ୟାଣ୍ଡ ଭାବେ ପରିଚିତ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ବିଭିନ୍ନ ପ୍ରାନ୍ତରୁ ଆସିଥାନ୍ତି। ଜମ୍ମୁ କଶ୍ମୀର ଠାରୁ ୧୨୭ କିଲୋମିଟର ଦୂରରେ…

ହିମାଳୟ ବିପଦରେ

କଥାରେ ଅଛି ପ୍ରକୃତି ଯେତେବେଳେ ତା ତାଣ୍ଡବ ରଚିବା ଆରମ୍ଭ କରିଦିଏ ସେତେବେଳେ ଦୁନିଆର ସବୁ ଶକ୍ତି ତା ଆଗରେ ହାର୍ ମାନିଥାଏ । ଠିକ ଯେମିତି ଏଇ ନିକଟରେ ଉତ୍ତରାଖଣ୍ଡରେ ପ୍ରକୃତି ଦେଖାଇଲା ତାର କରାଳ ରୂପ । ଗ୍ଲେସିୟର…

ପାଣିରେ ଉଡିବ ସାଟେଲାଇଟ୍

ନାସା ପକ୍ଷରୁ ଏମିତି ଏକ ସାଟେଲାଇଟ୍ ଏବେ ନିର୍ମାଣ କରିବାକୁ ଯୋଜନା ହେଉଛି , ଯେଉଁ ସାଟେଲାଇଟ୍ ଉଡିବା ପାଇଁ ଇନ୍ଧନ ଭାବେ ପାଣିକୁ ବ୍ୟବହାର କରାଯିବ। ନାସା ପକ୍ଷରୁ କରାଯାଉଥିବା ଏହି ପ୍ରଚେଷ୍ଟା ଯଦି ସଫଳ ହୁଏ ତେବେ ଇନ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?