Video

କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ। ମାଷ୍ଟରକ୍ୟାଣ୍ଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ। ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ...

ଭାରତରେ ଜହ୍ନ ରାଇଜ

କଶ୍ମୀରରେ ରହିଛି ଏମିତି ଏକ ସ୍ଥାନ ଯାହାକି ଜହ୍ନ ରାଇଜ ଠାରୁ କିଛି କମ୍ ନୁହେଁ। ଏହି ସ୍ଥାନ ମୁନ୍‌ଲ୍ୟାଣ୍ଡ ଭାବେ ପରିଚିତ। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ବିଭିନ୍ନ ପ୍ରାନ୍ତରୁ ଆସିଥାନ୍ତି। ଜମ୍ମୁ କଶ୍ମୀର ଠାରୁ ୧୨୭ କିଲୋମିଟର...

ହିମାଳୟ ବିପଦରେ

କଥାରେ ଅଛି ପ୍ରକୃତି ଯେତେବେଳେ ତା ତାଣ୍ଡବ ରଚିବା ଆରମ୍ଭ କରିଦିଏ ସେତେବେଳେ ଦୁନିଆର ସବୁ ଶକ୍ତି ତା ଆଗରେ ହାର୍ ମାନିଥାଏ । ଠିକ ଯେମିତି ଏଇ ନିକଟରେ ଉତ୍ତରାଖଣ୍ଡରେ ପ୍ରକୃତି ଦେଖାଇଲା ତାର କରାଳ ରୂପ ।...

ପାଣିରେ ଉଡିବ ସାଟେଲାଇଟ୍

ନାସା ପକ୍ଷରୁ ଏମିତି ଏକ ସାଟେଲାଇଟ୍ ଏବେ ନିର୍ମାଣ କରିବାକୁ ଯୋଜନା ହେଉଛି , ଯେଉଁ ସାଟେଲାଇଟ୍ ଉଡିବା ପାଇଁ ଇନ୍ଧନ ଭାବେ ପାଣିକୁ ବ୍ୟବହାର କରାଯିବ। ନାସା ପକ୍ଷରୁ କରାଯାଉଥିବା ଏହି ପ୍ରଚେଷ୍ଟା ଯଦି ସଫଳ ହୁଏ ତେବେ...

କାହାଣୀ ଫଟୋ ଫ୍ରେମ୍‌ର

ସରୋଜ ବାବୁ ଜଣେ ସରକାରୀ କର୍ମଚାରୀ । ସରକାରୀ ଚାକିରିଆଙ୍କ କଥା ତ ଆପଣମାନେ ଭଲଭାବେ ଜାଣିଥିବେ । ରବିବାର କୁ ଛାଡି ଦେଲେ ବାକି ସମୟ ଅଫିସ ଆଉ ଚା ଖଟିରେ କଟେ । ସ୍ତ୍ରୀ ଆଉ ପିଲାଙ୍କ...

ଆଇପିଏଲ ଖେଳିବେ ଅର୍ଜ୍ଜୁନ ତେନ୍ଦୁଲକର

ଆଜିର ଏପିଷୋଡ଼ରେ ଦେଖିବା: * ମଜବୁତ ସ୍ଥିତିରେ ରହିଛି ଇଂଲଣ୍ଡ ଟିମ, ଜୋ ରୁଟଙ୍କ ଗୋଡ଼ ଟାଣିଲେ ବିରାଟ * ତେନ୍ଦୁଲକରଙ୍କ ଚିତ୍ରରେ କାହିଁକି କାଳି ବୋଳିଲେ କଂଗ୍ରେସ କର୍ମୀ * ଆଇପିଏଲ ପାଇଁ ପ୍ରସ୍ତୁତ ହେଉଛନ୍ତି ଅର୍ଜୁନ ତେନ୍ଦୁଲକର...

ବାବୁ ମହଲ: ହେଲମେଟ୍ ବେପାର

ସଡ଼କ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାର ଡବଲ ହେଲମେଟ୍ ନିୟମ କରିଛନ୍ତି, ଯାହାଦ୍ଵାରା ବଜାରରେ ଏବେ ହେଲମେଟ୍ ର ଚାହିଦା ଅଧିକ ହୋଇଛି । ଏଥର ‘ବାବୁ ମହଲ’ର ପ୍ରସଙ୍ଗ ହେଉଛି ‘ହେଲମେଟ୍ ବେପାର’।

ପୁରୁଣା ଗାଡି ଥିଲେ ସାବଧାନ !

୨୦୨୨ ଏପ୍ରିଲ୍ ପରଠାରୁ ଆଉ ୨୦ ବର୍ଷରୁ ଅଧିକ ପୁରୁଣା ଗାଡିକୁ ଚଳାଇ ହେବ ନାହିଁ । ବଜେଟ୍‌ରେ ସରକାର ନୂଆ ସ୍କ୍ରାପ ନୀତି ଆଣିଛନ୍ତି । ଏହିନୀତି ଆସନ୍ତା ୨୦୨୨ ଏପ୍ରିଲ ମାସରୁ ଦେଶରେ ଲାଗୁ ହେବାକୁ ଯାଉଛି...

କେମିତି କରିବେ ଆଧାର ସହ ନମ୍ବର ଅପଡେଟ

ଯଦି ଆପଣଙ୍କ ଆଧାର କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ ହୋଇ ନାହିଁ , ସେମାନଙ୍କ ପାଇଁ ଏହି ସୂଚନା ଅଧିକ ଜରୁରୀ । ଏବେ ବିନା କୌଣସି ଡକ୍ୟୁମେଣ୍ଟରେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ କରି ପାରିବେ । ଏନେଇ...

ବିଶ୍ୱ କର୍କଟ ଦିବସ, ବିପଦରେ ମହିଳା

ଆଜି ବିଶ୍ୱ କର୍କଟ ଦିବସ। ବିଶ୍ୱ ସ୍ତରରେ ଏହି ଦିବସ ପାଳନ କରାଯାଉଥିବା ବେଳେ ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ସର୍ଭାଇକାଲ କ୍ୟାନ୍ସରର କାରଣ ଏବଂ ଏହାର ନିରାକରଣକୁ ନେଇ ଜାଣିବା ଅଧିକ କିଛି ଆଜିର ଏହି...

ଏଠାରେ ସୁଟିଂ କରିବାକୁ ଡରନ୍ତି ଅମିତାଭ୍ ବଚ୍ଚନ

ମୁମ୍ବାଇର କୋଲାବାରେ ଥିବା ମୁକେଶ ମିଲ୍ ଇଣ୍ଡିଆରେ ଥିବା ହଣ୍ଟେଡ୍ ପ୍ଲେସ୍ ମଧ୍ୟରୁ ଗୋଟିଏ । ଯାହାଏବେ ହରର ମୁଭି ସୁଟ୍ ହେଉଥିବା ଏକ ହଣ୍ଟେଡ୍ ଲୋକେସନ୍। ଏହି ଯାଗାରେ ଏମିତି କିଛି ଘଟେ, ଯୋଉଥି ପାଇଁ ଇଣ୍ଡିଆର ବଡବଡ...

କ’ଣ ଶସ୍ତା ହେଲା, କ’ଣ ମହଙ୍ଗା

ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସଂସଦରେ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ଦଶନ୍ଧିର ପ୍ରଥମ ପେପରଲେସ ବଜେଟ୍‌ ଉପସ୍ଥାପନ ହୋଇଛି। ବଜେଟରେ କ’ଣ ଶସ୍ତା ହୋଇଛି ଆଉ କ’ଣ ମହଙ୍ଗା, ଆସନ୍ତୁ ଜାଣିବା

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri