Uncategorized

ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୪ ଯବାନ ଗୁରୁତର

ମାଲକାନଗିରି,୯ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ବିଜାପୁର ଜିଲା ଅସୁର ଏବଂ ଭୋପାଲପଟଣମ୍‌ ଟି-ପଏଣ୍ଟଠାରୁ ମାତ୍ର ୧୦୦ ମିଟର ଦୂରରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ। ମଙ୍ଗଳବାର ସିଆର୍‌ପିଏଫ୍‌-୧୫୩ ବାଟାଲିୟନର ଯବାନମାନେ ଉକ୍ତ ରାସ୍ତାରେ କୋମ୍ବିଂ…

ଆଇଜି ହେଲେ ଗଜଭିୟେ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ବରିଷ୍ଠ ଆଇପିଏସ୍‌ ଅଫିସର ଗଜଭିୟେ ସତୀଶ୍‌ କୁମାର ଈଶ୍ୱରଦାସ ଇନ୍‌ସପେକ୍ଟର ଜେନେରାଲ ଅଫ୍‌ ପୋଲିସ୍‌ (ଆଇଜିପି) ର଼୍ୟାଙ୍କ୍‌କୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ୨୦୨୦ ଜାନୁୟାରୀ ପହିଲାଠାରୁ ପିଛିଲା ଭାବେ ଲାଗୁ ହେବ। ତେବେ ସେ କେଉଁ ସ୍ଥାନରେ ନିଯୁକ୍ତି…

ଶରୀର ପାଇଁ ବହୁତ ଉପକାରୀ ଲବଙ୍ଗ, ଜାଣନ୍ତୁ ଉପକାରିତା…

ର ଉପକାରିତା ଲବଙ୍ଗର ବ୍ୟବହାର ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। କାରଣ ଏଥିରେ ରହିଥାଏ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍ସ, ଫାଇବର୍‌, ପୋଟାସିୟମ୍‌, ବେଟା କାରୋଟିନ୍‌ ଭଳି ବହୁ ଗୁଣକାରୀ ଉପାଦାନ। ତା’ଛଡ଼ା ଏଥିରେ ଥିବା ଆଣ୍ଟିସେପ୍ଟିକ୍‌ ଗୁଣ ପାଇଁ ଆମକୁ…

ଦେଶରେ ଗୋଟିଏ ଧର୍ମ ସହ ଆଉ ଏକ ଧର୍ମକୁ ଲଢେଇ କରାଯାଉଛି: ରାହୁଲ

ରାୟପୁର,୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଛତିଶଗଡ଼ର ରାୟପୁର ଗସ୍ତ କରିଛନ୍ତି । ସେଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ପରୋକ୍ଷ ଭାବେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି…

ଟ୍ୟାପ୍‌ରୁ ପାଣି ପିଇବାକୁ ଚେଷ୍ଟା କରୁଥିଲା ବିଲେଇ, ଆଉ ତା’ପରେ…ଭିଡିଓ ଦେଖିଲେ କରିବେ ବାଃ ବାଃ

କୁହାଯାଏ ମାନବିକତା ହେଉଛି ମଣିଷର ସବୁଠାରୁ ବଡ ଧର୍ମ। ମଣିଷ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍‌। ଯଦିଓ ଆଜିକାଲି ଏହିପରି ଲୋକ କ୍ୱଚିତ୍‌ ଦେଖାଯାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ମଣିଷ ହେଉ କିମ୍ବା ପଶୁ, ଅସୁବିଧାରେ ସମସ୍ତଙ୍କୁ ସାହାଯ୍ୟ…

ଶାନ୍ତି ଓ ଆଧ୍ୟାତ୍ମିକ ଗୁରୁ

ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଇରାକୀ ସୁଫି ସନ୍ଥ ରାବ୍ୟାଙ୍କ ସମ୍ପର୍କରେ ଶୁଣିଥିବା ଏକ ସୁନ୍ଦର କାହାଣୀରୁ ଆରମ୍ଭ କରିବା। ଥରେ ରାବ୍ୟା ଏକାମ୍ର ଚିତ୍ତରେ ଗୋଟେ ପଡ଼ିଆରେ କିଛି ଖୋଜୁଥିବାର ଦେଖି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକମାନେ କ’ଣ…

ବୁଡ଼ି ଯାଉଥିଲେ; ସମୁଦ୍ରରୁ ବକ୍ସିଂ କୋଚ୍‌, ଖେଳାଳିଙ୍କୁ ଉଦ୍ଧାର କଲେ ଓଡ଼ିଆ ଯୁବକ

ନୟାଗଡ଼ ଅଫିସ/ରଣପୁର,୧୩।୧(ସ୍ବ.ପ୍ର.): ପୁଡ଼ୁଚେରୀ ନିକଟ ସମୁଦ୍ରରେ ୩ଜଣ ବୁଡ଼ି ଯାଉଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ କେବଳ ଚିତ୍କାର କରୁଥିଲେ। ହେଲେ କେହି ସମୁଦ୍ର ଭିତରକୁ ଯାଇ ସେମାନଙ୍କୁ ରକ୍ଷା କରିବାକୁ ସାହସ କରି…

ଓମ୍‌ ପ୍ରାର୍ଥନା

ସନ୍ନ୍ୟାସୀ ଶ୍ରୀ ଆତ୍ମାନନ୍ଦ ଓମ୍‌ ସୃଷ୍ଟିର ଆଦି ବାଣୀ। ଯୋଗ ଦର୍ଶନ କହନ୍ତି, ‘ତସ୍ୟ ବାଚକଃ ପ୍ରଣବଃ।’ ଅର୍ଥାତ୍‌ ଈଶ୍ୱରଙ୍କ ମୁଖ୍ୟ ନାମ ଓମ୍‌। ଓମ୍‌କୁ ପ୍ରଣବ କୁହାଯାଏ। ଓମ୍‌ ତିନି ଗୋଟି ଅକ୍ଷରର ସମାହାର। ତିନି ଗୋଟି ଅକ୍ଷର ହେଲେ-…

ଢାବାରେ ଛେପ ପକାଇ କରୁଥିଲେ ରୁଟି; ଭିଡିଓ ଭାଇରାଲ ହେବା ପରେ…

ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ‘ଛେପ ପକାବା’ ଘଟଣା ଏଯାଏ ଶାନ୍ତ ପଡ଼ି ନ ଥିବା ବେଳେ ଏବେ ଖାଦ୍ୟରେ ଛେପ ପକାଇବାର ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ ହେଉଛି।…

ଖେଳାଳିଙ୍କ ପାଇଁ ଦୁଇ ଦେଶ ମୁହାଁମୁହିଁ

ବ୍ରିସ୍‌ବେନ, ୭ା୧: ଟେନିସ ଷ୍ଟାର ଖେଳାଳି ନୋଭାକ୍‌ ଜୋକୋଭିଚଙ୍କ ପାଇଁ ଅଷ୍ଟ୍ରେଲିଆ ଏବଂ ସର୍ବିୟା ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ମନା କରାଯାଇଛି। କୋଭିଡ୍‌ ଟିକାକରଣ ନିୟମରୁ ରିହାତି ପାଇବା ଲାଗି ସେ ଆବଶ୍ୟକ କାଗଜପତ୍ର ଦାଖଲ…

ଗର୍ଭସ୍ଥ ସନ୍ତାନଠାରେ ସମସ୍ୟା ଥିଲେ ଗର୍ଭପାତ କରାଯାଇ ପାରିବ, ହାଇକୋର୍ଟଙ୍କ ରାୟ

ମୁମ୍ବାଇ,୨୫।୧୧: ଏକ ମାମଲାର ବିଚାର କରି ମୁମ୍ବାଇ ହାଇକୋର୍ଟ କହିଛନ୍ତି ଯେ, ଗର୍ଭସ୍ଥ ସନ୍ତାନଠାରେ ସମସ୍ୟା ଥିଲେ ଗର୍ଭପାତ କରାଯାଇ ପାରିବ। ବିଚାରପତି ଏସ.ଜେ.କାଥଓ୍ବାଲା ଏବଂ ମାଧବ ଜାମଦାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗର୍ଭସ୍ତ ସନ୍ତାନଠାରେ ସମସ୍ୟା ଥିଲେ…

ପାଙ୍ଗୋଙ୍ଗ୍‌ରେ ଚାଇନା ବ୍ରିଜ

ବେଜିଂ, ୪ା୧: ଭାରତ-ଚାଇନା ସୀମାବିବାଦ ଥମୁ ନ ଥିବାବେଳେ ପୁଣି ଉତ୍ତେଜନା ସୃଷ୍ଟି କାରୀ କାର୍ଯ୍ୟ ଚଳାଇଛି ଚାଇନିଜ୍‌ ସେନା। ଭାରତ ସୀମା ନିକଟରେ ନିଜର ଭିତ୍ତିଭୂମି ମଜଭୁତ କରିବା ଉଦ୍ଦେଶ୍ୟରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ଶୋ ହ୍ରଦରେ ପିପୁଲ୍ସ ଲିବରେଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri