Uncategorized

କଂଗ୍ରେସରେ ସାମିଲ ହେଲେ ଜୟ ନାରାୟଣ

ଅହମଦାବାଦ,୨୮।୧୧: ଗୁଜରାଟର ବରିଷ୍ଠ ନେତା ତଥା ବିଧାୟକ ଜୟ ନାରାୟଣ ବ୍ୟାସ ତାଙ୍କ ପୁଅ ସମୀର ବ୍ୟାସଙ୍କ ସହ ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ଅହମଦାବାଦରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଦଳରେ ବିଧିବଦ୍ଧ…

୧୬,୫୦୦ କୋଟିର ଅଧିଗ୍ରହଣ କାର୍ଯ୍ୟ ସମ୍ପନ୍ନ

ଭୁବନେଶ୍ୱର,୨୨।୧୧: ଦେଶର ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଆର୍ସଲମିତ୍ତଲ୍‌-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌-ଏନ୍‌ଏସ୍‌ ଇଣ୍ଡିଆ) ଏସାର ଗ୍ରୁପଠାରୁ ୨ଟି ପୋର୍ଟସେଟ୍‌ ଏବଂ ଏକ ପାୱାର ପ୍ଲାଣ୍ଟ ଅଧିଗ୍ରହଣ କରିବା ସହ କର୍ପୋରେଟ୍‌ ଏବଂ ନିୟାମକ ଅନୁମୋଦନ ପାଇଁ ପ୍ରାୟ ୧୬,୫୦୦ କୋଟିର ଚୁକ୍ତି…

ନିଜ ମାଟିର ମହକରେ ରହିଛି ସ୍ବତନ୍ତ୍ରତା: ରାଷ୍ଟ୍ରପତି

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ):ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶ ମୋତେ ଅନୁପ୍ରାଣିତ କରିଛି। ଯେଉଁଠି ଥିଲେ ମଧ୍ୟ ନିଜ ମାଟିର ମହକରେ ସ୍ବତନ୍ତ୍ରତା ରହିଛି। ତଥାପି ନିଜ ଅଞ୍ଚଳର ଦିଗଦିଗନ୍ତର ସୌନ୍ଦର୍ଯ୍ୟ ନିଆରା। ଓଡ଼ିଶା ଆସି ମୁଁ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଶାହାରୁଖଙ୍କ ସହ ଛାଇ ଭଳି ରହିଥାନ୍ତି ଏହି ମହିଳା; ଗୋଟିଏ ଦିନରେ ଉଭୟଙ୍କ ଜନ୍ମଦିନ…

ବମ୍ବେ: ବେଳେବେଳେ ରକ୍ତର ସମ୍ପର୍କଠାରୁ ବି ଗାଢ଼ ହୋଇଥାଏ ହୃଦୟର ସମ୍ପର୍କ। କିଙ୍ଗ ଖାଁ ଶାହାରୁଖଙ୍କ ଜୀବନରେ ମଧ୍ୟ ସ୍ତ୍ରୀ ଗୌରୀଙ୍କୁ ଛାଡ଼ିଥିଲେ ଏଭଳି ଜଣେ ମହିଳା ଅଛନ୍ତି, ଯିଏ ସବୁବେଳେ ତାଙ୍କ ସୁଖଦୁଃଖରେ ଛାଇ ହୋଇ ରହିଥାନ୍ତି। ସେ ହେଉଛନ୍ତି…

କ୍ଲିକ୍‌ କେମେଷ୍ଟ୍ରି

ବେର୍‌ଟୋଜି : ବେର୍‌ଟୋଜି ଅକ୍ଟୋବର ୧୦, ୧୯୬୬ରେ ଆମେରିକାର ବୋଷ୍ଟନ୍‌ଠାରେ ଜନ୍ମଲାଭ କରିଥିଲେ ଏବଂ ୧୯୯୩ରେ ବରକେଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି ଲାଭ କରିଥିଲେ। ତାଙ୍କର ଗବେଷଣା କ୍ଷେତ୍ର ଥିଲା ‘ଅଙ୍ଗାର ସହିତ ସଂପୃକ୍ତ ଗ୍ଲାଇକୋସାଇଡ୍‌ଗୁଡ଼ିକର ସଂଶ୍ଳେଷଣ ଏବଂ କ୍ରିୟାବିଧି ଅଧ୍ୟୟନ’।…

ପ୍ରସ୍ତୁତ ହେବ ଚିଠା ଯୋଜନା

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ମୋଟର ଚାଳକ ଏବଂ ମୋଟର କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ବିଭିନ୍ନ ଘରୋଇ ଓ ଅଣସଂଗଠିତ ପରିବହନ ସଂସ୍ଥା ପ୍ରଭୃତିରେ କାମ କରୁଥିବା ଚାଳକ ଓ କର୍ମଚାରୀମାନଙ୍କର…

ଟି-୨୦ ବିଶ୍ୱକପ୍‌ରେ କ’ଣ ରହିବ ଭାରତର ରଣନୀତି: ରୋହିତ ଶର୍ମା କଲେ ଖୁଲାସା

ସିଡନୀ,୧୯।୧୦: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। ଏବେ କ୍ୱାଲିଫାୟର ରାଉଣ୍ଡ ମ୍ୟାଚ ଖେଳାଯାଉଛି। ଭାରତର ପ୍ରଥମ ମ୍ୟାଚ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ରହିଛି। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା କେଉଁ ଯୋଜନା ସହିତ ଭାରତ ଏହି…

ଅନ୍ତର୍ଜାତୀୟ ସୁରକ୍ଷା ନିୟମ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛି ଚାଇନା, ବ୍ରିଟେନର ଅଭିଯୋଗ…

ଲଣ୍ଡନ,୧୩।୧୦ : ବ୍ରିଟେନର ସାଇବର-ଇଣ୍ଟେଲିଜେନ୍ସ ଏଜେନ୍ସିର ମୁଖ୍ୟ ଜେରେମି ଫ୍ଲେମିଙ୍ଗ ଚାଇନା ଅନ୍ତର୍ଜାତୀୟ ସୁରକ୍ଷାର ନିୟମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏହାର ଅଞ୍ଚଳକୁ ବୃଦ୍ଧି କରିବା ତଥା ଅନ୍ୟ ଦେଶରେ ପ୍ରଭାବ ବଢ଼ାଇବା ପାଇଁ ଚାଇନା ଏହାର…

ଏକତରଫା ପ୍ରେମ କରି ଯୁବତୀଙ୍କୁ ଜାଳିଦେଲେ

ରାଞ୍ଚି,୭।୧୦: ଝାଡଖଣ୍ଡର ଦୁମକାରେ ଏକତରଫା ପ୍ରେମ ପାଇଁ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଭଳି ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ବିବାହିତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଚାହୁଁଥିଲେ, ପରିବାରର ମନା ପରେ ସେ ଯୁବତୀଙ୍କୁ ହତ୍ୟା…

ଦିଲ୍ଲୀ ଅବକାରୀ ଦୁର୍ନୀତି: ପୁଣି ୩୫ ସ୍ଥାନରେ ଇଡି ଚଢାଉ

ନୂଆଦିଲ୍ଲୀ,୭।୧୦: ଦିଲ୍ଲୀରେ ହୋଇଥିବା ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଟିମ୍‌ ସର୍ଚ୍ଚ ଅପରେସନ କରୁଛନ୍ତି। ଇଡି ଦଳ ଦିଲ୍ଲୀ, ପଞ୍ଜାବ ଏବଂ ହାଇଦ୍ରାବାଦ ସମେତ ୩୫ଟି ସ୍ଥାନରେ ଚଢାଉ କରୁଛି। ଦିଲ୍ଲୀର ଆମ…

ଜୟଦୁର୍ଗା ଗ୍ରୁପ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୭।୧୦: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ତଥା ଜୟଦୁର୍ଗା ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ବାର୍ଷିକ ଉତ୍ସବ ନିକଟରେ ଶେଷ ହୋଇଯାଇଛି। ଏ ସମ୍ପର୍କରେ ଜୟଦୁର୍ଗା ଗ୍ରୁପ୍‌ର ଏମ୍‌ଡି ଇଂ. ବାବୁରାମ ସ୍ବାଇଁ କହିଛନ୍ତି, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରତିଷ୍ଠାନର…

ଖଣି ଅଞ୍ଚଳରେ ପାର୍ବଣ ଫିକା

କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଖଣିଖାଦାନ ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ମା’ ଦୁର୍ଗାଙ୍କ ପୂଜା, ପାର୍ବଣ ଅଞ୍ଚଳରେ ଅନ୍ୟତମ ପ୍ରମୁଖ ଉତ୍ସବ ଭାବରେ ପାଳିତ ହୋଇଥାଏ। କୋଭିଡ୍‌ ପରେ ଉତ୍ସବ ଚଳିତ ବର୍ଷ ଧୁମ୍‌ଧାମରେ ପାଳନ ହେବା ନେଇ ସମସ୍ତେ ଆଶା ରଖିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?