୩ ଯାଆଙ୍କ ମଧ୍ୟରେ ଲଢ଼େଇ
ଖଇରା,୧୩।୨(ଡି.ଏନ.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଗର୍ସଙ୍ଗ ୬ନଂ ଜିଲା ପରିଷଦ ଜୋନରେ ୩ ମହିଳା ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ବିଜେଡିରୁ ସୁଷମା ମହାପାତ୍ର, ଭାଜପାରୁ ମିନାକ୍ଷୀ ମହାପାତ୍ର ଓ କଂଗ୍ରେସରୁ ବୀଣାପାଣି ଶୁକ୍ଳ ମଇଦାନକୁ…
ଚନ୍ଦନ ଶ୍ରେଷ୍ଠ ଅଭିନେତା, ଦିବ୍ୟାଦିଶା ଶ୍ରେଷ୍ଠ ଅଭିନେତ୍ରୀ
ଭୁବନେଶ୍ୱର, ୧୩।୨ (ବ୍ୟୁରୋ): ମାସ୍ ଇଭେଣ୍ଟ୍ସ ପକ୍ଷରୁ ଓଡ଼ିଶା ମୋଶନ ପିକ୍ଚର୍ ଆୱାର୍ଡ ପ୍ରଦାନ ଉତ୍ସବ ଶନିବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବ୍ୟାଦିଶା ମହାନ୍ତି ପୁରସ୍କୃତ ହୋଇଛନ୍ତି।…
ଡିଜିଟାଲ ଅଧିକାର
ମାଗ୍ରେଥ ଭେଷ୍ଟାଗର୍ ବ୍ୟବସାୟ, ପଢ଼ା, କିଣାବିକା, ସମ୍ପର୍କ ରକ୍ଷା କରିବା, ସାଥୀ ପାଇବା କିମ୍ବା ପରିବାର ଓ ବନ୍ଧୁଙ୍କୁ ସାହାଯ୍ୟ ଯୋଗାଇବା କ୍ଷେତ୍ରରେ ଇଣ୍ଟର୍ନେଟର ଗୁରୁତ୍ୱ ଦର୍ଶାଇବାକୁ ମହାମାରୀର ଆବଶ୍ୟକତା ନ ଥିଲା। ମହାମାରୀ ପୂର୍ବରୁ ଇଣ୍ଟର୍ନେଟ ସହ ଆମେ ଅଭ୍ୟସ୍ତ…
ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ଦୁର୍ବ୍ୟବହାର
ଭୁବନେଶ୍ୱର,୯।୨(ବ୍ୟୁରୋ): କାର୍ଯ୍ୟ ସମ୍ପାଦନ କରୁଥିବା ଦୁଇ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ଶହୀଦନଗର ଥାନା ଅଧୀନ ଆଚାର୍ଯ୍ୟ ବିହାର ଅଞ୍ଚଳରେ ରହୁଥିବା…
ମାଟିତଳୁ ହାତୀର ଗଳିତ ମୃତଦେହ ଉଦ୍ଧାର
ଭୁବନେଶ୍ୱର, ୯।୨(ବ୍ୟୁରୋ)/ ନରସିଂହପୁର(ସ୍ବ.ପ୍ର.): ହାତୀ ମୃତ୍ୟୁକୁ ନେଇ ପୁଣି ଚର୍ଚ୍ଚାରେ ଆଠଗଡ଼ ବନଖଣ୍ଡ। ହାତୀ ମୃତ୍ୟୁ ପାଇଁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଆଠଗଡ଼ ରେଞ୍ଜ ଅଫିସର ନିଲମ୍ବିତ ହୋଇଥିବାବେଳେ ସେହି ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ୱେଷ୍ଟ ରେଞ୍ଜରୁ ପୁଣି ଏକ…
ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୪ ଯବାନ ଗୁରୁତର
ମାଲକାନଗିରି,୯ା୨(ଡି.ଏନ୍.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ବିଜାପୁର ଜିଲା ଅସୁର ଏବଂ ଭୋପାଲପଟଣମ୍ ଟି-ପଏଣ୍ଟଠାରୁ ମାତ୍ର ୧୦୦ ମିଟର ଦୂରରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ। ମଙ୍ଗଳବାର ସିଆର୍ପିଏଫ୍-୧୫୩ ବାଟାଲିୟନର ଯବାନମାନେ ଉକ୍ତ ରାସ୍ତାରେ କୋମ୍ବିଂ…
ଆଇଜି ହେଲେ ଗଜଭିୟେ
ଭୁବନେଶ୍ୱର, ୯ା୨(ବ୍ୟୁରୋ):ବରିଷ୍ଠ ଆଇପିଏସ୍ ଅଫିସର ଗଜଭିୟେ ସତୀଶ୍ କୁମାର ଈଶ୍ୱରଦାସ ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ୍ (ଆଇଜିପି) ର଼୍ୟାଙ୍କ୍କୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ୨୦୨୦ ଜାନୁୟାରୀ ପହିଲାଠାରୁ ପିଛିଲା ଭାବେ ଲାଗୁ ହେବ। ତେବେ ସେ କେଉଁ ସ୍ଥାନରେ ନିଯୁକ୍ତି…
ଶରୀର ପାଇଁ ବହୁତ ଉପକାରୀ ଲବଙ୍ଗ, ଜାଣନ୍ତୁ ଉପକାରିତା…
ର ଉପକାରିତା ଲବଙ୍ଗର ବ୍ୟବହାର ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। କାରଣ ଏଥିରେ ରହିଥାଏ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ସ, ଫାଇବର୍, ପୋଟାସିୟମ୍, ବେଟା କାରୋଟିନ୍ ଭଳି ବହୁ ଗୁଣକାରୀ ଉପାଦାନ। ତା’ଛଡ଼ା ଏଥିରେ ଥିବା ଆଣ୍ଟିସେପ୍ଟିକ୍ ଗୁଣ ପାଇଁ ଆମକୁ…
ଦେଶରେ ଗୋଟିଏ ଧର୍ମ ସହ ଆଉ ଏକ ଧର୍ମକୁ ଲଢେଇ କରାଯାଉଛି: ରାହୁଲ
ରାୟପୁର,୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଛତିଶଗଡ଼ର ରାୟପୁର ଗସ୍ତ କରିଛନ୍ତି । ସେଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ପରୋକ୍ଷ ଭାବେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି…
ଟ୍ୟାପ୍ରୁ ପାଣି ପିଇବାକୁ ଚେଷ୍ଟା କରୁଥିଲା ବିଲେଇ, ଆଉ ତା’ପରେ…ଭିଡିଓ ଦେଖିଲେ କରିବେ ବାଃ ବାଃ
କୁହାଯାଏ ମାନବିକତା ହେଉଛି ମଣିଷର ସବୁଠାରୁ ବଡ ଧର୍ମ। ମଣିଷ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍। ଯଦିଓ ଆଜିକାଲି ଏହିପରି ଲୋକ କ୍ୱଚିତ୍ ଦେଖାଯାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ମଣିଷ ହେଉ କିମ୍ବା ପଶୁ, ଅସୁବିଧାରେ ସମସ୍ତଙ୍କୁ ସାହାଯ୍ୟ…
ଶାନ୍ତି ଓ ଆଧ୍ୟାତ୍ମିକ ଗୁରୁ
ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଇରାକୀ ସୁଫି ସନ୍ଥ ରାବ୍ୟାଙ୍କ ସମ୍ପର୍କରେ ଶୁଣିଥିବା ଏକ ସୁନ୍ଦର କାହାଣୀରୁ ଆରମ୍ଭ କରିବା। ଥରେ ରାବ୍ୟା ଏକାମ୍ର ଚିତ୍ତରେ ଗୋଟେ ପଡ଼ିଆରେ କିଛି ଖୋଜୁଥିବାର ଦେଖି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଲୋକମାନେ କ’ଣ…
ବୁଡ଼ି ଯାଉଥିଲେ; ସମୁଦ୍ରରୁ ବକ୍ସିଂ କୋଚ୍, ଖେଳାଳିଙ୍କୁ ଉଦ୍ଧାର କଲେ ଓଡ଼ିଆ ଯୁବକ
ନୟାଗଡ଼ ଅଫିସ/ରଣପୁର,୧୩।୧(ସ୍ବ.ପ୍ର.): ପୁଡ଼ୁଚେରୀ ନିକଟ ସମୁଦ୍ରରେ ୩ଜଣ ବୁଡ଼ି ଯାଉଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ କେବଳ ଚିତ୍କାର କରୁଥିଲେ। ହେଲେ କେହି ସମୁଦ୍ର ଭିତରକୁ ଯାଇ ସେମାନଙ୍କୁ ରକ୍ଷା କରିବାକୁ ସାହସ କରି…

