Posted inUncategorized

ଢାବାରେ ଛେପ ପକାଇ କରୁଥିଲେ ରୁଟି; ଭିଡିଓ ଭାଇରାଲ ହେବା ପରେ…

ହେୟାର ଷ୍ଟାଇଲିଷ୍ଟ ଜାଭେଦ ହବିବଙ୍କ ‘ଛେପ ପକାବା’ ଘଟଣା ଏଯାଏ ଶାନ୍ତ ପଡ଼ି ନ ଥିବା ବେଳେ ଏବେ ଖାଦ୍ୟରେ ଛେପ ପକାଇବାର ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ ହେଉଛି। ମାମଲାଟି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର। ଏଠାକାର କାକୋରୀର ରାସ୍ତାକଡ଼ରେ ଥିବା ଏକ ଢାବାରେ ରୁଟି ତିଆରି କରାଯାଉୟଥିବା ବେଳେ ରୋଷେୟା ଛେପ ପକାଉଥିବା ଦେଖାଯାଇଥିଲା। ଏହାକୁ ଦୂରରୁ କେହି ଫୋନ୍‌ରେ ରେକର୍ଡ କରି ନେଇଥିଲେ। ଏବେ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ବରୂପ ମାଲିକ, ରୋଷେୟା ଏବଂ ତାଙ୍କର ପାଞ୍ଚଜଣ ସହଯୋଗୀଙ୍କୁ ଗିରଫ କରିଛି।

ଦେଖନ୍ତୁ ଭିଡିଓ:

୨୨ସେକେଣ୍ଡର ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକମାନେ ଭିଡିଓ ଦେଖିବା ପରେ ବହୁତ ରାଗିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଶେଷରେ ତାହା ହିଁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସିଲେ, କିଛି ମାନିଲେନି

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ,୨୫।୫: କରୋନା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏଭଳି ସଙ୍କଟଜନକ ସ୍ଥିତିରେ ଓଡ଼ିଶାକୁ ବାତ୍ୟା ବିପଦ ମାଡ଼ି ଆସୁଛି।...

ପୁରୀ ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ପୁରୀ ଅଫିସ, ୮।୧: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ପାଇଁ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଜଣେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସା ବାବଦକୁ...

ସୋନୁ ସୁଦ ସାହାଯ୍ୟ ନୁହେଁ, କରୁଛନ୍ତି ଘୋଟାଲା!

ବଲିଉଡ୍‌ ଅଭିନେତା ସୋନୁ ସୁଦ କରୋନା ସମୟରେ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ସାହାଯ୍ୟ କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏଥିପାଇଁ କିଛି ଲୋକ...

ହାଇକୋର୍ଟ ଯିବ ଶ୍ରୀମନ୍ଦିର ପ୍ରଶାସନ

ଖୋର୍ଦ୍ଧା ଅଫିସ,୫।୨: ଖୋର୍ଦ୍ଧାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଖଣିଜ ସମ୍ପଦର ସୁରକ୍ଷାରେ ଅବହେଳା ନେଇ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି) ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି...

ଘରୋଇ ନର୍ସିଂ ହୋମ୍‌ ସିଲ୍‌

ଢେଙ୍କାନାଳ ଅଫିସ, ୫।୩: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) କାର୍ଡରେ କରାଯାଉଥିଲା ଅର୍ଥ ହଡ଼ପ। ଡାକ୍ତରଙ୍କ ନାମରେ ଜାଲ୍‌ ଦସ୍ତଖତ କରି ଲୁଟୁଥିଲେ ଟଙ୍କା।...

କୋଚିଂ ସେଣ୍ଟରରୁ ଛାତ୍ରୀଙ୍କୁ ଅପହରଣ

ବୁଗୁଡା,୨୨ା୪: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ପୋଲିସ ଗୁରୁବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଏଏଚ୍‌ଏଲ୍‌ର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬।୫: ଦେଶର ପ୍ରମୁଖ ଅର୍ଥ ଲଗାଣକାରୀ ଘରୋଇ ସଂସ୍ଥା ଆବାନ୍ସ ହୋଲ୍‌ଡ୍ସିଂ ଲିମିଟେଡ୍‌(ଏଏଚ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୨-୨୩...

ଅର୍ଥନୀତିରେ ମିଥେନ

ଡ. ଚିତ୍ତରଂଜନ ମିଶ୍ର ମସ୍ତ ଜୀବିତ ପ୍ରାଣୀଙ୍କ ମଧ୍ୟରେ ଅଙ୍ଗାରକ ଓ ଉଦଜାନ ମୌଳିକ ଉପାଦାନ ରହିଛି । ସେମାନଙ୍କ ଶରୀର ମୃତ୍ୟୁ ପରେ ଅବକ୍ଷୟ...

Advertisement
Archives

Model This Week