Uncategorized

ଦୁର୍ନୀତି ମାମଲାରେ ପଞ୍ଜାବର ପୂର୍ବତନ ମନ୍ତ୍ରୀ ଗିରଫ

ଚଣ୍ଡିଗଡ଼,୨୨।୮:ଏକ ଦୁର୍ନୀତି ମାମଲାରେ ଭିଜିଲାନ୍ସ ବ୍ୟୁରୋ ପଞ୍ଜାବର ପୂର୍ବତନ ମନ୍ତ୍ରୀ ଭରତ ଭୂଷଣ ଆଶୁଙ୍କୁ ଗିରଫ କରିଛି। ଭରତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିବା ବେଳେ ଜାଲ୍‌ ରେଜିଷ୍ଟେଶନ ନମ୍ବର ଥିବା ଗାଡ଼ିଗୁଡ଼ିକୁ ଖାଦ୍ୟଶସ୍ୟ ପରିବହନ ଲାଗି ଟେଣ୍ଡରକୁ ମଞ୍ଜୁରୀ…

ଜାଏଣ୍ଟ୍ସକୁ ପରାଜୟ ଚଖାଇଲା ଜଗରନଟ୍ସ

ଭୁବନେଶ୍ୱର, ୨୨।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଓଡ଼ିଶା ଜଗରନଟ୍ସ ୩ (୫୦-୪୭) ପଏଣ୍ଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି। ତୀବ୍ର…

୮୩୧୨ କୋଟି ଟଙ୍କା ପୈଠକଲା ଏୟାରଟେଲ୍‌

ନୂଆଦିଲ୍ଲୀ,୧୮।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ୫ଜି ସ୍ପେକ୍ଟ୍ରମ ଦେୟ ବାବଦରେ ବୁଧବାର ଭାରତ ସରକାରଙ୍କ ଟେଲିକମ୍‌ ବିଭାଗକୁ ୮୩୧୨.୪ କୋଟି ଟଙ୍କା ପ୍ରଦାନ କରିଥିବା ସୂଚନା ମିଳିଛି। ନିକଟରେ ହୋଇଥିବା ୫ଜି ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ…

ଓଏମ୍‌ସି ପକ୍ଷରୁ ସ୍ବାଧୀନତା ଦିବସ

ଭୁବନେଶ୍ୱର,୧୮।୮: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପରିସରରେ ୭୬ ତମ ସ୍ବାଧୀନତା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଏମ୍‌ସିର ଅଧ୍ୟକ୍ଷ ଡି.କେ. ସିଂହ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ…

ଲାଲ କିଲ୍ଲାରେ ସୁରକ୍ଷା ଛାଉଣୀ…

ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍‌ କିଲ୍ଲା ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ଗୁଡ଼ି ଭଳି ଉଡ଼ନ୍ତା ବସ୍ତୁ ବ୍ୟବହାର କରି କିଛି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏଜେନ୍ସିମାନେ ପୋଲିସକୁ ସତର୍କ ସୂଚନା ଜାରି କରିଛନ୍ତି।…

ସ୍ୱାଧିନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୪ ।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ରବିବାର ଦେଶକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭାବେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏହା ତାଙ୍କର ପ୍ରଥମ ସମ୍ବୋଧନ ହେବ । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବୟାନରେ…

ରକ୍ଷକ ସାଜୁଛି ଭକ୍ଷକ

ହାତୀ ଏକ ଐତିହ୍ୟ ପ୍ରାଣୀ। ଏହାର ସୁରକ୍ଷା ଜରୁରୀ। ନଚେତ୍‌ ଯେଉଁଭଳି ଭାବେ ହାତୀ ଶିକାର ଏବଂ ମୃତ୍ୟୁ ବଢ଼ିଚାଲିଛି, ଆଗାମୀ ଦଶନ୍ଧିରେ ଏମାନଙ୍କୁ ଆଉ ଦେଖିବାକୁ ମିଳିବା କଷ୍ଟକର ହୋଇପଡ଼ିବ। ବିଶେଷକରି ରାଜ୍ୟରେ ବଢ଼ୁଥିବା ହାତୀ ଶିକାରକୁ ରୋକାଯିବା ସହ…

ଜୀବନ ଯୁଦ୍ଧରେ ହାରିଗଲେ ରଣଜିତ୍‌

ତାଙ୍କ ସଂଳାପ ଚଳଚ୍ଚିତ୍ର ଜଗତକୁ ଦେଉଥିଲା ଶକ୍ତି, ତାଙ୍କ ନିର୍ଦ୍ଦେଶନା ନାଟ୍ୟ ମଞ୍ଚରେ ଭରୁଥିଲା ରୋମାଞ୍ଚ, ତାଙ୍କ ଅଭିନୟ ଥିଲା ତା’ଠୁ ଜୀବନ୍ତ। ହେଲେ ଚଳଚ୍ଚିତ୍ର, ନାଟ୍ୟ ଜଗତର ଏହି ସଫଳ ବ୍ୟକ୍ତିତ୍ୱ ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ, ନାଟ୍ୟକାର, ଅଭିନେତା…

ଯା’ ମନ ଯେପରି

ଏ ସଚରାଚର ବିଶ୍ୱରେ ଯାହା କିଛି ଘଟୁଛି, ତା’ ପଛରେ ରହିଛି ବିଶ୍ୱନିୟନ୍ତାଙ୍କ ମହତ୍‌ ଉଦ୍ଦେଶ୍ୟ। ସେ ଉଦ୍ଦେଶ୍ୟ ଚରିତାର୍ଥ ପାଇଁ ଭଗବାନ ବେଳେ ବେଳେ ଲୋଡ଼ନ୍ତି ଜଣେ ଜଣେ ମହାନ୍‌ ଭକ୍ତଙ୍କ ସହଯୋଗ। ଭଗବାନଙ୍କ ଦୃଷ୍ଟିରେ ସେଭଳି ଜଣେ ଭକ୍ତ…

ସଭାପତି ବଦଳିବା ନିଶ୍ଚିତ, ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର,୧୦ା୫(ବ୍ୟୁରୋ):ଓଡ଼ିଶା କଂଗ୍ରେସର ୧୮ ଜଣ ନେତାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ପୃଥକ୍‌ ପୃଥକ୍‌ ଭାବେ ଭେଟି ଆଲୋଚନା କରିଛନ୍ତି। ରାହୁଲ ଆଲୋଚନା ବେଳେ ଭିନ୍ନ ଭିନ୍ନ ଭାବେ ଆଲୋଚନା କରିବେ ନା ସମସ୍ତେ ଏକାଠି ବସିବେ ବୋଲି…

ଏମାନେ ଅଛନ୍ତି ବୋଲି

ମଣିଷ ଜୀବନ ସୁଖଦୁଃଖ, ଭଲମନ୍ଦ ଓ ହସକାନ୍ଦର ଅସରନ୍ତି କଥାଟିଏ। ସେମିତି ପୁଣି ଆମ ସମାଜ। ସତ୍ୟ ଅସତ୍ୟ, ନୀତି ଅନୀତି ବା ଆଚାର ଅନାଚାରର ଦ୍ୱିବିଧତା ମଧ୍ୟରେ ଏହା ସତେ ପରିପୁଷ୍ଟ। ତେବେ ଜୀବନ ହେଉ କି ସମାଜ, ଏ…

ବଦଳିବ ପୁରୁଣା ଗାଡ଼ିର ନମ୍ବର ପ୍ଲେଟ୍‌

ଭୁବନେଶ୍ୱର,୧।୫(ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଓଡ଼ିଶାରେ ୨୦୧୯ ମେ’…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri