Posted inUncategorized

ଦୁର୍ନୀତି ମାମଲାରେ ପଞ୍ଜାବର ପୂର୍ବତନ ମନ୍ତ୍ରୀ ଗିରଫ

ଚଣ୍ଡିଗଡ଼,୨୨।୮:ଏକ ଦୁର୍ନୀତି ମାମଲାରେ ଭିଜିଲାନ୍ସ ବ୍ୟୁରୋ ପଞ୍ଜାବର ପୂର୍ବତନ ମନ୍ତ୍ରୀ ଭରତ ଭୂଷଣ ଆଶୁଙ୍କୁ ଗିରଫ କରିଛି। ଭରତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିବା ବେଳେ ଜାଲ୍‌ ରେଜିଷ୍ଟେଶନ ନମ୍ବର ଥିବା ଗାଡ଼ିଗୁଡ଼ିକୁ ଖାଦ୍ୟଶସ୍ୟ ପରିବହନ ଲାଗି ଟେଣ୍ଡରକୁ ମଞ୍ଜୁରୀ ଦେଇଥିଲେ। ଅନ୍ୟପକ୍ଷରେ ପଞ୍ଜାବର ଏଏପି ସରକାର ରାଜନୈତିକ ଷଡ଼ଯନ୍ତ୍ର ପାଇଁ ଭିଜିଲାନ୍ସ ବ୍ୟୁରୋର ଅପବ୍ୟବହାର କରୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡି. ବିଶ୍ୱନାଥ ଅତାବିରା, ବରଗଡ ବିଜେଡି ପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୨୬ା୨(ଅନିଲଦାସ)-ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ବରିଷ୍ଠ ନେତା ଡି. ବିଶ୍ୱନାଥଙ୍କୁ ଅତାବିରା ଏବଂ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ...

ଡିଜେର ତାଳେ ତାଳେ ଏମିତି ମଜିଗଲେ ଗାଁର ଯୁବକ, ମା’ଙ୍କୁ ବିସର୍ଜନ କରିବାକୁ ଭୁଲିଗଲେ

ଭଦ୍ରକ,୨୩।୨: ବର୍ତ୍ତମାନ ଯେ କୌଣସି ପୂଜା ହେଉ, ଭସାଣୀ ଗୁରୁତ୍ୱପୂର୍ଣ୍ଣ। ମା’ ସରସ୍ବତୀଙ୍କ   ଭସାଣୀରେ ନାଚ ଗୀତରେ ଝୁମିଲେ ଗାଁର ଯୁବକ। ଶେଷରେ  ଭୋଜି  ଭାତରେ...

୨୭ରେ ଚାଷୀ ସମାବେଶ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରାୟ ୭୦ ପ୍ରତିଶତ କୃଷି ଉପରେ ନର୍ଭର କରିଥାନ୍ତି। ଏଠାରେ ଅଧିକ ଧାନ ଉତ୍ପାଦନ ହୋଇଥାଏ ବୋଲି ଜିଲାକୁ ରାଜ୍ୟର...

ମୁଁ ବି ବହୁତ ନିରାଶ ଥିଲି…କାହିଁକି ଏମିତି କହିଲେ ଶୁବମନ ଗିଲ୍‌

ରାଞ୍ଚି,୨୨।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ସିରିଜରେ ତିନୋଟି ମ୍ୟାଚ ଖେଳାଯାଇଛି। ଏଥିରେ ଭାରତ ୨ଟି...

ଏଣିକି ୧୫ ମିନିଟ୍‌ରେ ଅଭିଯୋଗ ଶୁଣିବ ପୋଲିସ

କଟକ,୧୯।୨: କଟକ କମିସନରେଟ୍‌ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ନମ୍ବର ଜାରି କରାଯାଇଛି। କୌଣସି ଅଭିଯୋଗ ନେଇ ପୁଲିସକୁ ଫୋନ କି ହ୍ବାଟ୍ସଆପ୍‌ ମେସେଜ କଲେ...

ଏସ୍‌ଏନ୍‌ସିୟୁରୁ ନବଜାତ ଶିଶୁ ଚୋରି: ୧୨ ଘଣ୍ଟା ପରେ ବୌଦ୍ଧରୁ ଉଦ୍ଧାର

ବଲାଙ୍ଗୀର, ୧୭ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପରିସରସ୍ଥ ମାତୃ ଓ ଶିଶୁ ହସ୍ପିଟାଲର ନବଜାତ ଶିଶୁ ସ୍ବତନ୍ତ୍ର ନବଜାତ...

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସିଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୨: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସି। ଶୁକ୍ରବାର ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଆଇଟିସି ହୋଟେଲର ଖ୍ୟାତନାମା...

ଟିମ୍‌ ବସ୍‌ରେ ମଦ ପିଉଥିଲେ କୋଚ୍‌, ଭିଡିଓ ସାମ୍ନାକୁ ଆସିବା ପରେ ହେଲେ ନିଲମ୍ବିତ

ହାଇଦ୍ରାବାଦ,୧୬।୨: ଯଦି ଖେଳାଳୀଙ୍କୁ ଖେଳ ସହିତ ଅନୁଶାସନ ଶିକ୍ଷା ଦେଉଥିବା ପ୍ରଶିକ୍ଷକ ନିୟମ ଏବଂ ସୀମା ଅତିକ୍ରମ କରନ୍ତି, ତେବେ ଏହା କୌଣସି ଖେଳ, ଖେଳାଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri