Uncategorized

୨ଜି ଜୈବ ଇଥାନଲ ବିଶୋଧନାଗାର କାମର ଫଟୋ ପୋଷ୍ଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର,୩ା୨(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ଠାରେ ବିପିସିଏଲ୍‌ ଦ୍ୱାରା ପ୍ରତିଷ୍ଠା ହେଉଥିବା ୨ଜି ଜୈବ ଇଥାନଲ ବିଶୋଧନାଗାରର ଅଗ୍ରଗତି କାର୍ଯ୍ୟର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ରେ ଉଲ୍ଲେଖକରି କହିଛନ୍ତି, ଜୈବ ବିଶୋଧନାଗାରର ନିର୍ମାଣ କାମ ଅଗ୍ରଗତି ହେଉଛି। ଏହି…

ଟୁଇଟରରେ କଙ୍ଗନା-ଉର୍ଫି ମୁହାଁମୁହିଁ

ମୁମ୍ବାଇ: କଙ୍ଗନା ରାଣାଓ୍ବତ ଇତିମଧ୍ୟରେ ଟୁଇଟରକୁ ଫେରିଛନ୍ତି। ସେ ପ୍ରତିଦିନ କିଛି ନା କିଛି ଫଟୋ ପୋଷ୍ଟ କରୁଛନ୍ତି। ଏବେ ତାଙ୍କର ଏକ ଟୁଇଟ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଟୁଇଟରରେ ସେ ପଠାନ ଫିଲ୍ମର ସଫଳତା ବିଷୟରେ…

ମଣ୍ଡପରେ କନ୍ୟାଙ୍କ ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର, ଭିଡିଓ ଦେଖିଲେ…

ଆମ ଦେଶରେ ବିବାହ, ଭୋଜି ଏବଂ ବ୍ୟାଣ୍ଡ ବାଜା ପରେ ବି ବିବାହ ଜମେ ନାହିଁ ଯେପର୍ଯ୍ୟନ୍ତ ବର ଆଉ ବରଯାତ୍ରୀ ଡ୍ୟାନ୍ସ କରି ନ ଥାନ୍ତି। ବରଯାତ୍ରୀ ଡ୍ୟାନ୍ସ ନ ଥିଲେ ବିବାହ ଯେମିତି ଅସମ୍ପୂର୍ଣ୍ଣ ଲାଗେ। ବର୍ତ୍ତମାନ ଏମିତି…

ସିଟି ଅଫ୍‌ ହିଲ୍ସ

ଗୁଜରାଟ ଏହାର ଐତିହ୍ୟ ସହର ପାଇଁ ସୁପରିଚିତ। ଏହାର କଳା ଓ ଭାସ୍କର୍ଯ୍ୟର ନିଦର୍ଶନ ପ୍ରତିଟି ମନ୍ଦିର କାରୁକାର୍ଯ୍ୟରେ ଝଲସି ଉଠେ। ତେବେ ଏହାର ଏକ ଜିଲା ଜୁନାଗଡ଼, ସିଟି ଅଫ୍‌ ହିଲ୍ସ ନାମରେ ପରିଚିତ। ଏହାର ପର୍ବତମାଳାରେ ଖୋଦେଇ ହୋଇଛି…

ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୨୯।୧: ହକି ବିଶ୍ୱକପର ବ୍ରୋଞ୍ଜ ପଦକ ପାଇଁ ରବିବାର ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଲଢ଼େଇ ହେବ। କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ୩-୪ ଗୋଲରେ ଜର୍ମାନୀ ନିକଟରୁ…

ପୁରୁଣା କନ୍‌ଭେୟର ବେଲ୍ଟଲାଇନ ଆବଦ୍ଧରୁ ପ୍ଲାଷ୍ଟର ଖସୁଛି

ପାରାଦୀପ,୨୯।୧(ସ୍ବ.ପ୍ର.): ପାରାଦୀପର ସବୁଠାରୁ ପୁରୁଣା, ଶକ୍ତ କନ୍‌ଭେୟର ବେଲ୍ଟଲାଇନକୁ ଆବଦ୍ଧ କରିଥିବା କଂକ୍ରିଟ୍‌ରୁ ସିମେଣ୍ଟ ପ୍ଲାଷ୍ଟର କିଛିଦିନ ହେଲା ଖସିବାରେ ଲାଗିଛି, ଯାହାକୁ ନେଇ ଉକ୍ତ ବେଲ୍ଟଲାଇନ ତଳେ ଥିବା ବସ୍ତିର ଲୋକମାନେ ଅଭିଯୋଗ କରିଥିଲେ। ଏପରି ଅଭିଯୋଗ ଉଠିବା ପରେ…

ସ୍କୁଲରେ ଚାଲିଥିଲା ଖେଳ: ହଠାତ୍‌ ଅଚେତ୍‌ ହେଲେ ୩୦ ଛାତ୍ରୀ

ବାଲେଶ୍ୱର ଅଫିସ,୨୮।୧: ବାଲେଶ୍ବର ଜିଲା ସୋର ମ୍ୟୁନିସିପାଲଟିର ଥିବା ବଡ଼ଖୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖେଳ ଚାଲିଥିବା ବେଳେ ପାଖାପାଖି ୩୦ ଛାତ୍ରୀ ହଠାତ୍‌ ଅଚେତ ହୋଇ ପଡ଼ିଥିଲେ । ସମସ୍ତକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ମଧ୍ୟରୁ…

ଆଇସିଆଇସିଆଇ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୩।୧: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର ନେଟ୍‌ ଲାଭ ୨୦୨୧-୨୨ ଆର୍ଥକ ବର୍ଷ ତୁଳନାରେ ୩୪% ବୃଦ୍ଧି ପାଇ…

ମହିଳା ସଶକ୍ତୀକରଣକୁ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୦।୧:ରାଜ୍ୟର ପ୍ରମୁଖ ବନ୍ଦର ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସ୍‌ପିପିଏଲ୍‌) ପକ୍ଷରୁ ନିକଟରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବାଲିଆପାଳଠାରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀରାମପୁର ସରପଞ୍ଚ ଦେବକୁମାର ଦେ ଏହାର ଉଦ୍‌ଘାଟନ…

ଶୀତଦିନେ ଏସବୁ ଖାଇଲେ ନିୟନ୍ତ୍ରଣ ହୁଏ ମଧୁମେହ

ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍‌ସୁଲିନ ନେବାକୁ ପଡ଼ିଥାଏ। ତେବେ ଶୀତଦିନେ ଏପରି କିଛି ଜିନିଷ ମିଳିଥାଏ…

ଟ୍ରେନ୍‌ ଶୌଚାଳୟରେ ପଡ଼ି ମହିଳା ଯାତ୍ରୀଙ୍କ ଚାଳିଗଲା ଜୀବନ

ବ୍ରହ୍ମପୁର ଅଫିସ,୧୬।୧: ରେଳପଥ ପୋଲିସ ରବିବାର ରାତିରେ ଜଣେ ମହିଳା ଯାତ୍ରୀଙ୍କ ମୃତଦେହ କୋଣାର୍କ ଏକ୍ସପ୍ରେସ୍‌ର ଶୌଚାଳୟରୁ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ଗଣ୍ଡାପଲି ଗ୍ରାମର ଗନ୍ତେଇ ଦାସଙ୍କ ସ୍ତ୍ରୀ ସୁନ୍ଦରୀ ଦାସ(୩୬)।…

ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ସ୍କୋଡା

ନୂଆଦିଲ୍ଲୀ,୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଏପରିକି କମ୍ପାନୀ ତ୍ୱରାନ୍ବିତ ଅଭିବୃଦ୍ଧିର ଏକ ଏଜେଣ୍ଡା ସହ ୨୦୨୩ ପାଇଁ ତା’ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri