Posted inUncategorized

ଆଇସିଆଇସିଆଇ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୩।୧: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର ନେଟ୍‌ ଲାଭ ୨୦୨୧-୨୨ ଆର୍ଥକ ବର୍ଷ ତୁଳନାରେ ୩୪% ବୃଦ୍ଧି ପାଇ ୮,୩୧୨ କୋଟି ଟଙ୍କାରେ ପହଞ୍ଚଛି। ସେହିଭଳି ୨୦୨୧-୨୨ ଆର୍ଥକ ବର୍ଷର ସମାନ ଅବଧି ମଧ୍ୟରେ ବ୍ୟାଙ୍କର ନେଟ୍‌ ଲାଭ ୬,୧୯୪ କୋଟି ଟଙ୍କା ରହିଥିଲା ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର ମୋଟ ଆୟ ୩୩,୫୨୯ କୋଟି ଟଙ୍କାକୁ ବୃଦ୍ଧି ପାଇ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୨୭,୦୬୯ କୋଟି ଟଙ୍କା ହୋଇଛି।

ସେହିପରି ବ୍ୟାଙ୍କର ନେଟ୍‌ ସୁଧ ଆୟରେ ୩୪.୬% ବୃଦ୍ଧି ଘଟି ୧୬,୪୬୫ କୋଟି ଟଙ୍କାରେ ପହଞ୍ଚଛି। ଯାହାକି ବର୍ଷକ ପୂର୍ବେ ୩ୟ ତ୍ରେିମାସିକରେ ୧୨,୨୩୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେବେ ବ୍ୟାଙ୍କର ବର୍ଷକ ବର୍ଷ ପୂର୍ବେ ସମାନ ଅବଧିରେ ୩.୯୬% ତୁଳନାରେ ନେଟ୍‌ ସୁଧ ହାରରେ ୪.୬୫% ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୟଙ୍କୁ ମିଳିଲା ଛୁଟି

ସଞ୍ଜୟଙ୍କୁ ମିଳିଲା ଛୁଟି ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୮ରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ...

କ୍ଲିକ୍‌ କେମେଷ୍ଟ୍ରି

ବେର୍‌ଟୋଜି : ବେର୍‌ଟୋଜି ଅକ୍ଟୋବର ୧୦, ୧୯୬୬ରେ ଆମେରିକାର ବୋଷ୍ଟନ୍‌ଠାରେ ଜନ୍ମଲାଭ କରିଥିଲେ ଏବଂ ୧୯୯୩ରେ ବରକେଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ପିଏଚ.ଡି ଲାଭ କରିଥିଲେ। ତାଙ୍କର...

ପର୍ଯ୍ୟଟନକୁ ଅବହେଳା

ନାରାୟଣ ଚନ୍ଦ୍ର ବିଶ୍ୱାଳ ବୁଦ୍ଧିଷ୍ଟ ସର୍କିଟରୁ ଆରମ୍ଭ କରି ଟେମ୍ପୁଲ ସର୍କିଟ, ଇକୋ ଟୁରିଜମ୍‌, ଟ୍ରାଇବାଲ ଟୁରିଜମ୍‌, ୱାଇଲ୍ଡଲାଇଫ ଟୁରିଜମ୍‌, କୋଷ୍ଟାଲ ଟୁରିଜମ୍‌ ଭଳି କ୍ଷେତ୍ରରେ...

ଗୋଲକଧନ୍ଦାରେ ଭାଗଚାଷୀର ଭାଗ୍ୟ

ସବ୍ୟସାଚୀ ଅମିତାଭ ଡ଼ିଶାରେ ଭାଗଚାଷୀଙ୍କ ପ୍ରକୃତ ସଂଖ୍ୟା କେତେ? ଏହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ଏ ପରିସ୍ଥିତିରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା,...

ପ୍ରତିଷ୍ଠା ହେବ କୋଭିଡ୍‌ ଯୋଦ୍ଧା ସ୍ମୃତିସ୍ତମ୍ଭ

ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ କୋଭିଡ୍‌ ଯୋଦ୍ଧା ସ୍ମୃତିସ୍ତମ୍ଭ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍‌-୧୯ ଲଢ଼େଇରେ ବହୁ ଯୋଦ୍ଧା ସାମିଲ୍‌ ହେବା ସହ...

ଏମାନେ ଅଛନ୍ତି ବୋଲି

ମଣିଷ ଜୀବନ ସୁଖଦୁଃଖ, ଭଲମନ୍ଦ ଓ ହସକାନ୍ଦର ଅସରନ୍ତି କଥାଟିଏ। ସେମିତି ପୁଣି ଆମ ସମାଜ। ସତ୍ୟ ଅସତ୍ୟ, ନୀତି ଅନୀତି ବା ଆଚାର ଅନାଚାରର...

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୮।୩: ନିକଟରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତିରଥ ସିଂ ରାୱତ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ମନ୍ତବ୍ୟ...

ଶାନ୍ତି ଓ ଆଧ୍ୟାତ୍ମିକ ଗୁରୁ

ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଇରାକୀ ସୁଫି ସନ୍ଥ ରାବ୍ୟାଙ୍କ ସମ୍ପର୍କରେ ଶୁଣିଥିବା ଏକ ସୁନ୍ଦର କାହାଣୀରୁ ଆରମ୍ଭ କରିବା। ଥରେ ରାବ୍ୟା ଏକାମ୍ର ଚିତ୍ତରେ ଗୋଟେ...

Advertisement
Archives

Model This Week