କଟକଣା ପାଇଁ ରାମନବମୀ ପୂଜା ଫିକା: ୭ ଦିନ ପରିବର୍ତ୍ତେ ୨ ଘଣ୍ଟାରେ ପୂଜା ଶେଷ
ବନ୍ତ,୨ା୪(ଡି.ଏନ୍.ଏ.)-ଚଳିତ ବର୍ଷ କରୋନା କଟକଣା ପାଇଁ ବନ୍ତ ବ୍ଳକ ଟିଲୋ ମାଳିସାହି ଛକ ଠାରେ ନିରାଡମ୍ବର ସହକାରେ ରାମନବମୀ ପୂଜା ପାଳିତ ହୋଇଛି । ଦୀର୍ଘ ୪୩ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୭ ଦିନ…
ବଢ଼ିଲା ପାରଦ: ୩ ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ, ବର୍ଷାପବନକୁ ନେଇ ୮ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ଗୁରୁବାର ରାଜ୍ୟର ୩ଟି ଜିଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟଲାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ, ମାଲକାନଗିରି ୪୦.୨ ଡିଗ୍ରୀ, ବଲାଙ୍ଗୀର ୪୦ ଡିଗ୍ରୀ ରହିଥିଲା। ସେହିଭଳି କଟକ ଏବଂ ବୌଦ୍ଧରେ ୩୯.୫ଂ,…
ନିଜାମୁଦ୍ଦିନ ଯାଇଥିବା ଲୋକେ ନିଜ ଆଡ଼ୁ ଆସି ସରକାରଙ୍କୁ ସହଯୋଗ କରନ୍ତୁ: ଡିଏମ୍ଇଟି
ଭୁବନେଶ୍ୱର,୨।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନରେ ଅନୁଷ୍ଠିତ ଧର୍ମସଭାରୁ ଓଡ଼ିଶାରୁ ଫେରିଥିବା ଲୋକଙ୍କୁ ଅନୁଧ୍ୟାନ କରାଯାଉଛି। ତେବେ ଏହା ଅନ୍ୟମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଛି। ଏଣୁ ନିଜର ପରୀକ୍ଷା କରାଇ ନିଅନ୍ତୁ। ଏପରିକି ଲୋକମାନେ ନିଜ ଆଡ଼ୁ ଆସି ସରକାରଙ୍କୁ ସହଯୋଗ କରନ୍ତୁ ବୋଲି…
୬୨୫ ଶଯ୍ୟା ସହ ଦୁଇ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ
ଭୁବନେଶ୍ୱର,୨।୪(ବ୍ୟୁରୋ): ଭୁବନେଶ୍ୱର ଓ କଟକରେ ଦୁଇଟି କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି। ଭୁବନେଶ୍ୱରରେ କିମ୍ସ ଏବଂ କଟକରେ ଅଶ୍ୱିନୀ ହସ୍ପିଟାଲ ପ୍ରସ୍ତୁତ ହୋଇଛି। କିମ୍ସରେ ୫୦୦ ଓ ଅଶ୍ୱିନୀରେ ୧୨୫ ଶଯ୍ୟା ପ୍ରସ୍ତୁତ ହୋଇଛି। ଆଗାମୀ ୩ ଦିନରେ ୫ ଶହ…
ଘର ପାଖରେ ପହଞ୍ଚିବ ପନିପରିବା: କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ପରିବା ଦୋକାନର ଶୁଭାରମ୍ଭ
କେନ୍ଦୁଝର,୨।୪(ସ୍ବ.ପ୍ର.): କରୋନା ମୁକାବିଲାକୁ ନେଇ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି। ଏହି ସମୟରେ ଖାଉଟି ସାମଗ୍ରୀ, ପନିପରିବା, ମାଛମାଂସ, ଔଷଧ ଆଦି ଦୋକାନ ଖୋଲା ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ସମୟରେ ଲୋକମାନଙ୍କ ଗହଳି…
ରଥକାଠ ଚିରଟ ଅନୁକୂଳ ଲାଗି ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧିଙ୍କ କଟକ ଗସ୍ତ
ପୁରୀ ଅଫିସ,୨ା୪ : ଆସନ୍ତା ଜୁନ୍ ୨୩ରେ ମହାପ୍ରଭୁଙ୍କ ରଥଯାତ୍ର୍ରା ଅନୁଷ୍ଠିତ ହେବ। ଅକ୍ଷୟ ତୃତୀୟାରୁ ତିନିରଥ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ରଥକାଠ ଚିରଟ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି କଟକ ଗସ୍ତ କରିଛନ୍ତି।…
ସାନିଟାଇଜ୍ ହେଲା ସଂକ୍ରାମକ ରୋଗ ଚିକିତ୍ସାଳୟ
ପୁରୀ ଅଫିସ,୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବୁଧବାର ସଂକ୍ରାମକ ରୋଗ ଚିକିତ୍ସାଳୟ (ଆଇଡିଏଚ୍)କୁ ସାନିଟାଇଜ୍ କରାଯାଇଛି। ଏହା ପରିସରରେ ଥିବା କରୋନା ୱାର୍ଡ, ଓପିଡି ଆଦି ବିଭିନ୍ନ ସ୍ଥାନ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗର ୨ଟି…
ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି: ମହାପ୍ରଭୁଙ୍କୁ ଲାଗି ହେଲା ଜେଉଡ଼ ଭୋଗ
ପୁରୀ ଅଫିସ,୨।୪: ଗୁରୁବାର ପବିତ୍ର ଶ୍ରୀରାମ ନବମୀ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥପାଇଁଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବୁଧବାର ସନ୍ଧ୍ୟା ଆଳତି ବେଶରେ ଠାକୁରଙ୍କୁ ୬ମୂର୍ତ୍ତି ଅଳଙ୍କାର ଲାଗି କରାଯାଇଥିଲା। ସନ୍ଧ୍ୟା ଆଳତି ପରେ ଭିତରେ ପାଣିପଡ଼ି ଟେରା…
ଶ୍ରୀମନ୍ଦିରରେ ଲୋକନାଥଙ୍କ ଅଶୋକାଷ୍ଟମୀ ନୀତି
ପୁରୀ ଅଫିସ,୨।୪: ପବିତ୍ର ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀକୁ ଅଶୋକାଷ୍ଟମୀ କୁହାଯାଏ। ବୁଧବାର ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଯାଇଛି। ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ। ମହାପ୍ରଭୁଙ୍କ ଭଣ୍ଡାର ଗୃହରେ ଲୋକନାଥଙ୍କ ଚଳନ୍ତି ପ୍ରତିମା ପୂଜା ପାଇଥାନ୍ତି। ବୁଧବାର…
ଭାବବିହ୍ବଳ କଲା କୁନିଝିଅଙ୍କ ନିବେଦନ
ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଲାଗି କେନ୍ଦ୍ର ସରକାର ଘୋଷଣା କରିଥିବା ୨୧ ଦିନିଆ ଲକ୍ଡାଉନ୍କୁ ମାନି ନିଜ ନିଜ ଘରେ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି ଅରୁଣାଚଳ ପ୍ରଦେଶର ଜଣେ ୯ ବର୍ଷର ଝିଅ। ହେଲେ ତାଙ୍କ ନିବେଦନ…
ବ୍ରହ୍ମବରଦାରେ ଆଉ ଜଣେ ନିଜାମୁଦ୍ଦିନ ଫେରନ୍ତା ଠାବ
ରସୁଲପୁର,୨।୪(ଡି.ଏନ୍.ଏ.): ନିଜାମୁଦ୍ଦିନରେ ଆୟୋଜିତ ମୁସଲମାନଙ୍କ ଧର୍ମସଭାରେ ଯୋଗଦେଇ ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଉ ଜଣଙ୍କୁ ବୁଧବାର ଯାଜପୁର ଜିଲା ରସୁଲପୁର ବ୍ଲକର ବ୍ରହ୍ମବରଦା ଅଞ୍ଚଳରେ ଠାବ କରିଛି ପ୍ରଶାସନ। ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ବୁଧବାର ସନ୍ଧ୍ୟାରେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ…
ଯାଜପୁର ଜିଲାର ସୀମା ନାକାବନ୍ଦୀ
ଯାଜପୁର ଅଫିସ,୨।୪: ପଡୋଶୀ ଜିଲା ଭଦ୍ରକରେ ଓଡ଼ିଶାର ୪ର୍ଥ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହେବା ପରେ ଯାଜପୁର ଜିଲାର ସମସ୍ତ ସୀମାକୁ ନାକାବନ୍ଦୀ କରି ଦିଆଯାଇଛି। ଜିଲା ପୋଲିସ ସେଠାରେ ୨୪ ଘଣ୍ଟା ପହରା ଦେଉଛି। ଜିଲା ବାହାରୁ ଆସୁଥିବା…
Archives


