ନିଜାମୁଦ୍ଦିନ୍ରୁ ଓଡ଼ିଶାକୁ ଫେରିଥିବା ୬ବିଦେଶୀଙ୍କ ସମେତ ୨୦ ଚିହ୍ନଟ: ୧୫ଜଣଙ୍କ ରିପୋର୍ଟ ନେଗେଟିଭ୍
ଭୁବନେଶ୍ୱର,୨।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍ରେ ଅନୁଷ୍ଠିତ ଧର୍ମସଭାରୁ ଓଡ଼ିଶାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୬ଜଣ ବିଦେଶୀଙ୍କ ସମେତ ୨୦ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସମସ୍ତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୫ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବାବେଳେ ୫ଜଣଙ୍କ ରିପୋର୍ଟ ହସ୍ତଗତ…
ଛାତ୍ର ଓମ୍ପ୍ରକାଶଙ୍କ ବଦାନ୍ୟତା
ଜଟଣୀ,୨।୪(ଡି.ଏନ.ଏ): ବର୍ତ୍ତମାନ କରୋନା କଟକଣା ଯୋଗୁ ସମସ୍ତେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁଛନ୍ତି। ମାତ୍ର ଏହି ସମୟରେ ସମାଜସେବା ଲାଗି ସାଇକେଲ ଧରି ବାହାରିପଡୁଛନ୍ତି ବାଛରାପାଟଣା ଅଞ୍ଚଳର ୮ମ ଶ୍ରେଣୀ ଛାତ୍ର ଓମ୍ପ୍ରକାଶ ନାୟକ। ଘରଲୋକେ ମନାକଲେ ବି…
ସାନିଟାଇଜର ପ୍ରସ୍ତୁତ କଲେ ୩ ଅଧ୍ୟାପକ
କଟକ ଅଫିସ,୨।୪: ଲକ୍ଡାଉନ୍ ବଳବତ୍ତର ଥିବାରୁ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ବନ୍ଦ ରହିଛି। ତେବେ ୩ଜଣ ଅଧ୍ୟାପକ ଏହି ଫାଙ୍କା ସମୟର ସଦୁପଯୋଗ କରି ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। କିଛି ଦିନର ପରିଶ୍ରମ ଭିତରେ ସେମାନେ ଏବେ ସୁଦ୍ଧା ୧୫…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ
ଭୁବନେଶ୍ୱର, ୨।୪(ବ୍ୟୁରୋ): ଲକ୍ଡାଉନ୍ ପରେ ଦୁଗ୍ଧଚାଷୀମାନେ ମଧ୍ୟ ବ୍ୟାପକ କ୍ଷତି ସହିବାରେ ଲାଗିଛନ୍ତି। ସେମାନେ ଆଉ ପୂର୍ବଭଳି କୌଣସି ସଂସ୍ଥାକୁ କ୍ଷୀର ଯୋଗାଇପାରୁ ନ ଥିବାବେଳେ ଦୋକାନ, ବଜାର ବନ୍ଦ କାରଣରୁ ପ୍ରଚୁର ପରିମାଣର କ୍ଷତି ସହୁଛନ୍ତି। ସେହିପରି ଓମ୍ଫେଡ୍ ମଧ୍ୟ…
୩ଦିନରୁ ଭୋକିଲା ପେଟରେ ଶ୍ରମିକ
କେନ୍ଦୁଝର,୨।୪(ସ୍ବ.ପ୍ର.): ପଶ୍ଚିମବଙ୍ଗ ଓ ବିହାରରୁ ପାଖାପାଖି ୩୦ଜଣ ନିର୍ମାଣ ମିସ୍ତ୍ରୀ, ତୁଳା କାମ ଓ କାଠ କାମ ମିସ୍ତ୍ରୀ କାର୍ଯ୍ୟ ସକାଶେ କେନ୍ଦୁଝରକୁ ଆସିଥିଲେ। ଲକ୍ଡାଉନ୍ ଯୋଗୁ କେହି ନିଜ ରାଜ୍ୟକୁ ଫେରିପାରି ନ ଥିବା ବେଳେ ସମସ୍ତଙ୍କୁ ରନ୍ଧା ଖାଦ୍ୟ…
ଜମନକିରାକୁ ଚାଲି ଚାଲି ଯାଉଥିବା ଶ୍ରମିକ ଥଇଥାନ
କେନ୍ଦୁଝର,୨।୪(ସ୍ବ.ପ୍ର.): ମୟୁରଭଞ୍ଜ ଜିଲା କରଞ୍ଜିଆ ଗାଁରୁ ସମ୍ବଲପୁର ଜିଲା ଜମନକିରା ଗାଁକୁ ଚାଲି ଚାଲି ଯାଉଥିବା ୩୦ଜଣ ଶ୍ରମିକଙ୍କୁ ସଦର ବ୍ଲକ ନେଲୁଙ୍ଗ ଗାଁର ଗ୍ରାମବାସୀମାନେ ଆଶ୍ରୟ ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ ସେମାନଙ୍କ ରହିବା ବ୍ୟବସ୍ଥା କରାଯିବା…
କରୋନା ପାଇଁ ପ୍ରଶାସନର କଠୋର ପଦକ୍ଷେପ: ଗଞ୍ଜାମ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍
ଗଞ୍ଜାମ,୨।୪(ଡି.ଏନ୍.ଏ.): ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ବିଭିନ୍ନ ରାଜ୍ୟରେ ପୋଲିସ ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ତଥାପି ଲୋକେ ଏହାକୁ…
ଇସ୍ପାତ କ୍ଷେତ୍ରରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦କୋଟି
ଭୁବନେଶ୍ୱର, ୨।୪(ବ୍ୟୁରୋ): ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିଥିଲେ। ସେହିପରି ଇସ୍ପାତ କ୍ଷେତ୍ର ପିଏସ୍ୟୁ ଏବଂ ବେସରକାରୀ କ୍ଷେତ୍ର ମିଳିତଭାବେ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ…
ଘରେ ପାଳନ ହେଲା ଓଡ଼ିଶା ଦିବସ
ଭୁବନେଶ୍ୱର,୨।୪(ବ୍ୟୁରୋ): ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ୮୫ ବର୍ଷରେ ପଦାର୍ପଣ କରିଛି ଓଡ଼ିଶା। ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଏପ୍ରିଲ ୧ରେ ରାଜ୍ୟ ତଥା ବାହାରେ ମହାଆଡ଼ମ୍ବରରେ ପାଳନ ହେଉଥିବା ଉତ୍କଳ ଦିବସ (ଓଡ଼ିଶା ଦିବସ) ଏଥର କିନ୍ତୁ କରୋନା ଲକ୍ଡାଇନ୍ ପାଇଁ…
ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା
କଟକ ଅଫିସ୍,୨।୪: କରୋନା ଯୋଗୁ ସାରା ରାଜ୍ୟରେ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ବହୁ ଆଇନ୍ଜୀବୀ ସାମୟିକ ଭାବେ ଜୀବିକା ହରାଇଛନ୍ତି। ବିଶେଷକରି କନିଷ୍ଠ ଆଇନ୍ଜୀବୀମାନେ ପ୍ରଭାବିତ ହୋଇଛନ୍ତି। ଏଣୁ କ୍ଷତି ସହୁଥିବା ଆଇନ୍ଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି…
ଭେଣ୍ଡିଂ ଜୋନ୍ରେ ଜଳିଗଲା ୮ ଦୋକାନ
ଭୁବନେଶ୍ୱର,୨।୪ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟ ଭେଣ୍ଡିଂଜୋନ୍ରେ ବୁଧବାର ରାତି ପ୍ରାୟ ୯ଟାରେ ନିଆଁ ଲାଗି ୮ ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବାରୁ ସେଠାରେ ଥିବା ଅନ୍ୟ ୧୫ ଦୋକାନ ବର୍ତ୍ତି…
ନିରାଡ଼ମ୍ବରରେ ଜନ୍ମଦିନ ପାଳିବେ ପ୍ରଭୁ ଶ୍ରୀରାମ
ଭୁବନେଶ୍ୱର,୨।୪(ବ୍ୟୁରୋ): ଲକ୍ଡାଉନ୍ ଯୋଗୁ ବନ୍ଦ ରହିଛି ରାଜ୍ୟର ସମସ୍ତ ମଠ, ମନ୍ଦିର ଓ ମସ୍ଜିଦ। ଏଭଳିସ୍ଥଳେ ଗୁରୁବାର ହେଉଛି ପବିତ୍ର ରାମନବମୀ। ସର୍ବସାଧାରଣଙ୍କ ପାଇଁ ସମସ୍ତ ମନ୍ଦିର ଦ୍ୱାର ବନ୍ଦ ରହିଥିବାବେଳେ ଠାକୁରଙ୍କର କେବଳ ନୀତିକାନ୍ତି କରାଯାଉଛି। ତେଣୁ ପ୍ରତିବର୍ଷ ଧୂମ୍ଧାମ୍ରେ…
Archives


