ଦିବ୍ୟାଙ୍ଗ ଲକ୍ଷ୍ମୀଧର ବାଣ୍ଟୁଛନ୍ତି ଖାଦ୍ୟ
ନରାଜ,୧୯।୪ (ଡି.ଏନ.ଏ.): କରୋନା ମୁକାବିଲାରେ ସାମିଲ ହୋଇଛନ୍ତି କଟକ ଜିଲା ବାରଙ୍ଗ ବ୍ଲକ ଅଧୀନ ଦାଢ଼ାପାଟଣା ଗ୍ରାମର ଦିବ୍ୟାଙ୍ଗ ଲକ୍ଷ୍ମୀଧର ସାହୁ। ସେ ଉକ୍ତ ଅଞ୍ଚଳରେ ବୁଲି ଲୋକଙ୍କୁ କରୋନାର ଭୟାବହତା ସମ୍ପର୍କରେ ସେଚତନ କରାଉଛନ୍ତି। ଏଥିସହିତ ଦାଢାପାଟଣା ସାମଲ ସାହି…
ସରକାର ଆଇନଜୀବୀଙ୍କୁ ଦିଅନ୍ତୁ ଆର୍ଥିକ ସହାୟତା
ଭୁବନେଶ୍ୱର,୧୯।୪(ଡି.ଏନ.ଏ.): ରାଜ୍ୟରେ ବଳବତ୍ତର ଥିବା ଲକ୍ଡାଉନ୍ କଟକଣା ଯୋଗୁ ଦୀର୍ଘଦିନ ହେଲା କୋର୍ଟ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ୧୮୧ ଓକିଲ ସଂଘର ମୋଟ୍ ୫୩ ହଜାର ଆଇନଜୀବୀଙ୍କ ଆର୍ଥିକ ସ୍ଥିତି…
ମନେପଡ଼େ କଳାବେଠିଆଙ୍କ ସେବା
ପୁରୀ ଅଫିସ,୧୯।୪: ଶାସ୍ତ୍ରରେ ରହିଛି ରଥେ ତୁ ବାମନଂ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍ ରଥ ଉପରେ ମହାପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ କଲେ ପୁନଜନ୍ମ ହୋଇ ନ ଥାଏ। ଏହି ଆସ୍ଥା ଓ ବିଶ୍ୱାସରେ କ’ଣ ଏଥର ଘଟିବ…
ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିିନ ତିଆରି କଲେ ୪ ଅଧ୍ୟାପକ
କଟକ ଅଫିସ, ୧୯।୪: ମହାମାରୀ କରୋନା ଭୂତାଣୁ ପାଇଁ ସମସ୍ତେ ଚିନ୍ତିତ। ଦିନକୁ ଦିନ ଏହି ଭୂତାଣୁର ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ଏବେ ଲକଡାଉନ ସମୟରେ ଏକ ଅଭିନବ ପ୍ରୟାସ କରିଛନ୍ତି ଖପୁରିଆ ଆଇଟିଆଇର ୪ ଅଧ୍ୟାପକ। ରାଜ୍ୟର ପ୍ରତି…
କରୋନା କଟକଣା: ଫୁଲ ବ୍ୟବସାୟୀଙ୍କ ଦୁଃଖ ବଢ଼ିଲା
ଭୁବନେଶ୍ୱର, ୧୯।୪(ବ୍ୟୁରୋ): ଭୁବନେଶ୍ୱରରେ ପ୍ରତିଦିନ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଫୁଲ କାରବାର ହୋଇଥାଏ। ସହରରେ ପାଖାପାଖି ୫ଶହ ବ୍ୟବସାୟୀ ଫୁଲ ବେପାର କରି ପରିବାର ଚଳାନ୍ତି। ଏଥିସହ ଏମାନଙ୍କ ଉପରେ ଆହୁରି ବହୁ ପରିବାର ପରୋକ୍ଷରେ ନିର୍ଭର କରନ୍ତି। ଏବେ କରୋନା…
କୋଭିଡ୍ ହସ୍ପିଟାଲ ପାଇଁ ଆସିଲା ୩ ଭେଣ୍ଟିଲେଟର, ୪ ମେଡିକାଲ ଆମ୍ବୁଲାନ୍ସ
ଭୁବନେଶ୍ୱର,୧୯।୪(ବ୍ୟୁରୋ): କରୋନା ସଂକ୍ରମଣଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି। ଏହି ହସ୍ପିଟାଲଗୁଡିକରେ ଶୁକ୍ରବାର ମଧ୍ୟରାତ୍ର ସୁଦ୍ଧା ୧୪୪ଟି ଭେଣ୍ଟିଲେଟର ଏବଂ ୩୭ ମେଡିକାଲ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଦିନକ ମଧ୍ୟରେ ୩…
୨୦ରୁ ପୂର୍ତ୍ତ ବିଭାଗ ଆରମ୍ଭ କରିବ ନିର୍ମାଣ କାର୍ଯ୍ୟ
ଭୁବନେଶ୍ୱର,୧୯।୪(ବ୍ୟୁରୋ): ଲକ୍ଡାଉନ୍ ଯୋଗୁ ବନ୍ଦ ପଡ଼ିଥିବା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୨୦ରୁ ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଭାଗ ପକ୍ଷରୁ ଶନିବାର ସଂପୃକ୍ତ ଯନ୍ତ୍ରୀମାନଙ୍କୁ ଚିଠି ଲେଖାଯାଇଛି। ପୂର୍ତ୍ତ ବିଭାଗ…
ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା: ବାହାରିବନି ଶୋଭାଯାତ୍ରା, ଖର୍ଚ୍ଚକାଟ କରିଛି ମନ୍ଦିର ପ୍ରଶାସନ
ପୁରୀ ଅଫିସ,୧୯।୪: କରୋନା ପାଇଁ ଅଟକିବନି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା। କିନ୍ତୁ କଟକଣା ରହିବ। ଗହଳିକୁ ବାରଣ କରାଯିବ। କୌଣସି ଭକ୍ତ ଏଥିରେ ସାମିଲ ହେବେ ନାହିଁ। ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱରେ ପୋଲିସ ଜଗିବେ। ଚତୁଃପାର୍ଶ୍ୱ ରାସ୍ତାକୁ ବନ୍ଦ କରାଯିବ।…
‘ୱାନ୍ ୱାର୍ଲଡ୍: ଟୁଗେଦର୍ ଆଟ୍ ହୋମ୍’
ଭୁବନେଶ୍ୱର, ୧୯।୪(ବ୍ୟୁରୋ): କରୋନା ସଂକ୍ରମଣ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଏବଂ ବିଶ୍ୱବାସୀଙ୍କୁ ଘରେ ରହିବା ଲାଗି ସଚେତନ କରିବା ପାଇଁ ଆୟୋଜିତ ହୋଇଛି ବିଶ୍ୱର ସର୍ବବୃହତ୍ ଭର୍ଚୁଆଲ୍ କନ୍ସର୍ଟ ‘ୱାନ୍ ୱାର୍ଲଡ: ଟୁଗେଦର୍ ଆଟ୍…
୬୦ବର୍ଷ ବ୍ୟକ୍ତିଙ୍କୁ କାମ କରିବାକୁ ମନା: କାର୍ଯ୍ୟସ୍ଥଳରେ ଗୁଟଖା, ଛେପ ପକାଇବା ଉପରେ କଟକଣା
ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ସରକାରୀ ଓ ବେସରକାରୀ ନିର୍ମାଣ କ୍ଷେତ୍ରରେ କୋଭିଡ଼-୧୯ ସଂକ୍ରମଣକୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍ଓପି) ପ୍ରସ୍ତୁତ କରାଯାଇଛି। ଏହାକୁ ପାଳନ କରିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି) ପ୍ରଦୀପ କୁମାର ଜେନା ସମସ୍ତ ବିଭାଗ, ରାଜସ୍ବ କମିଶନର…
କରୋନା ଯୋଦ୍ଧାଙ୍କୁ ମିଳୁନି ଦରମା
ଅନୁଗୋଳ ଅଫିସ, ୧୯।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ୧୦୪ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ୩ ମାସ ହେଲା ଦରମା ମିଳିନାହିଁ। ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ କାରଣରୁ ଏହି କରୋନା ଯୋଦ୍ଧାମାନେ…
ସୁନ୍ଦରଗଡ଼ରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହସ୍ପିଟାଲ
ସୁୁନ୍ଦରଗଡ଼,୧୯ା୪(ଡି.ଏନ୍.ଏ.) ସୁନ୍ଦରଗଡ଼ରେ ନିର୍ମାଣାଧୀନ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ଓ୍ବାର୍ଡର କାମ ସରିଛି ା ଏହି ହସ୍ପିଟାଲକୁ ଜିଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । ଏଥିରେ ଥିବା ୧୪ଟି ଓ୍ବାର୍ଡରେ ୧୮ଟି କୋଠରି ରହିଛି।…
Archives


