ମଦ ଉପରେ ଲାଗିଲା ୫୦% ‘କୋଭିଡ ଫି’: ୬ ଘଣ୍ଟାରେ ପାଇବେ ହୋମ୍ ଡେଲିଭରି
ଭୁବନେଶ୍ୱର,୨୩।୫(ବ୍ୟୁରୋ): ରବିବାରଠାରୁ ଅନ୍ଲାଇନ୍ରେ ମଦ ମିଳିବାନେଇ ରାଜ୍ୟ ସରକାର ଶନିବାର ଅନୁମତି ଦେଇଛନ୍ତି। ଅନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦ ହୋମ୍ ଡେଲିଭରି କରିପାରିବେ। କଣ୍ଟେନ୍ମେଣ୍ଟ ଜୋନ୍ ବ୍ୟତିତ ଅନ୍ୟ ସବୁଠାରେ ହୋମ୍ ଡେଲିଭରି କରାଯିବ। ହେଲେ ବିଦେଶୀ…
ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ହାଇକୋର୍ଟ
କଟକ ଅଫିସ,୨୩ା୫: ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହଁ ବୋଲି ଶନିବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋରାପୁଟ ଜିଲା ପଟାଙ୍ଗୀ ଥାନା ଅଞ୍ଚଳର ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି…
‘ଅମ୍ଫନ୍’ରେ ୧୦ ଜିଲା ପ୍ରଭାବିତ: ପ୍ରାଥମିକ ରିପୋର୍ଟରେ ଜୀବନହାନୀ ନେଇ ନାହିଁ ସୂଚନା
ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍’ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ବାତ୍ୟା ‘ଅମ୍ଫନ୍’ରେ ରାଜ୍ୟର ୧୦ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ୯୨ ବ୍ଲକର ୯୮୩୩ ଗାଁ, ୨୨ ପୌରାଞ୍ଚଳର ୨୭୨ ଓ୍ବାର୍ଡ ପ୍ରଭାବିତ ହୋଇଛି।…
ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪୯୭
ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଶନିବାର ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ୪୯୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମର ୪୧, ବାଲେଶ୍ୱରର…
୨୪ ଘଣ୍ଟା ନ ପୁରୁଣୁ ଓଡ଼ିଶାକୁ ମିଳିଲା ୫୦୦ କୋଟି
ଭୁବନେଶ୍ୱର,୨୩।୫(ବ୍ୟୁରୋ): ୨୪ ଘଣ୍ଟା ନ ପୁରୁଣୁ ରାଜ୍ୟକୁ ଅମ୍ଫନ ସହାୟତା ମିଳିଛି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୫୦୦ କୋଟି ଟଙ୍କା ଓଡ଼ିଶାକୁ ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ଏହି ଟଙ୍କା ମିଳିଛି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସି) ପ୍ରଦୀପ…
ରାଜ୍ୟ ସରକାର ଦେଲେ ଅନୁମତି: ରବିବାରଠାରୁ ଅନ୍ଲାଇନ୍ରେ ମିଳିବ ମଦ
ଭୁବନେଶ୍ୱର,୨୩।୫(ବ୍ୟୁରୋ): ରବିବାରଠାରୁ ଅନ୍ଲାଇନ୍ରେ ମିଳିବ ମଦ। ଏଥିନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅନ୍ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି କରିପାରିବେ। କଣ୍ଟେନ୍ମେଣ୍ଟ ଜୋନ୍ ବ୍ୟତିତ ଅନ୍ୟ ସବୁଠାରେ ହୋମ୍ ଡେଲିଭରି କରାଯିବ। ହେଲେ ବିଦେଶୀ ମଦ…
‘ଅମ୍ଫନ୍’ରେ ୧ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ
ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍’ କ୍ଷୟକ୍ଷତି ନେଇ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଦେଇଛନ୍ତି। ବାତ୍ୟାରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି କ୍ଷତି ହୋଇଥିବା ଆକଳନ କରାଯାଇଛି। ପ୍ରାଥମିକ ଆକଳନ ଅନୁସାରେ ୧ ଲକ୍ଷ ହେକ୍ଟର ଫସଲ କ୍ଷତି ହୋଇଛି।…
ଖୁଣ୍ଟସମଲାଇ ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ: ପ୍ରଶାସନ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇ ନ ଥିବାରୁ ଗ୍ରାମରେ ଉତ୍ତେଜନା
ପାଟଣାଗଡ଼,୨୩।୫ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ସଂଗୋରଧ କେନ୍ଦ୍ରରେ ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୁଣ୍ଟସମଲାଇ ଗ୍ରାମର ଟିକେମଣି ତଅଁଲା(୬୨)। ପ୍ରକାଶ ଯେ, ଟିକେମଣି ସ୍ତ୍ରୀଙ୍କ ସହ ଗତ ୧୭ ତାରିଖରେ ଗାଁକୁ ଫେରିଥିଲେ।…
‘ରେନ୍ ଦ କ୍ଲବ୍’ ବାର୍ରେ ଚଢ଼ାଉ: ବିପୁଳ ପରିମାଣର ମଦ ଜବତ; ଚାଲିଥିଲା ବେଆଇନ୍ ବିକ୍ରି
କଟକ ରୋଡ,୨୩।୫(ଡି.ଏନ୍.ଏ.): କୋଭିଡ-୧୯ ପାଇଁ ରାଜ୍ୟରେ ମଦ ବିକ୍ରି ବନ୍ଦ ରହିଛି। ଏଭଳି ସ୍ଥିତିରେ ଗତ ପ୍ରାୟ ଦୁଇମାସ ଧରି ମଦ ଦୋକାନ ଓ ବାର୍ରେ ମଦ ବିକ୍ରି ବନ୍ଦ ରହିଛି। ହେଲେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମଦ ବିକ୍ରି…
ବାପାଙ୍କ ଏଟିଏମ୍ କାର୍ଡ ଆଣିବାକୁ ଯାଇ ଫେରିଲେନି ୩ ଭାଇ: ସୁଡଙ୍ଗରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ
ଆର୍.ଉଦୟଗିରି,୨୩।୫: ଗଜପତି ଜିଲା ଅନ୍ତର୍ଗତ ଅଡବା ଥାନାର ବିରିକୋଟ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ସୁଡଙ୍ଗ ଭିତରକୁ ଯାଇ ୩ ଭାଇଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିକ୍ରୀ ମାଝୀ, ସଞ୍ଜୀବ ମାଝୀ ଓ…
ବାତ୍ୟା ‘ଅମ୍ଫନ୍’ରେ ୧୫୧ କିମି ରାସ୍ତା ନଷ୍ଟ: ତୁରନ୍ତ ମରାମତି ପାଇଁ ଆବଶ୍ୟକ ୩ କୋଟି ୮୮ ଲକ୍ଷ
ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ଅମ୍ଫନ୍ ଓ ବର୍ଷା ଯୋଗୁ ହୋଇଥିବା ରାସ୍ତା କ୍ଷୟକ୍ଷତି ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ୧୫୧ କିମି ରାସ୍ତା ନଷ୍ଟ ହୋଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ଯୁଗ୍ନ ସଚିବଙ୍କୁ ସର୍ବୋଚ୍ଚ ଯନ୍ତ୍ରୀ…
ସ୍ନାନଯାତ୍ରା ପୂର୍ବରୁ ଗରାବଡ଼ୁ ସେବକଙ୍କର ହେବ କରୋନା ଟେଷ୍ଟ:୩ ତାରିଖ ସୁଦ୍ଧା ଆସିବ ରିପୋର୍ଟ
ପୁରୀ ଅଫିସ, ୨୩।୫: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି। ମହାମାରୀ କରୋନାର ବିଭୀଷିକା ମଧ୍ୟରେ କିପରି ଠାକୁରଙ୍କ ନୀତିକାନ୍ତି ଶୃଙ୍ଖଳିତ ହେବ ସେ ନେଇ ବିଭିନ୍ନ ପର୍ଯ୍ୟାୟକ୍ରମେ ଆଲୋଚନା କରାଯାଉଛି।…
Archives


