ଜୁନ୍ ଚତୁର୍ଥ ପର୍ଯ୍ୟାୟର ସମୟ; ଜୀବିକାକୁ ରକ୍ଷା କରିବା ବେଳେ ଦେଖାଦେଇଛି ଅନୁଶାସନ କୋହଳର ଭୟ: ବାଗ୍ଚୀ
ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲାର ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା କିଛି ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତି ଏବଂ ତାଙ୍କର ସଂସ୍ପର୍ଶରେ ଆସିଥିବା ଅନ୍ୟାନ୍ୟ ବ୍ୟକ୍ତି ସଂକ୍ରମିତ ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୫…
ଓଡ଼ିଶା ପାଇଁ ଜୁନ୍ ନିର୍ଣ୍ଣାୟକ ମାସ, ଘାଟି ଡେଇଁଗଲେ ବିପଦ କମିଯିବ: ବାଗ୍ଚୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଶା ପାଇଁ ଜୁନ୍ ମାସ ନିର୍ଣ୍ଣାୟକ ମାସ। ଏହା ପଛରେ ଦୁଇଟି କାରଣ ରହିଛି। ଗତ କିଛି ସପ୍ତାହରେ ରାଜ୍ୟକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଛନ୍ତି। ଏମାନଙ୍କ ଉପରେ କରୋନାର ପ୍ରଭାବ ପଡ଼ିଛି କି ନାହିଁ ତାହା ଆଉ…
ଟ୍ରେନ୍ରେ ବମ୍ବେରୁ ଆସି ଭୁବନେଶ୍ୱରରେ ଫସିଥିଲେ ଯୁବତୀ: ସହାୟତାର ହାତ ବଢ଼ାଇଲେ ସବ୍ୟସାଚୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ସୁନ୍ଦରଗଡ଼ର ପିଙ୍କି ମିଞ୍ଜ ବମ୍ବେର ଏକ କମ୍ପାନୀରେ କାମ କରୁଥିଲେ। ଟ୍ରେନ୍ ଚାଲିବା ପରେ ସେ ଆସି ଭୁବନେଶ୍ୱରରରେ ପହଞ୍ଚିଥିଲେ। ହେଲେ ଟ୍ରେନ୍ରେ ତାଙ୍କର ଟଙ୍କା, ମୋବାଇଲ ଏବଂ ଆଧାରକାର୍ଡ ଚୋରି ହୋଇଯାଇଥିଲା। ଫଳରେ ସେ ଭୁବନେଶ୍ୱରରେ ଫସି ରହିଥିଲେ।…
ଖୋର୍ଦ୍ଧା ଜେଲ୍ରେ ବେଧଡ଼କ ଚାଲିଛି ଧଳା ଜହର କାରବାର: ଭିଡିଓ ଭାଇରାଲ
ଖୋର୍ଦ୍ଧା ଅଫିସ,୬।୬ : ଖୋର୍ଦ୍ଧା ଜେଲ ପାଲଟିଛି ଧଳା ଜହର କାରବାରର ପେଣ୍ଠସ୍ଥଳୀ। ଜେଲ କର୍ତ୍ତୃପକ୍ଷଙ୍କ ଜାଣତରେ ଚାଲିଛି ଏହି କାରବାର। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖୋର୍ଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ସଂପୃୃୃକ୍ତି ନେଇ ଉଠିିିଛି…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୨ ଆକ୍ରାନ୍ତ, କେନ୍ଦ୍ରାପଡ଼ାର ସର୍ବାଧିକ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଆଉ ୧୧୨ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧,୭୧୬ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ୩୩, ବଲାଙ୍ଗୀରର…
ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍ ଛାତ୍ରୀଛାତ୍ର ଥିବା ସ୍କୁଲ, ସୋମବାରରୁ ନାମଲେଖା ଆରମ୍ଭ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ୨୦ରୁ କମ୍ ଛାତ୍ରୀଛାତ୍ର ଥିବା ସ୍କୁଲ ବନ୍ଦ ହେବ ନାହିଁ। ଗତବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଚଳିତ ବର୍ଷ ମଧ୍ୟ ହେବ। କରୋନା ପାଇଁ ସବୁ ସ୍କୁଲରେ ଆଡମିଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୋମବାରଠାରୁ ଜୁଲାଇ…
ଶଟ୍ଡାଉନ୍ରେ ଖାଁ ଖାଁ ରାଜଧାନୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଶନିବାର ସୁଦ୍ଧା ଚିହ୍ନଟ ହେଲେଣି ମୋଟ ୨,୭୮୧ କରୋନା ସଂକ୍ରମିତ। କେବଳ ୬ ଦିନରେ ଏହି ସଂଖ୍ୟା ୮୩୩ ବୃଦ୍ଧି ପାଇଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖଇ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ୧୧ଜିଲାରେ ରାଜ୍ୟ ସରକାର ସପ୍ତାହରେ…
ଚିନ୍ତା ବଢ଼ାଇଲାଣି କରୋନା: ୬ ଦିନରେ ଚିହ୍ନଟ ହେଲେଣି ୮୩୩ ଆକ୍ରାନ୍ତ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୬ ଦିନରେ ମୋଟ ୮୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁନ୍ ୧ରେ ୧୫୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜୁନ୍ ୨ରେ ୧୪୧, ଜୁନ୍ ୩ରେ…
ଶଟ୍ଡାଉନ୍ରେ ମାଟ୍ରିକ ମୂଲ୍ୟାୟନ ବନ୍ଦ
ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଓ ରବିବାର ୧୧ ଜିଲାକୁ ଶଟ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଶଟ୍ଡାଉନ୍ ଘୋଷିତ ଉକ୍ତ ଜିଲାଗୁଡ଼ିକରେ ଶନିବାର ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିଛି। ରବିବାର ମଧ୍ୟ ଉକ୍ତ ଜିଲାଗୁଡିକରେ ଖାତା…
ଶଟ୍ଡାଉନ୍ରେ ବିକ୍ରି ହେବ ଓମଫେଡ୍ ସାମଗ୍ରୀ: ରିଟେଲରଙ୍କ ଠିକଣା ସହ ମୋବାଇଲ ନଂ. ଜାରି
ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ୨ ଦିନ ସଟ୍ଡାଉନ ବେଳେ ଓମଫେଡ୍ ପ୍ରଡକ୍ଟ ବିକ୍ରି ହୋଇପାରିବ। ତେବେ ଶଟ୍ଡାଉନ୍ ବେଳେ କିଏ…
ପୁରୀ ସହରରେ ଆଜି ଲାଗୁ ହେବନି ଶଟ୍ଡାଉନ୍
ପୁରୀ ଅଫିସ, ୬।୬: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲାରେ ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ମଧ୍ୟରେ ପୁରୀ ସହର ରହିଛି। କିନ୍ତୁ ଶନିବାର ପୁରୀ ସହର ପାଇଁ ଶଡ୍ଡାଉନ୍ ଲାଗୁ…
CORONAVIRUS UPDATE: ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ୧୩୭କୁ ବୃଦ୍ଧି
ଭଦ୍ରକ ଅଫିସ,୬।୬: ଭଦ୍ରକ ଜିଲାରେ ଶନିବାର ସକାଳେ ୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମସ୍ତ ଗୁଜରାଟ ଫେରନ୍ତା ହୋଇଥିବା ବେଳେ ସେମାନେ…
Archives


