କୂଅ ସଫା କାଳ ହେଲା: ଶ୍ୱାସରୁଦ୍ଧ ହୋଇ ୨ଭାଇ ମୃତ
ଜଗନ୍ନାଥପ୍ରସାଦ,୬ା୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଜଗନ୍ନାଥପାଟଣା ଗ୍ରାମରେ ଶନିବାର କୂଅ ସଫା କରିବାବେଳେ ଶ୍ୱାସରୁଦ୍ଧ ହୋଇ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କୈଳାସ ପ୍ରଧାନ (୪୮) ଓ ପ୍ରଦୀପ କୁମାର ପ୍ରଧାନ (୩୬)। ପୁତୁରା ବାବୁ ପ୍ରଧାନ…
୨ଦିନ ଜଙ୍ଗଲରେ ରହିଲେ ପ୍ରବାସୀ: ସଙ୍ଗରୋଧ କେନ୍ଦ୍ର ଯିବା ରାସ୍ତାରୁ ଖସି ପଳାଇଥିଲେ
ଭଞ୍ଜନଗର,୬।୬(ଡି.ଏନ.ଏ)- ସଙ୍ଗରୋଧ କେନ୍ଦ୍ର ଯିବା ରାସ୍ତାରୁ ଖସି ଗଁାକୁ ଚାଲିଗଲେ। ଗ୍ରାମବାସୀ ବିରୋଧ କରିବାରୁ ୨ଦିନ ଗଁା ପାଖ ଜଙ୍ଗଲରେ ରହିଲେ। ଶନିବାର ସକାଳେ ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି…
୧୦ରେ ଓଡିଶା ଛୁଇଁବ ମୌସୁମୀ: ଉପକୂଳ, ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୬ା୬(ବ୍ୟୁରୋ)-ବାତ୍ୟା ‘ଅମ୍ଫନ’ର କ୍ଷତ ଭରି ନ ଥିବା ବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିଲାଣି। କେନ୍ଦ୍ରୀୟ ବଙ୍ଗୋପସଗାର ମିଆଁମାର ଉପକୂଳରେ ଆସନ୍ତା ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ କ୍ଷେତ୍ର ଓ ଏହାର…
ସୋମବାରଠୁ ଗଡ଼ିବ ଓଏସ୍ଆର୍ଟିସି ବସ୍
ଭୁବନେଶ୍ୱର, ୬ା୬(ବ୍ୟୁରୋ)- ସୋମବାରଠୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ପକ୍ଷରୁ ବସ୍ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୬ ରୁଟ୍ରେ ନିଜର ବସ୍ ସେବା ଆରମ୍ଭ କରାଯିବ। ମୋଟ୍ ୯୬ ବସ୍କୁ ନେଇ ଓଏସ୍ଆରଟିସି ନିତିଦିଦିଆ…
କେନ୍ଦ୍ର ନିର୍ଦ୍ଦେଶରେ ବଦଳିଥିଲା ମାସ୍କ ଦାମ୍: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୬ା୬(ବ୍ୟୁରୋ)-ପର୍ସନାଲ ପ୍ରୋଟେକ୍ଟିଭ୍ ଇକ୍ୟୁପ୍ମେଣ୍ଟ(ପିପିଇ) କିଟ୍ ବିବାଦ ନେଇ ଶନିବାର ମୁହଁ ଖୋଲିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ପ୍ରଥମେ ରାଜ୍ୟକୁ ମନଇଚ୍ଛା ପିପିଇ କିଟ୍ ଓ ଭେଣ୍ଟିଲେଟର ମଗାଇ ଦେଇ ତାହାକୁ ରଖିବାକୁ ମନାକରିବା ଏବଂ କିଣାବିକାରେ ହୋଇଥିବା ଦୁର୍ନୀତି…
ଭୁବନେଶ୍ୱରରୁ ୫ ଚିହ୍ନଟ, ଜଣେ ସ୍ଥାନୀୟ ସଂକ୍ରମିତ
ଭୁବନେଶ୍ୱର,୬।୬(ବ୍ୟୁରୋ)- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ପଜିଟିଭ ମାମଲା ସାମ୍ନାକୁ ଆସିଛି। ଗୋଟିଏ ଦିନରେ ୧୭୩ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ ଭୁବନେଶ୍ୱରରୁ ୫ ନୂଆ ମାମଲା ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା…
‘ରେଭେନ୍ଶାରେ ବାତିଲ ହେବନି ପରୀକ୍ଷା’ ଖବର ସମ୍ପର୍କିତ ସ୍ପଷ୍ଟୀକରଣ
ଭୁବନେଶ୍ୱର, ୬।୬-‘ରେଭେନ୍ଶାରେ ବାତିଲ୍ ହେବନି ପରୀକ୍ଷା’ ସମ୍ପର୍କିତ ଏକ ଖବର ଧରିତ୍ରୀରେ ୬ ଜୁନ୍ ଶନିବାର ଇ-ପେପରର ପୃଷ୍ଠା ୧୨ରେ ପ୍ରକାଶ ପାଇଥିଲା। ଏଥିରେ ପରୀକ୍ଷା ବାତିଲ ସମ୍ପର୍କରେ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି, ସେଥିରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତ୍ରିଲୋଚନ…
ଲକ୍ଡାଉନ୍ କୋହଳ ଅର୍ଥ ନୁହେଁ ‘ଅଲ୍ କ୍ଲିୟର’: ବାଗ୍ଚୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ଜୁନ୍-ଜୁଲାଇର ସମ୍ଭାବ୍ୟ ପରିସ୍ଥିତି ମୂଳରେ ଗୋଟିଏ ଆତ୍ମସଚେତନତାର କଥା। ସେଇଟି ହେଲା ଲକ୍ଡାଉନ୍ରେ କୋହଳ ଅର୍ଥ ନୁହେଁ କରୋନାର ଶେଷ। ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାର ଅର୍ଥ ମଧ୍ୟ ନୁହେଁ ‘ଅଲ୍ କ୍ଲିୟର’। ଯୁଦ୍ଧ ସମୟରେ ଶତ୍ରୁର ଆଶଙ୍କା ଚାଲିଯିବା…
ଜୁନ୍ ୩୦ ଦିନିଆ, ୭୨୦ ଘଣ୍ଟା କରୋନାଠୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ:ବାଗ୍ଚୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ବର୍ତ୍ତମାନ କ୍ଷେତ୍ରରେ କରୋନା ଏକ ମହାମାରୀ ବୋଲି ସମସ୍ତେ ଜାଣନ୍ତି। ଏହି ମହାମାରୀର ମୁକାବିଲା କରିବା ପାଇଁ ସମସ୍ତ ଅସ୍ତ୍ରଶସ୍ତ୍ର ସାଧାରଣ ଲୋକ ହାତରେ ରହିଛି। ପରିଷ୍କାର ପରିଚ୍ଛନ୍ନ ରହିବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖି ଚଳପ୍ରଚଳ ହେବା…
ଓଡିଶାରେ ଆରମ୍ଭ ହେବ କ୍ରୁଜ୍ ପର୍ଯ୍ୟଟନ
ଭୁବନେଶ୍ୱର,୬ା୬(ବ୍ୟୁରୋ)- ଓଡ଼ିଶାରେ ବ୍ୟାପକ ହେବ କ୍ରୁଜ୍ ଟୁରିଜିମ୍ ବା ଜାହାଜ ପର୍ଯ୍ୟଟନ। ରାଜ୍ୟର ୫ଟି ପ୍ରମୁଖ ସ୍ଥାନରେ ଆରମ୍ଭ ହେବ ‘ଡେ କ୍ରୁଜ୍ ସର୍ଭିସ୍’। ଘରୋଇ ସଂସ୍ଥା ସହଯୋଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଲିକା, ମହାନଦୀ, ଭିତରକନିକା, ସାତକୋଶିଆ ଗଣ୍ଡ…
କରୋନା ସହ ଲଢ଼େଇର ଏବେ ଚତୁର୍ଥ ପର୍ଯ୍ୟାୟ: ମୁଖ୍ୟ କର୍ଣ୍ଣଧାର ହେବେ ପ୍ରତି ଘରର ସଦସ୍ୟ
ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ପ୍ରଥମ ତିନୋଟି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ଥିଲେ ସରକାର ଅର୍ଥାତ ପ୍ରଶାସନ। ଏବେ ଜୁନ୍ ମାସ ଚତୁର୍ଥ ପର୍ଯ୍ୟାୟର ସମୟ। ଏହି ପର୍ଯ୍ୟାୟର ମୁଖ୍ୟ କର୍ଣ୍ଣଧାର ହେବେ ପ୍ରତିଟି ଘରର ସଦସ୍ୟ। ଏହି ପର୍ଯ୍ୟାୟର ସଫଳ…
ଜୁନ୍ ଚତୁର୍ଥ ପର୍ଯ୍ୟାୟର ସମୟ; ଜୀବିକାକୁ ରକ୍ଷା କରିବା ବେଳେ ଦେଖାଦେଇଛି ଅନୁଶାସନ କୋହଳର ଭୟ: ବାଗ୍ଚୀ
ଭୁବନେଶ୍ୱର,୬।୬(ବ୍ୟୁରୋ): କରୋନା ମୁକାବିଲାର ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା କିଛି ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତି ଏବଂ ତାଙ୍କର ସଂସ୍ପର୍ଶରେ ଆସିଥିବା ଅନ୍ୟାନ୍ୟ ବ୍ୟକ୍ତି ସଂକ୍ରମିତ ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୫…
Archives


