ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ, ଗୁରୁତର ପୁଅ ମେଡିକାଲରେ
ଫୁଲବାଣୀ ଅଫିସ, ୯।୭: ଫୁଲବାଣୀ ସଦର ଥାନା ବ୍ରହ୍ମପୁର ଜାତୀୟ ରାଜପଥର ତିଲକପଡା ଛକରେ ଏକ ଟ୍ରାକ୍ଟର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍ ଚଳାଉଥିବା ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତକ ହେଲେ…
ମଦ ବିକି ଗିରଫ ହେଲେ ମଦବିରୋଧୀ ଆନ୍ଦୋଳନର ନେତା
ଭଦ୍ରକ ଅଫିସ,୯।୭: ମଦବିରୋଧୀ ଆନ୍ଦୋଳନରେ ସେ ନେତା ସାଜିଥିଲେ। ହେଲେ ମଦକୁ ବିରୋଧ କରୁଥିବା ସମ୍ପୃକ୍ତ ଯୁବକ ମଦ ବେପାର କରୁଥିବା ବେଳେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲା…
ଛେଚିବ ବର୍ଷା: ୟେଲୋ ୱାର୍ନିଂ ଜାରି
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଶୁକ୍ରବାର ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବରଗଡ଼,…
୧୫ରେ ଗର୍ଭବତୀଙ୍କୁ ଟିକା : ଛିଡ଼ା ହେବାକୁ ପଡ଼ିବନି ଧାଡ଼ିରେ
ଭୁବନେଶ୍ୱର,୯।୭(ବ୍ୟୁରୋ): ଗର୍ଭବତୀମାନଙ୍କ ପାଇଁ କରୋନା ଟିକା ବିପଦ ନୁହେଁ । ବିଶେଷଜ୍ଞମାନଙ୍କ ଏପରି ଘୋଷଣା ପରେ ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲାରେ ଯେଉଁ ଟିକା ଦିଆଯାଉଛି, ସେହି ଟିକା ଦିଆଯିବ।…
ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇପାରେ +୨ ରେଜଲ୍ଟ
ଭୁବନେଶ୍ୱର,୯।୭(ବ୍ୟୁରୋ): ଜୁଲାଇ ୩୧ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ୨ ପରୀକ୍ଷାଫଳ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏଥିପାଇଁ…
ଖରିଫ ଚାଷ ପାଇଁ ସାର ନାହିଁ
କେନ୍ଦ୍ରାପଡ଼ା ଅଫିସ, ୯ା୭:କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବାବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି। ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ା ଦରରେ କିଣିବାକୁ…
ପିଏମ୍ଜିଏସ୍ୱାଇରେ ଅର୍ଥ ଆତ୍ମସାତ୍
ଯାଜପୁର ଅଫିସ,୯ା୭:ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ନିର୍ମାଣ ହୋଇଥିବା ବାଲିଚନ୍ଦ୍ରପୁର-ଦେକୁରୀ ଏବଂ ଏନ୍ଏଚ୍-୫(କ)ଠାରୁ ଭରତପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ) ରାସ୍ତାରେ ଅର୍ଥ ଆମତ୍ସାତ୍ ଏବଂ ନିମ୍ନମାନ କାମ ହୋଇଥିବା ଅଭିଯୋଗ ହୋଇଛି। ଏହାର ଯୁଗ୍ମ…
ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୧ ଜୀବନ
ଭୁବନେଶ୍ୱର,୯/୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୧ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ…
ରାଜ୍ୟରେ ୨,୮୦୬ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୨,୮୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କାଲି କମ୍ ଥିବାବେଳେ ଆଜି ପୁଣି ହଠାତ୍ ବଢିଯାଇଛି। ନୂଆ ଆକ୍ରାନ୍ତଙ୍କ…
ଜୁନ୍ ଗଲା,ଜୁଲାଇକୁ ଆଶା
କାମାକ୍ଷାନଗର, ୯।୭(ଡି.ଏନ୍.ଏ.) ଜୁନ୍ ୧୦ରୁ ଓଡ଼ିଶାକୁ ଛୁଇଁଲାଣି ମୌସୁମୀ। ମଝିରେ ମଝିରେ ସୃଷ୍ଟି ହେଉଥିବା ଲଘୁଚାପ ଚାଷୀ ମନରେ ଆଶା ସଞ୍ଚାର କରୁଛି। ହେଲେ ଘୋଟି ଆସୁଥିବା କଳାହାଣ୍ଡିଆ ମେଘ ସାମାନ୍ୟ ବର୍ଷିଦେଇ ଉଭାନ ହୋଇଯାଉଛି। ଜମି ଭଲରେ ଭିଜୁ ନ…
ପ୍ରସ୍ଫୁଟିତ ହେବେ ପ୍ରତିଭା
ଅନୁଗୋଳ ଅଫିସ, ୯ା୭ ବଦଳିବ ଅନୁଗୋଳ କ୍ରିକେଟ୍ର ଭାଗ୍ୟ। ପ୍ରସ୍ଫୁଟିତ ହେବେ ଜିଲା କ୍ରିକେଟ୍ ପ୍ରତିଭା। ଉଜ୍ଜ୍ୱଳ ହେବ ଏଠାକାର ଖେଳାଳିଙ୍କ ଭବିଷ୍ୟତ। ଏପରି ସମ୍ଭାବନା ସୃଷ୍ଟି କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏଶନ (ଓସିଏ)। ସହରର କଦମପଡ଼ିଆରେ ଖୁବ୍ଶୀଘ୍ର ପ୍ରତିଷ୍ଠା ହେବ…
କମିଶନରେଟ୍ ପୋଲିସ କବ୍ଜାରେ ୨ ଆନ୍ତଃ ରାଜ୍ୟ ସାଇବର ଠକ
କଟକ ଅଫିସ, ୧୧ା୭:କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ ୨ଜଣ ଆନ୍ତଃରାଜ୍ୟ ସାଇବର ଠକଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ଦରଭଙ୍ଗା ଅଞ୍ଚଳର ଅନିଳେଶ ଆନନ୍ଦ(୨୩) ଓ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନ ଅଞ୍ଚଳର ଅଙ୍କିତ ରୟ(୨୩)। ସେମାନଙ୍କଠାରୁ ପୋଲିସ ୨୫ ଲକ୍ଷ…

