ପୂରଣ ହେଲାନି ମାଛ ଝୋଳ ଖାଇବା ଇଚ୍ଛା
ନନ୍ଦପୁର,୧୧ା୩ : କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ପଡ଼ଇସିଂହ ଗ୍ରାମ ନିକଟସ୍ଥ ପାତାଳି ନଦୀର ହଳଦୀଘାଟକୁ ଗୁରୁବାର ୨ ଜଣ ନାବାଳିକା ମାଛ ଧରିବାକୁ ଯାଇ ପାଣିରେ ବୁଡ଼ିଯାଇଛନ୍ତି। ଫଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ…
ସୁସ୍ଥ ହେଲେ ୮୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୧।୩ : ରାଜ୍ୟରେ ୮୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୪୦୮ରେ ପହଞ୍ଚିଛି। କଟକରୁ ସର୍ବାଧିକ ୧୬, ସୁନ୍ଦରଗଡ଼ରୁ ୧୩, ସମ୍ବଲପୁରରୁ ୧୨, ଖୋର୍ଦ୍ଧାରୁ ୮, ମୟୁରଭଞ୍ଜରୁ ୬, ବାଲେଶ୍ୱର…
ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି: ଶିମିଳିପାଳରେ କମିଛି
ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ୁଛି। ବୁଧବାର ୪୯୭ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଆଜି ଏହି ସଂଖ୍ୟା ବଢ଼ି ୧୦୪୮ରେ ପହଞ୍ଚିଛି। ଜଙ୍ଗଲ ନିଆଁ ପାଇଁ ଗଠିତ ଟାସ୍କଫୋର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟାସ୍କଫୋର୍ସ ରିପୋର୍ଟ ଅନୁସାରେ,…
ଜଙ୍ଗଲ ନିଆଁ ପ୍ରଭାବ: ସୀମାନ୍ତବର୍ତ୍ତୀ ଗାଁ ଧୂଆଁମୟ
ପାଟଣା,୧୧।୩: ଗତ କିଛିଦିନ ଧରି ମୟୂରଭଞ୍ଜ ଜିଲା ଶିମିଳିପାଳ ବନାଞ୍ଚଳ ନିଆଁରେ ଜଳୁଥିବା ବେଳେ ଏହାର ପ୍ରଭାବରେ ତତ୍ସଂଲଗ୍ନ କେନ୍ଦୁଝର ଜିଲା ପାଟଣା ରେଞ୍ଜ୍ ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇପଡିଛି। ଧୂଆଁ ଏବେ ଅଞ୍ଚଳରେ କୁହୁଡିର ଭ୍ରମ ସୃଷ୍ଟି କରୁଛି। ଏହାଦ୍ୱାରା…
ଲୁଚିଛପି ନିଆଁ ଲଗାଉଥିଲେ, ଧରିଲା ବନ ବିଭାଗ
ବାଲିଗୁଡା,୧୧ା୩: ଫୁଲବାଣୀ ବନଖଣ୍ଡ ଅଧୀନ ଟିକାବାଲି ପରେଷ୍ଟ ରେଞ୍ଜ ଲାଇନପଡ଼ା ରିଜର୍ଭ ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ବ୍ୟକ୍ତିଙ୍କୁ ଟିକାବାଲି ବନବିଭାଗ କର୍ମଚାରୀ କାବୁ କରିଛନ୍ତି। ବନ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ…
ମାନବିକତା ଦେଖାଇଲେ ଅଟୋ ଚାଳକ, କଲେ ଏମିତି…
ବ୍ରଜରାଜନଗର,୧୧ା୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବସ୍ଷ୍ଟାଣ୍ଡରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଥିବା ଅଟୋ ଚାଳକ ଜିତେନ୍ଦ୍ର ନିଶାଦ ଜଣେ ରେଳ କର୍ମଚାରୀଙ୍କ ପର୍ସ ସହ ନଗଦ ଟଙ୍କା ଓ ଦରକାରୀ କାଗଜପତ୍ର ଫେରାଇ ମଣିଷପଣିଆ ଦେଖାଇଛନ୍ତି। ଜିତେନ୍ଦ୍ର ବୁଧବାର ସନ୍ଧ୍ୟାରେ…
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁ ମାଛି ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହତ
ଭୁବନେଶ୍ୱର, ୧୧।୩(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁମାଛି ଆକ୍ରମଣରେ ଗୁରୁବାର ୧୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକ ପଞ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ବଣମଣିଷ ଏନ୍କ୍ଲୋଜର ପାଖାପାଖି ଅଞ୍ଚଳରେ ଏକ ଗଛରେ ମହୁଫେଣା ରହିଥିଲା। କୌଣସି କାରଣରୁ ହଠାତ୍…
ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ
ଆରଡି,୧୧।୩(ଡି.ଏନ୍.ଏ.): କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଜିଲା ପ୍ରଶାସନ ବିନାଭକ୍ତରେ ଆଖଣ୍ଡଳମଣି ପୀଠ ଆରଡିରେ ମହାଶିବରାତ୍ରି ଅନୁଷ୍ଠିତ ହେବା ନେଇ ଘୋଷଣା କରିଥିଲା। ହେଲେ ଏହାକୁ ବିରୋଧ କରି ସେବାୟତମାନେ ବୁଧବାର ରାତି ସାରା ଅନଶନ କରିଥିଲେ। ପରେ…
ଆଜି ରାଜ୍ୟରୁ ୬୩ ପଜିଟିଭ୍ ଚିହ୍ନଟ, ସର୍ବାଗ୍ରେ ରହିଛି ମୟୂରଭଞ୍ଜ
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୬୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୯୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୮ ଜଣ ଚିହ୍ନଟ…
ମନ୍ଦିରରେ ଅଧିକ ଗହଳି ହେଲେ ଦୀପଦାନ ବନ୍ଦ
ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ କରୋନା କଟକଣାକୁ ପାଳନ କରି ଦୀପଦାନ କରିବାକୁ ଅନୁମତି ମିଳିଛି। ହେଲେ ଯଦି ଅଧିକ ଗହଳି ହୁଏ ତେବେ ଦୀପଦାନ ବନ୍ଦ ହୋଇପାରେ। ଏନେଇ ଗୁରୁବାର ବିଏମ୍ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।…
ଭୁବନେଶ୍ୱରରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ
ଭୁବନେଶ୍ୱର,୧୧।୩(ବ୍ୟୁରୋ):ଆଜି ସମଗ୍ର ରାଜ୍ୟରେ ଧୁମ୍ଧାମରେ ମହାଶିବରାତ୍ରୀ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତ ଭିଡ ଜମିଛି। କୋଭିଡ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି। ଅନ୍ୟପକ୍ଷରେ ଶିବରାତ୍ରୀକୁ ନେଇ ରାଜଧାନୀରେ…
ମମତାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୩: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ପାଇବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ ଯୋଗେ ତାଙ୍କ ଆଶୁ ଆରୋଗ୍ୟ…
Archives


