ନୂଆପଡ଼ା ଜିଲାର ଗୋଟିଏ ଗାଁରୁ ୧୪ ଚିହ୍ନଟ
ନୂଆପଡ଼ା,୨୮।୩: ନୂଆପଡ଼ା ଜିଲାରେ ଦିନକୁ ଦିନ କରୋନା ଉଗ୍ରରୁପ ଦେଖାଉଛି। ଜିଲାର କୋମନା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ତୁକୁଲାପଡ଼ା ଗ୍ରାମରୁ ରବିବାର ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ସିନାପାଲିରୁ ୪, ଖଡିଆଳରୁ ୩, ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରୁ…
ରାଉରକେଲା ଅଖା ଗୋଦାମରେ ଅଗ୍ନିକାଣ୍ଡ
ରାଉରକେଲା,୨୮।୩: ରାଉରକେଲା ପାଓ୍ବାର ହାଉସ୍ ରୋଡ୍ ଏକ ଇଂଲିଶ ମିଡିୟମ ସ୍କୁଲ ନିକଟରେ ଥିବା ଅଖା ଗୋଦାମରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳବାହୀନୀର ୫ଟି ଦଳ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି।…
ପୋଖରୀରେ ବୁଡ଼ି ଶିଶୁ ମୃତ
ପରଜଙ୍ଗ,୨୮।୩: ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ସ୍ଥିତ ବଡ଼ଥାଳିଆ ପୋଖରୀରେ ବୁଡ଼ି ରବିବାର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ମୁଣ୍ଡାସାହିର ବିଭୁ ପିଙ୍ଗୁଆଙ୍କ ୪ ବର୍ଷର ପୁଅ ରୋଶନ। ମଧ୍ୟାହ୍ନରେ ରୋଶନ ସାଙ୍ଗମାନଙ୍କ ସହ ପୋଖରୀକୁ…
ମରାମତି ନାମରେ କାଟିଦେଲେ ଶତାଧିକ ଗଛ
ସରଣ୍ଡା,୨୮।୩: ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖାଇରପାଲି ରେଳଲାଇନପଡ଼ା। ଏହି ପଡାରେ ୫୦ ପରିବାରର ରହୁଛନ୍ତି। କାମଧନ୍ଦା କରି ସେମାନେ ଚଳନ୍ତି। ପଡ଼ାବାସୀଙ୍କ ସମ୍ମୁଖରେ ଖାଇରପାଲି-ସରଣ୍ଡା କେନାଲ ଯାଇଛି। ପଡାବାସୀ ଖରାରୁ ରକ୍ଷା ପାଇଁ କେଲାନ ହୁଡାରେ ଶାଗୁଆନ, ଡୁମ୍ବେର,…
ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍ପିଙ୍କୁ ତୁଳନା କରି ଅଡୁଆରେ ବିଜେଡି ପଦାଧିକାରୀ
ଚନ୍ଦାହାଣ୍ଡି, ୨୮।୩: ମହାତ୍ମା ଗାନ୍ଧୀଙ୍କ ସହ ନବରଙ୍ଗପୁର ଏମ୍ପିଙ୍କୁ ତୁଳନା କରି ଜିଲା ବିଜେଡି ସଂଯୋଜକ ଏବେ ଅଡୁଆରେ। କଂଗ୍ରେସ କର୍ମୀ ଜିଲା ସଂଯୋଜକ ପ୍ରମୋଦ ପାଢୀଙ୍କ ଗିରଫ ଦାବି କରି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତ…
କାଲି ବନ୍ଦ ରହିବ ମୋ ବସ୍ ସେବା, ହେଲେ…
ଭୁବନେଶ୍ୱର,୨୮।୩(ବ୍ୟୁରୋ): ସୋମବାର ରଙ୍ଗର ପର୍ବ ହୋଲି। ଏଥିନିମନ୍ତେ ପ୍ରଥମାର୍ଦ୍ଧରେ ମୋ ବସ ସେବା ବନ୍ଦ ରହିବ । ହେଲେ ଅପରାହ୍ନ ୩ଟାରୁ ପୁଣି ଏହି ସେବା ଆରମ୍ଭ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ କାଉଣ୍ଟର ମଧ୍ୟ ସୋମବାର ବନ୍ଦ ରହିବ।…
ଆଲେନ୍ ଇନ୍ଷ୍ଟିଚ୍ୟୁଟରେ ୨୦ରୁ ଊର୍ଦ୍ଧ୍ୱ ଛାତ୍ର କରୋନା ପଜିଟିଭ୍: ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୨୮।୩(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀବିହାରସ୍ଥିତ ଆଲେନ ଇନ୍ଷ୍ଟିଚ୍ୟୁଟକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି ) ପକ୍ଷରୁ ସିଲ୍ କରାଯାଇଛି। ସେଠାରେ ୨୦ରୁ ଅଧିକ ଛାତ୍ରୀଛାତ୍ର କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମ୍ସି ଏଭଳି ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଇନ୍ଷ୍ଟିଚ୍ୟୁଟକୁ…
ରାଜଧାନୀରେ ୨ ଛୁଆଙ୍କୁ ହତ୍ୟା ପରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର,୨୮।୩: ଚନ୍ଦକା ଥାନା ଅଧୀନ ମେଣ୍ଢାଶାଳ ବିଞ୍ଝଗିରିରେ ରବିବାର ଏକ ଅଭାବନୀୟ ଘଟଣା ଘଟିିଛି। ୩ ଛୁଆଙ୍କୁ ବିଷ ପିଆଇ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ ରାଜଧାନୀବାସୀଙ୍କୁ ସ୍ତବ୍ଧ କରିଦେଇଛି। ବିଷ କ୍ରିୟାରେ ୨ କୁନି ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା’-ଝିଅ…
ନବୀନ ନିବାସରୁ ରୁଦ୍ରପ୍ରତାପ ମହାରଥୀ ଟିକେଟ ଆଣିବା ପରେ ମୁହଁ ଖୋଲିଲେ ମା’
ପୁରୀ ଅଫିସ,୨୮।୩: ପିପିଲି ଉପନିର୍ବାଚନ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ରବିବାର ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ଟିକେଟ ପ୍ରଦାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ମଧ୍ୟ ଉପସ୍ଥିତ…
ପୁଣି ଡ଼ରାଇଲାଣି କରୋନା: ଆଜି ଚିହ୍ନଟ ହେଲେ ୨୯୦ ନୂଆ ପଜିଟିଭ୍; ଖୋର୍ଦ୍ଧାରୁ ସର୍ବାଧିକ; ଦ୍ୱିତୀୟରେ ନୂଆପଡ଼ା
ଭୁବନେଶ୍ୱର,୨୮।୩(ବ୍ୟୁରୋ): ରାଜ୍ୟରେ ଚିନ୍ତା ବଢ଼ାଇବାରେ ଲାଗିଛି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ମଧ୍ୟ ଲାଗିଛି। ଗତ ୨୪ ଘଣ୍ଟା ସୁଦ୍ଧା ଓଡ଼ିଶାରେ ୨୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ…
ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଖସିପଡ଼ିଲା ହିରଣ୍ୟକଶ୍ୟପ ମୂର୍ତ୍ତି, ଭାଙ୍ଗିଲା ଗୋଡ
ପୁରୀ ଅଫିସ,୨୮।୩: ଶ୍ରୀମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। ପଶ୍ଚିମ ଦ୍ୱାରରେ ଥିବା ଉଗ୍ର ନୃସିଂହଙ୍କ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତୀ ଖସି ପଡ଼ିବାରୁ ଜଣେ ସେବାୟତ ଆହତ ହୋଇଛନ୍ତି। ସେ ହେଲେ କୁନୁ ମହାପାତ୍ର। ତେବେ ତାଙ୍କର ଗୋଡ଼…
ରହସ୍ୟ ହୋଇଗଲା ଝରାଫୁଲଙ୍କ ମୃତ୍ୟୁ: ୨ ମାସ ବିତିଯାଇଛି, ହେଲେ…
ରସୁଲପୁର,୨୮ା୩ (ଡି.ଏନ୍.ଏ.): ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ୨ ମାସ ବିତିଯାଇଛି। ହେଲେ ଝରାଫୁଲଙ୍କ ମୃତ୍ୟୁ କିପରି ଘଟିଲା ତାହା ସ୍ପଷ୍ଟ ହୋଇପାରିଲା ନାହିଁ। ଏହି ଘଟଣା ଉପରେ ରାଜ୍ୟବାସୀଙ୍କ ନଜର…
Archives


