ରାଜ୍ୟ

ସୁରକ୍ଷିତ ରହିବ ସରକାରୀ ସମ୍ପତ୍ତି

ଅନୁଗୋଳ ଅଫିସ, ୭।୮ ଅନୁଗୋଳ ପୌରାଞ୍ଚଳରେ ଆଉ ଦେଖାଦେବନି ଜବରଦଖଲ ସମସ୍ୟା। ଏଠାରେ ଥିବା ସରକାରୀ ସମ୍ପତ୍ତି ଉନ୍ନୟନ କାର୍ଯ୍ୟ ନିମନ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। କୌଣସି ସ୍ଥାନକୁ କେହି ଅକ୍ତିଆର କରିବାକୁ ଉଦ୍ୟମ କରିବା ମାତ୍ରେ ତୁରନ୍ତ ଖବର ପହଞ୍ଚତ୍ବ…

ଯନ୍ତ୍ରଣା ଭୋଗୁଛନ୍ତି କ୍ଷତିପ୍ରଭା

ଭଦ୍ରକ ଅଫିସ,୭।୮-ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଖାଦ୍ୟନଳୀ କାଟିଦେଲେ। ଡାକ୍ତରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଯନ୍ତ୍ରଣା ଭୋଗୁଛନ୍ତି ମହିଳା। ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପଳିକିରି(ଗୋପାଳପୁର) ଗଁାର କ୍ଷତିପ୍ରଭା ବାରିକ(୩୧)ଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। ପରିବାର…

ଘାସ ବିକ୍ରିରେ ବଞ୍ଚିଛି ସଂସ୍ଥା

ବାରିପଦା ଅଫିସ,୭ା୮-ମୟୂରଭଞ୍ଜ ଜିଲା ବାରିପଦା ସଦର ଉପକଣ୍ଠରେ ରହିଛି ଏସିଆର ସର୍ବବୃହତ ଷଣ୍ଢ ପାଳନ କେନ୍ଦ୍ର। ପୂର୍ବରୁ ଏଠାରେ ଗୋ-ପ୍ରଜନନ ଓ ଦୁଗ୍ଧ ଉତ୍ପାଦାନ କେନ୍ଦ୍ର କାର୍ଯ୍ୟକ୍ଷମ ଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଗୋପାଳନ ଆଶ୍ରୟସ୍ଥଳୀ, ଅଫିସ…

୨୦ ଜିଲାରେ ହୋଇପାରେ ମରୁଡ଼ି

ଭୁବନେଶ୍ୱର,୬।୮(ବ୍ୟୁରୋ): ଓଡ଼ିଶାକୁ ଜୁନ୍‌ ୧ରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶ କରିଥିଲା। ଠିକ୍‌ ସମୟରେ ମୌସୁମୀ ଆସିଥିଲେ ମଧ୍ୟ କିଛି ସ୍ଥାନରେ ବର୍ଷା ଅଭାବ ରହିଛି। ଫଳରେ ରାଜ୍ୟର ୨୦ଟି ଜିଲାରେ ମରୁଡ଼ି ସ୍ଥିତି ଦେଖାଦେଇଛି। ଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

ଶ୍ମଶାନରେ ୩ ଭାଲୁ, ଜଗି ରହିଛି ବନ ବିଭାଗ

ନନ୍ଦାହାଣ୍ଡି, ୬।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତରେ ଭାଲୁ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୩ଟି ଭାଲୁ ଦହଣା ଗ୍ରାମ ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ଶ୍ମଶାନରେ ଥିବା ଏକ ଘରେ ପଶି ରହିଛନ୍ତି। ସ୍ଥାନୀୟ ଲୋକେ ଏ ନେଇ ନବରଙ୍ଗପୁର…

୫ ହଜାର ସ୍କୁଲରେ ହେବ ଖେଳପଡ଼ିଆ

ଭୁବନେଶ୍ୱର,୬।୮(ବ୍ୟୁରୋ): ରାଜ୍ୟର ୫ହଜାର ବିଦ୍ୟାଳୟରେ ଖେଳପଡ଼ିଆ ନିର୍ମାଣ କରାଯିବ। ଚଳିତ ବର୍ଷ ୧ ହଜାର ବିଦ୍ୟାଳୟରେ ଖେଳପଡ଼ିଆ ହେବ। ବାକି ୪ ହଜାର ପର୍ଯ୍ୟାୟ କ୍ରମେ ୩ ବର୍ଷ ମଧ୍ୟରେ ଶେଷ ହେବ। ଶିଶୁ ଏବଂ ଯୁବପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା ଏବଂ…

ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ

ବୁଗୁଡ଼ା,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭଗବାନପୁର-ଶୁଳିଆପଲ୍ଲୀ ରାସ୍ତାରେ ହାତୀ ଆକ୍ରମଣରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବୁଗୁଡ଼ା ଥାନା ଅଧୀନ ଅରଖପୁର ଗ୍ରାମର ସୁଶାନ୍ତ ଦଳେଇ ଓ ମନୋଜ ପ୍ରଧାନ। ମିଳିଥିବା ସୂଚନା ମୁତାବକ,…

ମହିଳା ହକି ଟିମ୍‌ ସହ ଭିଡିଓ କଲ୍‌ରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ା୮(ବ୍ୟୁରୋ): ମହିଳା ହକି ଟିମ୍‌ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଲ୍‌ରେ କଥା ହେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଦ୍ଧା ମନୋବଳ ଦୃଢ଼ କରିବାକୁ ନବୀନ…

ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି, ପିଜି ଅଫ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର,୬ା୮(ବ୍ୟୁରୋ): କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଗଷ୍ଟ ୧୬ରୁ ୟୁଜି ଓ ପିଜି ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହେବ। ଏଥିସହ ହଷ୍ଟେଲ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି। ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା…

ମରୁଡ଼ି କବଳରେ କେନ୍ଦ୍ରାପଡ଼ାର ଧାନଚାଷ

କେନ୍ଦ୍ରାପଡ଼ା ଅଫିସ,୬।୮: ବାତ୍ୟା ୟାସ୍‌ ବ୍ୟତୀତ ଫେବୃୟାରୀଠାରୁ କେନ୍ଦ୍ରାପଡ଼ା ଜିଲାରେ ସ୍ବାଭାବିକ ବର୍ଷା ହୋଇନାହିଁ। ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ବର୍ଷା ଅଭାବରୁ ଚଳିତବର୍ଷ ଖରିଫ ଧାନ ଚାଷ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି। ଜୁଲାଇରେ…

ବିକାଶଠୁ ଦୂରରେ ହୁକିଟୋଲା ଦ୍ୱୀପ

ମହାକାଳପଡ଼ା,୬।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବଙ୍ଗୋସାଗର ପାଶର୍‌ବ ଏକ ନିର୍ଜନ ସ୍ଥାନରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହୁକିଟୋଲା ଦ୍ୱୀପନିର୍ମାଣ କରାଯାଇଥିଲା। ଏହି ଐତିହ୍ୟ ସ୍ଥଳର ବିକାଶ ବହୁ ଦୂରରେ ରହିଥିବା ଅଭିଯୋଗ ହେଉଛି। ସୂଚନା…

ଏମିତି ଲଢେଇ ଜାରି ରହୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୮(ବ୍ୟୁରୋ): ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଭାରତୀୟ ମହିଳା ହକି ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲେଇରେ ଦଳ ଗ୍ରେଟ ବ୍ରିଟେନ ଠାରୁ ୪-୩ ଗୋଲରେ ହାରିଯାଇଛି। ଏହି ମ୍ୟାଚ ହାରି ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri