ରାଜ୍ୟ

ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

କଟକ ଅଫିସ,୨ା୩(ବ୍ୟୁରୋ): ପୌର ନିର୍ବାଚନ ପାଇ ରାଜନୀତି ପାଣିପାଗ ସରଗରମ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନେତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏହାରି ଭିତରେ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା…

ଆସନ୍ତାକାଲିଠୁ ଖୋଲିବ ମା’ ତାରିଣୀ ମନ୍ଦିର: ମାନିବାକୁ ପଡ଼ିବ ଏସବୁ ନିୟମ

କେନ୍ଦୁଝର,୨ା୩(ସ୍ବ.ପ୍ର.): କୋଭିଡ୍‌ ଆଇନରେ କୋହଳ ହେବା ପରେ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୩ରୁ ଘଟଗାଁ ମା’ ତାରିଣୀ ପୀଠ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ପାଇଁ କୋଭିଡ୍‌ ନିୟମାନୁଯାୟୀ ଖୋଲିବ। ଜିଲାପାଳଙ୍କ ଆଦେଶ କ୍ରମେ ମା’ ତାରିଣୀ ଟ୍ରଷ୍ଟ ପକ୍ଷରୁ ବୁଧବାର…

ପୌର ନିର୍ବାଚନ: ପ୍ରଥମ ଦିନରେ କେହି ଦାଖଲ କଲେନି ନାମାଙ୍କନପତ୍ର

ଗଞ୍ଜାମ,୨ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବ ପୌର ନିର୍ବାଚନ। ଏଥିପାଇଁ ୨ରୁ ୭ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ବୁଧବାର ହେଉଛି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ l ଖବର ଶେଷ ସୁଦ୍ଧା…

କୋଣାର୍କ ଏକ୍ସପ୍ରେସରୁ ଜବତ ହେଲା ୧୬ କୋଟିର ସୁନା, ୪ଟି ବ୍ୟାଗ୍‌ରେ ଥିଲା ୩୨ କେଜି

ଭୁବନେଶ୍ୱର,୨।୩(ବ୍ୟୁରୋ): କୋଣାର୍କ ଏକ୍ସପ୍ରେସରୁ ୧୬ କୋଟି ଟଙ୍କାର ସୁନା ଜିଆର୍‌ପି ପୋଲିସ ଜବତ କରିଛି। ଜବତ ସୁନା ସହ ୪ ଜଣଙ୍କୁ ଅଟକ ରଖାଯାଇଛି। ଖବର ଅନୁଯାୟୀ, କୋଣାର୍କ ଏକ୍ସପ୍ରେସ୍‌ରେ ସୁନା ଆସୁଥିବା ଜିଆର୍‌ପିକୁ ସୂଚନା ମିଳିଥିଲା । ପୂର୍ବ ସୂଚନା…

ଜୁଲାଇ ୩୧ ସୁଦ୍ଧା ୟୁଜି,ପିଜି ଶେଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୨।୩(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆସନ୍ତା ଜୁଲାଇ ୩୧ ସୁଦ୍ଧା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛିି । ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ଡିଗ୍ରୀ କଲେଜର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର…

ମହେନ୍ଦ୍ରଗିରିରେ ବିନା ଭକ୍ତରେ ଶିବରାତ୍ରି

ପାରଳାଖେମୁଣ୍ଡି,୨।୩ ଗଜପତି ଜିଲାର ମହେନ୍ଦ୍ରଗିରି ପାହାଡ଼ରେ ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଶିବରାତ୍ରି ଓ ଜାଗର ଯାତ୍ରା ପାଳନ କରାଯାଇଛି । ପରମ୍ପରା ଅନୁସାରେ, ମହାଶିବରାତ୍ରି ସୋମବାର ରାତିରେ ମହେନ୍ଦ୍ରଗିରିଠାରେ ଜାଗର ପାଳନ ସହ ମହାଦୀପ ଉଠିଛି। ଜିଲାପାଳ ଲିଙ୍ଗରାଜ ପଣ୍ଡା…

ଗଞ୍ଜାମ ଜିଲାରେ ଖାତା ଖୋଲିନି କଂଗ୍ରେସ

ବ୍ରହ୍ମପୁର ଅଫିସ,୨।୩ ଗଞ୍ଜାମରେ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଜୋନର ଚୂଡ଼ାନ୍ତ ଭୋଟ ଫଳାଫଳ ସରକାରୀ ଭାବେ ପ୍ରକାଶ ପାଇଛି। ୬୯ ଜୋନରେ ବିଭିନ୍ନ ଦଳ ଓ ସ୍ବାଧୀନ ଭାବେ ୨୫୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେଥିରୁ ବିଜେଡିରୁ ୬୭ ଏବଂ…

ଡ୍ରେନ୍‌, ଶୌଚାଳୟ ସମସ୍ୟାରେ ସ୍ଥାନୀୟ ବାସିନ୍ଦା

ବ୍ରହ୍ମପୁର ଅଫିସ,୨।୩ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩୨ ନଂ. ୱାର୍ଡ, ଯାହାକି ବର୍ତ୍ତମାନ ୩୪ ନଂ. ୱାର୍ଡରେ ପରିଣତ ହୋଇଛି। ଏହି ୱାର୍ଡରେ ଭୋଟର ସଂଖ୍ୟା ୬୦୩୫। ପୁରୁଷ ୩୦୦୩ ଓ ମହିଳା ଭୋଟର ସଂଖ୍ୟା ୩୦୩୨ ରହିଛି। ଏହି…

କଟକଣାରେ ଦୀପ ଜାଳିଲେ

ବାରିପଦା ଅଫିସ/ବାଙ୍ଗିରିପୋଷି/ କୁଆମରା/ ରାଇରଙ୍ଗପୁର, ୨।୩(ଡି.ଏନ.ଏ.) ମୟୂରଭଞ୍ଜ ଜିଲାର ବିଭିନ୍ନ ଶୈବ ପୀଠରେ କୋଭିଡ୍‌ କଟକଣାରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି। କୋଭିଡ୍‌ କଟକଣାରେ ଶ୍ରଦ୍ଧାଳୁମାନେ ଶିବ ଦର୍ଶନ କରିବା ସହ ଜାଗର ଦୀପ ଜାଳିଥିଲେ। ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ଶୈବପୀଠରେ ମଙ୍ଗଳବାର…

ଭକ୍ତମୟ ଆଖଣ୍ଡଳମଣି ପୀଠ

ଆରଡି, ୨।୩(ଡି.ଏନ.ଏ.) ଭଦ୍ରକ ଜିଲାର ଆରଡ଼ି ଆଖଣ୍ଡଳମଣି ପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ଭିଡ଼ ହୋଇଥିଲା। ମଙ୍ଗଳବାର ଭୋର ୪ଟାରେ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା ା ସାଢେ ୪ଟାରେ ବାବାଙ୍କ ସ୍ନାନକୃତ୍ୟ ସମ୍ପନ୍ନ ପରେ କନିକା ରାଜାଙ୍କ…

ରାଜଧାନୀରୁ ଜବତ ହେଲା ୭ଲକ୍ଷ ଟଙ୍କାର ନକଲି ନୋଟ

ଭୁବନେଶ୍ବର ୦୨।୦୩ : ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି । ଏଥିରେ ୨ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ତେବେ ଜାଲ ନୋଟ କାରବାର…

ଆଶାୟୀଙ୍କ ସଂଖ୍ୟା ବଢ଼ୁଛ

ବାରିପଦା ଅଫିସ,୨।୩ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ମୟୂରଭଞ୍ଜ ଜିଲା ପରିଷଦ ଗଠନକୁ ନେଇ ଚର୍ଚ୍ଚା ଜୋର ଧାରିଲାଣି। ଏହି ଜିଲାରେ ବିଜେଡି ଏକ ତରଫା ବିଜୟ ହାସଲ କରିଛି। ମୋଟ ୫୬ ଆସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri