ଆଜି ନାମାଙ୍କନ ପତ୍ର ଦାଖଲ ଶେଷ
ଭୁବନେଶ୍ୱର,୭ା୩(ବ୍ୟୁରୋ): ଆସନ୍ତା ୨୪ ତାରିଖରେ ରାଜ୍ୟରେ ୧୦୬ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଏବଂ ୩ ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ଅପରାହ୍ନ ୫ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ଶେଷ ହେବ। ଏ ନେଇ ରବିବାର…
କାଠ ସଂଗ୍ରହ କରିବାକୁ ଯାଇ ଯୁବତୀ ଖାଇଲେ ଗୁଳି ମାଡ଼
ସୁନ୍ଦରଗଡ଼, ୬।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ସଦର ବ୍ଲକ ଧରୁଆଡିହି ଥାନା ଅନ୍ତର୍ଗତ ଲମଟି ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ଅଭାବନୀୟ ଘଟଣା ଘଟିଛି। ମହିଳାମାନଙ୍କ ସହ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ଉର୍ବଶୀ ନାଏକ (୧୮) ନାମ୍ନୀ ଜଣେ…
୨୦୩୦ ସୁଦ୍ଧା ଫାଇଲେରିଆ ନିରାକରଣ କରାଯିବ
ଭୁବନେଶ୍ୱର,୬।୩(ବ୍ୟୁରୋ): ଲିମ୍ଫାଟିକ ଫାଇଲେରିଆସିସ୍(ଏଲ୍ଏଫ୍) ନିରାକରଣ ନିମନ୍ତେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୭ଟି ସୀମାନ୍ତ ଜିଲାରେ ସାମୂହିକ ଔଷଧ ସେବନ(ଏମ୍ଡିଏ) କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୬ ତାରିଖ…
ଗଞ୍ଜାମ ଏନ୍ଏସି ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରାର୍ଥୀ
ଗଞ୍ଜାମ,୬ା୩(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଚେୟାରମ୍ୟାନ ପ୍ରାର୍ଥୀ ଝୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନସିଲର ପ୍ରାର୍ଥୀ ରବିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେଡି ଚେୟାରମ୍ୟାନ…
ବିଧାନସଭାର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ, ଟିଭି ପାଇଁ ଚାଲିଛି ପ୍ରସ୍ତୁତି
ଭୁବନେଶ୍ୱର,୬ା୩(ବ୍ୟୁରୋ): ଓଡିଶା ବିଧାନସଭାର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ ହୋଇଛି। ଶନିବାରଠାରୁ ଏହା ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା …
ବାଲିଗୁଡ଼ା ପୌରପରିଷଦ ପାଇଁ ପ୍ରାର୍ଥୀ ଦେଲା ବିଜେଡି
ବାଲିଗୁଡ଼ା,୬ା୩(ଡି.ଏନ୍.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ଓ୍ବାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ…
ରୋଡ୍ ଡିଭାଇଡରରେ ପିଟିହେଲା କାର୍, ୨ ଗୁରୁତର
ସାକ୍ଷୀଗୋପାଳ,୬ା୩(ଡି.ଏନ୍.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ବଡ଼କାଞ୍ଜିଆଛକ ନିକଟରେ ପୁରୀ ଯାଉଥିବା ଏକ କାର୍ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭୁବନେଶ୍ୱରରୁ ୪ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଓଡି ୦୨ ବି.ଜି ୭୭୪୪ ନମ୍ବର କାର୍ଟି ଭାରସାମ୍ୟ…
ଟ୍ୟାପ୍ରେ ପାଣି ଆସୁନି, ଜଳକଷ୍ଟ ଭୋଗୁଛନ୍ତିି ଲୋକେ
ବୈପାରିଗୁଡ଼ା,୬।୩(ଡି.ଏନ୍.ଏ.): ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲାଗି ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଦାୟିତ୍ବହୀନତା ଓ ତଦାରଖ ଅଭାବରୁ ଯୋଜନା ଫସରଫାଟୁଛି। କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଳକରେ ଏପରି ଦେଖିବାକୁ ମିଳିଛି। ଖବରରୁ ଜଣାପଡ଼ିଛି, ୨ ବର୍ଷ ତଳେ…
ରାଜନୀତି ସରଗରମ : ଆଜି ଆସିପାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର,୬।୩(ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛିି। ନାମାଙ୍କନ ପାଇଁ ଆଉ ଦୁଇ ଦିନ ସମୟ ରହିଥିବା ବେଳେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ। ଭୁବନେଶ୍ୱର, କଟକ ପାଇଁ ଭାଜପା ମେୟର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଯାଏ…
ସିଏମ୍ସି ଲାଗି ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କଲା ଭାଜପା
କଟକ ଅଫିସ,୬।୩: ବର୍ତ୍ତମାନ ୩ ମହାନଗର ନିଗମରେି ରାଜନୀତି ସରଗରମ ହେଉଛି। ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶୁକ୍ରବାର କଟକ ମହାନଗର ନିଗମ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସିଏମ୍ସି…
ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୦୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…
ଚତୁର୍ଥ ଦିନରେ ୩୭ଟି ନାମାଙ୍କନ ଦାଖଲ
ଭୁବନେଶ୍ୱର,୬।୩(ବ୍ୟୁରୋ): ନାମାଙ୍କନ ଦାଖଲର ଶନିବାର ଥିଲା ଚତୁର୍ଥ ଦିନ । ଓଡ଼ଶାରୁ ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ୩୭ଟି ଏବଂ କାଉନସିଲର ଓ କର୍ପୋରେଟର ପାଇଁ ୨୭୫ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ସାମୁହିକ ଭାବେ ୭୧୩ଟି କର୍ପୋରେଟର…
Archives


