ରାଜ୍ୟ

ରୋଡ୍‌ ଡିଭାଇଡରରେ ପିଟିହେଲା କାର୍‌, ୨ ଗୁରୁତର

ସାକ୍ଷୀଗୋପାଳ,୬ା୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ବଡ଼କାଞ୍ଜିଆଛକ ନିକଟରେ ପୁରୀ ଯାଉଥିବା ଏକ କାର୍‌ ରବିବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଭୁବନେଶ୍ୱରରୁ ୪ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ଓଡି ୦୨ ବି.ଜି ୭୭୪୪ ନମ୍ବର କାର୍‌ଟି ଭାରସାମ୍ୟ…

ଟ୍ୟାପ୍‌ରେ ପାଣି ଆସୁନି, ଜଳକଷ୍ଟ ଭୋଗୁଛନ୍ତିି ଲୋକେ

ବୈପାରିଗୁଡ଼ା,୬।୩(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ଲାଗି ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଦାୟିତ୍ବହୀନତା ଓ ତଦାରଖ ଅଭାବରୁ ଯୋଜନା ଫସରଫାଟୁଛି। କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଳକରେ ଏପରି ଦେଖିବାକୁ ମିଳିଛି। ଖବରରୁ ଜଣାପଡ଼ିଛି, ୨ ବର୍ଷ ତଳେ…

ରାଜନୀତି ସରଗରମ : ଆଜି ଆସିପାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୬।୩(ବ୍ୟୁରୋ): ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛିି। ନାମାଙ୍କନ ପାଇଁ ଆଉ ଦୁଇ ଦିନ ସମୟ ରହିଥିବା ବେଳେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ। ଭୁବନେଶ୍ୱର, କଟକ ପାଇଁ ଭାଜପା ମେୟର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଯାଏ…

ସିଏମ୍‌ସି ଲାଗି ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ କଲା ଭାଜପା

କଟକ ଅଫିସ,୬।୩: ବର୍ତ୍ତମାନ ୩ ମହାନଗର ନିଗମରେି ରାଜନୀତି ସରଗରମ ହେଉଛି। ତିନି ମହାନଗର ନିଗମର ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଶୁକ୍ରବାର କଟକ ମହାନଗର ନିଗମ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସିଏମ୍‌ସି…

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୦୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…

ଚତୁର୍ଥ ଦିନରେ ୩୭ଟି ନାମାଙ୍କନ ଦାଖଲ

ଭୁବନେଶ୍ୱର,୬।୩(ବ୍ୟୁରୋ): ନାମାଙ୍କନ ଦାଖଲର ଶନିବାର ଥିଲା ଚତୁର୍ଥ ଦିନ । ଓଡ଼ଶାରୁ ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ୩୭ଟି ଏବଂ କାଉନସିଲର ଓ କର୍ପୋରେଟର ପାଇଁ ୨୭୫ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ସାମୁହିକ ଭାବେ ୭୧୩ଟି କର୍ପୋରେଟର…

୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର ଅଫିସ,୬ା୩: ଥମୁନି  ଧଳା ଜହର କାରବାର। ବାଲେଶ୍ୱର ଜିଲା କମର୍ଦ୍ଦା ବଜାରରୁ ୨୬୦ ଗ୍ରାମର ବ୍ରାଉନସୁଗାର ଜବତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ଧଳା ଜହର ଆନୁମାନିକ ବଜାରର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ। ସୂଚନାନୁସାରେ,…

ଖସୁଛି ସଂକ୍ରମଣ: ଆଜି ୧୨୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟରେ ରବିବାର ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫୪ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

ପୋଲିସ ଛାଉଣୀରେ ଢିଙ୍କିଆରେ ଜନଶୁଣାଣି

କୁଜଙ୍ଗ,୬।୩(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ଦ୍ୱିତୀୟ ଥର ପାଇଁ ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ୫ ଜଣିଆ ଆଇନଜୀବୀ କମିଟି ସଦସ୍ୟଙ୍କ ଉପସ୍ଥିତିରେ ପୋଲିସ ଛାଉଣୀ ମଧ୍ୟରେ ଶନିବାର…

ଘୋଡ଼ାବେପାର ଉପରେ ନଜର

ପୁରୀ ଅଫିସ,୬।୩: ପୁରୀ ସଦର ବ୍ଲକ୍‌ ଅଧ୍ୟକ୍ଷ ପଦ କାହା ହାତକୁ ଯିବ ସେକଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ପୁରୀ ସଦରର ୩୦ ବିଜୟୀ ସମିତିସଭ୍ୟଙ୍କୁ ନେଇ ଯେଉଁ ରାଜନୀତି ଚାଲିଛି ତାକୁ ଦେଖିଲେ ବ୍ଲକ୍‌ କାହା ହାତକୁ ସେକଥା…

ପାରାଦୀପ-ଭଦ୍ରସାହି ଅର୍ଥନୈତିକ କରିଡର ବିକାଶ ପାଇଁ ପ୍ରସ୍ତାବ ଦେଲା ରାଜ୍ୟ

ଭୁବନେଶ୍ୱର,୬।୩(ବ୍ୟୁରୋ): ପାରାଦୀପରୁ ଭଦ୍ରସାହି-ବଡ଼ବିଲ ଅର୍ଥନୈତିକ କରିଡର ବିକାଶ କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି। ରାଜ୍ୟ ସରକାର ଜମି ଅଧିଗ୍ରହଣ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୁକ୍ରବାର କେନ୍ଦ୍ର…

ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର,୬।୩(ବ୍ୟୁରୋ): ଖଣ୍ଡଗିରିରେ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜିତେନ୍ଦ୍ର ପ୍ରସାଦ ଦାସ (୪୨)। ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଧୀନ ଅନ୍ଦୁଳିରେ। ସେ ପ୍ରମେୟ ଖବରକାଗଜର ବରିଷ୍ଠ ସହ ସମ୍ପାଦକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri