ରାଜ୍ୟ

୨୦୨୨-୨୩ରେ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ

ସମ୍ବଲପୁର,୮ା୪ (ବ୍ୟୁରୋ): ଦେଶର ଅନ୍ୟ ଅଭୟାରଣ୍ୟ ତୁଳନାରେ ସମ୍ବଲପୁରର ଡେବ୍ରିଗଡ ଅଭୟାରଣ୍ୟକୁ ୨୦୨୨-୨୩ ବର୍ଷରେ ସର୍ବାଧିକ ପର୍ଯ୍ୟଟକ ଆସିଛନ୍ତି। ଏହି ବର୍ଷରେ ଏଠାରେ ଥିବା ଇକୋ ଟୁରିଜମରୁ ୨ କୋଟି ୫୦ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଥିବା ବେଳେ ପ୍ରାୟ…

ସାଇବର ଅପରାଧୀଙ୍କୁ ବଳପାଉନି

ଭୁବନେଶ୍ୱର, ୮।୪(ବ୍ୟୁରୋ): ସମୟ ବଦଳୁଛି। ବୈଷୟିକ ଜ୍ଞାନକୌଶଳର ପ୍ରସାର ଘଟୁଛି। ଇଣ୍ଟରନେଟ୍‌, କମ୍ପ୍ୟୁଟର, ସୋସିଆଲ ମିଡିଆ ଆଦିର ବହୁଳ ବ୍ୟବହାର ହେଉଛି। ଗୋଟିଏ ପଟେ ଡିଜିଟାଲ ଦେଣନେଣ ବୃଦ୍ଧି ପାଉଥିବାବେଳେ ସମାନ୍ତରାଳ ଭାବେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ମଧ୍ୟ ବଢ଼ିଚାଲିଛି। ସେମାନେ…

ବାଲେଶ୍ୱର ମୁଖ୍ୟ ଗିରଫ, ରିମାଣ୍ଡରେ ଆଣି ଜେରା

ଭୁବନେଶ୍ୱର,(ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୮।୪: ଆମେରିକାରୁ ପରିଚାଳିତ ମୋବାଇଲ ଆପ୍‌ ‘କ୍ଲାଉଡ୍‌ ଫଟ୍‌’ରେ ଅଳ୍ପ ଟଙ୍କା ନିବେଶ କରି ଲକ୍ଷାଧିକ ଟଙ୍କା ପାଇବା ଆଶାରେ ଦେଶବ୍ୟାପୀ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଠକେଇର ଶିକାର ହୋଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ…

ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ

ମାଲକାନଗିରି,୭ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁରରେ ମାଓବାଦୀ ହିଂସା ଦେଖିବାକୁ ମିଳିଛି। ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ବୋମାକୁ ନିଷ୍କ୍ରିୟ କରିବାକୁ ଯାଇ ଜଣେ ଯବାନ ଗୁରୁତର ହୋଇଛନ୍ତି। ବୋମା ନିଷ୍କ୍ରିୟ ବେଳେ ଏହା ବିସ୍ଫୋରଣ ହୋଇଥିଲା। ସମ୍ପୃକ୍ତ ଯବାନ ଜଣକ…

୩୯ ଡିଗ୍ରୀ ଉପରେ ୩ ସହର: ଆସନ୍ତା ୩ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୭।୪(ବ୍ୟୁରୋ) : ରାଜ୍ୟରେ ବର୍ଷା କମିବା ସହ ଖରାତାତି ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟର ୩ ସହରରେ ତାମପାତ୍ରା ୩୯ ଡିଗ୍ରୀ ଓ ତାହାଠାରୁ ଅଧିକ ରହିଥିଲା। ରାଉରକେଲା ଓ ଝାରସୁଗୁଡ଼ାରେ ୩୯.୪ ଡିଗ୍ରୀ ସେଲସିୟସ୍‌ ଏବଂ ବାରିପଦାରେ ତାପମାତ୍ରା ୩୯…

ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଏଣିକି ରାଜ୍ୟର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ। ଏହାର ଉଲ୍ଲଂଘନ କଲେ ପ୍ରଥମେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ଦିନିଆ ନୋଟିସ ପଠାଯିବ। ଏହାପରେ ଅନୁପାଳନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଗୁରୁବାର ଓଡ଼ିଆ…

ଖାତାରେ ଜମା ନାଁରେ ୧୫ ଲକ୍ଷ ଆତ୍ମସାତ୍‌

ଭୁବନେଶ୍ୱର,୭।୪ (ବ୍ୟୁରୋ): ଲୋକଙ୍କଠାରୁ ଟଙ୍କା ଆଦାୟ କରି ଜମା ନାଁରେ ୧୫ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଲିଙ୍ଗରାଜ ଥାନା ପୋଲିସ ଜଣେ ମହିଳା ଡାକ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଉକ୍ତ…

ବରପୁତ୍ରଙ୍କୁ ଅସମ୍ମାନ କରା ନ ଯାଉ: ଧର୍ମେନ୍ଦ୍ର

ଭୁବନେଶ୍ବର, ୭ା୪(ବ୍ୟୁରୋ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୋଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ…

ପ୍ରତିଷ୍ଠା ଦିବସ ପାଳିଲା ଭାଜପା

ଭୁବନେଶ୍ବର, ୭ା୪(ବ୍ୟୁରୋ): ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଅନୁଷ୍ଠିତ ଦଳର ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ସହିତ ଦଳର ପ୍ରତିଷ୍ଠାତା ସଭାପତି…

ଚୌଦ୍ୱାରରୁ ଜର୍ମାନୀ ଯିବେ ସାଇମୀନାକ୍ଷୀ

କଟକ ଅଫିସ,୭ା୪: କଟକ ଜିଲା ଚୌଦ୍ୱାରରୁ ଜର୍ମାନୀ ଯିବେ ସାଇମୀନାକ୍ଷୀ। ଜର୍ମାନୀର ଥାଙ୍ଗାଭେଲ ଦମ୍ପତି ଅନାଥ ଶିଶୁକନ୍ୟା ସାଇମୀନାକ୍ଷୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଫଳରେ ସାଇମୀନାକ୍ଷୀଙ୍କ ନୂଆ ଠିକଣା ହୋଇଛି ଜର୍ମାନୀର ଲଣ୍ଡୌଏର ଷ୍ଟ୍ରାବେ-୧୦୦। ଏଥିସହ ସାଇମୀନାକ୍ଷୀ ମାତାପିତା,…

ଶେଷ ପର୍ଯ୍ୟାୟରେ ବରମୁଣ୍ଡା ଆଇଏସ୍‌ବିଟି

ଭୁବନେଶ୍ୱର,୭।୪(ବ୍ୟୁରୋ): ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ (ଆଇଏସ୍‌ବିଟି)ର ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଇତିମଧ୍ୟରେ ମୁଖ୍ୟ ବିଲ୍ଡିଂ ନିର୍ମାଣ କାମ ଶେଷ ହୋଇଥିବାବେଳେ ଏହାର ଇଣ୍ଟେରିଅର କାମ ଚାଲୁ ରହିଛି। ବସ୍‌ଷ୍ଟାଣ୍ଡର ପାରିପାଶର୍‌ବିକ ବିକାଶ କାର୍ଯ୍ୟ କିପରି ତ୍ୱରାନ୍ବିତ…

ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ୨ଲକ୍ଷ ଠକେଇ: ଖେଳାଳି ଗିରଫ

ଭୁବନେଶ୍ୱର,୭।୪ (ବ୍ୟୁରୋ): ମୋବାଇଲ ବିକ୍ରି ପାଇଁ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ୨ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ଜଣେ କଲେଜ ଛାତ୍ର ତଥା ଅଣ୍ଡର-୧୯ କ୍ରିକେଟ୍‌ ଦଳର ଖେଳାଳିଙ୍କୁ ସାଇବର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?