ରାଜ୍ୟ

ପାର୍କିଂ,ଦୁର୍ଘଟଣାଗ୍ରସ୍ତ ଗାଡ଼ି ନେଉଛି ଜୀବନ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଜାତୀୟ ରାଜପଥ ଉପରେ ଖରାପ ହୋଇ ପଡ଼ିରହିଥିବା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡିଗୁଡିକ ଦୀର୍ଘଦିନ ଧରି ପଡ଼ିରହୁଛି। ଏଥିଯୋଗୁ ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ସେହି ଗାଡ଼ିଗୁଡିକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ହଟାଯାଉ ନାହିଁ। ଏହାକୁ ନେଇ ରାଜ୍ୟ…

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଭୁବନେଶ୍ବର, ୭।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ନେତାଙ୍କୁ ବ୍ଲକସ୍ତରରେ ଶୁକ୍ରବାର ଦାୟିତ୍ୱ ଦିଆଯାଇଛି। ମୋଟ ୧୨ ଜଣ ପର୍ଯ୍ୟବେକ୍ଷକ ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲଟିସ୍ତରରେ ନିଯୁକ୍ତି ପାଇଛନ୍ତି । କିରିମିରା ବ୍ଲକ ପାଇଁ ଅତନୁ ସବ୍ୟସାଚୀ ନାୟକ ଏବଂ ଟୁକୁନି…

ହନୁମାନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ମନ୍ତ୍ରୀ

କୋକସରା,୬।୪(ଡି.ଏନ୍‌.ଏ.): ହନୁମାନ ଜନ୍ମୋତ୍ସବ ଅବସରରେ କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ଥିବା ବଜରଙ୍ଗବଳୀ ମନ୍ଦିରରେ ହନୁମାନ ଜୟନ୍ତୀ ମହାଆଡମ୍ବରରେ ପାଳନ କରାଯାଇଛି। ଏହି ଉପଲକ୍ଷେ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ପୂଜାବିଧି ସହ ୧୦୮ ସବାମଣି ଭୋଗ ଅର୍ପଣ କରାଯାଇଥିଲା।…

ଶ୍ରମିକଙ୍କ ମଜୁରୀ ବଢ଼ାଇଲେ ସରକାର

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ମଜୁରୀ ବଢ଼ାଇଛନ୍ତି। ଏହି ମଜୁରୀ ୧୨ଟଙ୍କାକୁ ବୃଦ୍ଧି କରାଯାଇଥିବା ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ…

ବଦଳିଲେ ଝାରସୁଗୁଡ଼ା ଜିଲାପାଳ

ବ୍ରଜରାଜନଗର,୬।୪(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲଙ୍କୁ ଗୁରୁବାର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସୁବର୍ଣ୍ଣପୁର ଜିଲାପାଳ ଆବୋଲି ସୁନୀଲ ନରଓ୍ବଣେଙ୍କୁ ଅବସ୍ଥାପିତ କରାଯାଇଛି। ଏପରି କି ତୁରନ୍ତ ଦାୟିତ୍ୱ ନେଇ ଝାରସୁଗୁଡ଼ା ଜିଲାପାଳ ଭାବେ ଯୋଗଦେବାକୁ ତାଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।…

କଶ୍ମୀରର ଭ୍ରମ ସୃଷ୍ଟି କରୁଛି ଆମପାଣି

କୋକସରା,୬ା୪(ଡି.ଏନ୍‌.ଏ.): କିଛିଦିନ ହେବ କୋକସରା ବ୍ଲକ ଅଞ୍ଚଳରେ ଅପରାହ୍ନରେ ଝଡ଼ ତୋଫାନ ସହ ତୁହାକୁତୁହା ବର୍ଷା ଲାଗି ରହିଛି। ଗୁରୁବାର ଅପରାହ୍ନରେ ବ୍ଲକର ଆମପାଣି, ବଡ଼ ପୋଡ଼ାଗୁଡ଼ା,ବରାଡଙ୍ଗା ପଞ୍ଚାୟତ ଅଞ୍ଚଳରେ ପ୍ରବଳ ଝଡ଼ ସହ କୁଆପଥର ବର୍ଷା ହୋଇଛି। ଆମପାଣି ଦେଇ…

୨ ବାଇକ୍‌ ମୁହାଁମୁହିଁ: ବାପା ମୃତ, ପୁଅ ଗୁରୁତର

ଦିଗପହଣ୍ଡି,୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଅନଙ୍ଗପୁର ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ୨ଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି।…

ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜଣେ ମୃତ, ଜଣେ ଗୁରୁତର

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା ଗ୍ରାମରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ଼ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଚାଷ ଜମିକୁ କାମ କରିବାକୁ ଯାଇଥିବା ଧଅଁରପୁର ପଞ୍ଚାୟତ ଆମ୍ବଗୁଡ଼ା…

କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ ଅଫିସ,୬ା୪: ଭଦ୍ରକ ଜିଲା ତିହିଡ଼ି ଥାନା ଝିଙ୍କିରିଆରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଖେଳୁଥିବା ବେଳେ ୪ ଶିଶୁ କୀଟନାଶକ ପିଇ ଦେଇଛନ୍ତି। ଫଳରେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ସମସ୍ତଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି…

୪୦ ଲକ୍ଷ ଟଙ୍କାର ମୁଣ୍ଡଜାମିନ, ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୬ା୪: ଝାରସୁଗୁଡ଼ାରେ ନାବାଳକ ଅପହରଣ ଓ ଟଙ୍କା ପାଇଁ ନାବାଳକ ହତ୍ୟା ଘଟଣା ମନରୁ ନ ଲିଭିବା ପୂର୍ବରୁ ଏବେ ବାଲେଶ୍ୱର ଜିଲା ଚନ୍ଦନେଶ୍ୱର ନିକଟରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣା ବେଶ୍‌ ଆଲୋଡନ…

କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଭବାନୀପାଟଣା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ଚଳିତବର୍ଷ ପାଠପଢ଼ା ଆରମ୍ଭ ହେବ। ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ ଲାଗି ଅନୁମତି ମିଳିଥିବା ନ୍ୟାଶନାଲ ମେଡିକାଲ କମିଶନ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ସୂଚନା ଦେଇଛି। ୨୦୨୩-୨୪ ଶିକ୍ଷାବର୍ଷରୁ କଳାହାଣ୍ଡି…

ଲାଞ୍ଚ ନେଇ ବନ୍ଧାହେଲେ ଖଣ୍ଡଗିରି ଏସ୍‌ଆଇ

ଭୁବନେଶ୍ୱର,୬ା୪(ବ୍ୟୁରୋ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ କୁମାର ସ୍ବାଇଁ ଗିରଫ ହୋଇଛନ୍ତି। ଏକ ମାମଲାର ଦଫାରଫା କରିବା ପାଇଁ ନାକା ଗେଟ୍‌ ନିକଟରେ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?