ଖେଳ

କର୍ମନ କୌର ଥାଣ୍ଡିଙ୍କୁ ଦ୍ୱିତୀୟ ଟାଇଟଲ

ନୂଆଦିଲ୍ଲୀ, ୨୫ା୭: ଭାରତର କର୍ମନ କୌର ଥାଣ୍ଡି ଯୁକ୍ତରାଷ୍ଟ୍ର ଆମେରିକାରେ ଇଭାନ୍ସଭିଲେ ଇଭେଣ୍ଟ ଜିତିଛନ୍ତି। କର୍ମନ ୬୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଆଇଟିଏଫ୍‌ ଓମେନ୍ସ ଓ୍ବାଲର୍‌ଡ ଟୁର୍‌ ଫାଇନାଲରେ ୟୁକ୍ରେନ୍‌ର ୟୁଲିଆ ସ୍ତାରୋଦବ୍‌ସେଭାଙ୍କୁ ୭-୫, ୪-୬, ୬-୧ ସେଟ୍‌ରେ ହରାଇ…

ପାରା ବ୍ୟାଡ୍‌ମିଣ୍ଟନ ଟ୍ରାଏଲରେ ଓଡ଼ିଶାର ୪

ଭୁବନେଶ୍ୱର, ୨୫।୭(ତପନ ସ୍ବାଇଁ): ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଏସିଆନ ପାରା ଗେମ୍ସର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ ପାଇଁ ଚୟନ ଟ୍ରାଏଲ୍‌ ସୋମବାରଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ୪ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରମୋଦ ଭଗତ ସିଙ୍ଗଲ୍ସ, ଡବଲ୍ସ,…

ମନୀଷା, ଜବାମଣି, ପ୍ୟାରୀ, ଜୁଲି ସାମିଲ

ନୂଆଦିଲ୍ଲୀ, ୨୫।୭: ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ପକ୍ଷରୁ ଏଏଫ୍‌ସି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ରାଉଣ୍ଡ-୨ ପାଇଁ ସୋମବାର ୩୪ ଜଣିଆ ଭାରତୀୟ ସିନିୟର ମହିଳା ଫୁଟବଲ ସମ୍ଭାବ୍ୟ ଦଳ ତାଲିକା ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶାର ମନୀଷା ପାନ୍ନା, ଜବାମଣି ଟୁଡୁ,…

ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ କଲେ ଆରି ବଗର୍‌ସ

ଅକଲାଣ୍ଡ/ମେଲବର୍ନ, ୨୫ା୭: ଫିଫା ମହିଳା ଫୁଟବଲ୍‌ ବିଶ୍ୱକପ୍‌ରେ ସୋମବାର ଜର୍ମାନୀ ଓ ବ୍ରାଜିଲ ବୃହତ ବିଜୟ ହାସଲ କରିଛନ୍ତି। ଇଟାଲୀ ୧-୦ରେ ଆର୍ଜେଣ୍ଟିନାକୁ ହରାଇ ପଏଣ୍ଟ ଖାତା ଖୋଲିଥିବା ବେଳେ ବ୍ରାଜିଲର ଆରି ବଗର୍‌ସ ଚଳିତ ବିଶ୍ୱକପର ପ୍ରଥମ ହ୍ୟାଟ୍ରିକ୍‌ ଅର୍ଜନ…

ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ କଲେ ୱାସିମ, ବୁମ୍‌ରା ସମେତ ଏହି ଆହତ ଖେଳାଳିଙ୍କୁ କଲେ ସାମିଲ

ନୂଆଦିଲ୍ଲୀ,୨୪।୭: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏଥର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ଏହି ଟୁର୍ନାମେଣ୍ଟ ଆୟୋଜନ କରିବ। ଏଥିପାଇଁ ଭାରତରେ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି। ୱାସିମ ଜାଫର ବିଶ୍ୱକପ…

ଅନ୍ତିମ ଦିବସରେ ଭାରତକୁ ଆଉ ୨ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୪ା୭: କୋରିଆର ଚାଙ୍ଗ୍‌ଓନ୍‌ଠାରେ ଚାଲିଥିବା ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋର୍ଟ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌)ର ଜୁନିୟର ବିଶ୍ୱ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ କମଲଜିତ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ ଆଉ ୨ ସ୍ବର୍ଣ୍ଣ ଜିତିପାରିଛି। ସୋମବାର ସେ ପୁରୁଷ ୫୦ ମିଟର ପିସ୍ତଲର ଉଭୟ…

ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ସାମିଲ ହେଲା ମହିଳା ସଫ୍ଟବଲ

ନୂଆଦିଲ୍ଲୀ,୨୪।୭: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚାଇନାର ହାଙ୍ଗଝୋଉଠାରେ ହେବାକୁ ଥିବା ଏସିଆନ ଗେମ୍ସର ୧୯ତମ ସଂସ୍କରଣରେ ମହିଳା ସଫ୍ଟବଲ ସାମିଲ ହେବ। ଏଥିରେ ଭାରତୀୟ ମହିଳା ସଫ୍ଟବଲ ଦଳ ଅଂଶଗ୍ରହଣ କରିବ। ସଫ୍ଟବଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ବିଏଆଇ) ପକ୍ଷରୁ ସୋମବାର ୧୬…

ଆସନ୍ତା ବର୍ଷ ଆଇପିଏଲରେ ଖେଳିବେ ନାହିଁ ପନ୍ତ, ଭେଟେରାନ ଦ୍ରୁତ ବୋଲରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୪।୭: ବିସିସିଆଇ ନିକଟରେ ଆହତ ଖେଳାଳିଙ୍କ ଡାକ୍ତରୀ ରିପୋର୍ଟ ପ୍ରକାଶ କରିଥିଲା। ଗତ ବର୍ଷ ଶେଷରେ ଏକ କାର ଦୁର୍ଘଟଣାରେ ଆହତ ହୋଇଥିବା ରିଷଭ ପନ୍ତ ପୁଣି ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଥିବା ବୋର୍ଡ ସୂଚନା ଦେଇଥିଲା। ଏହି ଖବର କ୍ରିକେଟ…

ଇଶାନଙ୍କୁ ମିଳିବନି ସୁଯୋଗ! ପ୍ରଥମ ଦିନିକିଆରେ ଏଭଳି ହୋଇପାରେ ଟିମ ଇଣ୍ଡିଆର ପ୍ଲେ-୧୧

ନୂଆଦିଲ୍ଲୀ,୨୪।୭: ଟେଷ୍ଟ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହେବ। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁଲାଇ ୨୭ରୁ ଖେଳାଯିବ। ସବୁଠୁ ବଡ ପ୍ରଶ୍ନ ହେଉଛି ସଞ୍ଜୁ ସାମସନ ଦିନିକିଆ ସିରିଜରେ ସୁଯୋଗ ପାଇବେ ନା ଇଶାନ କିଷନ? ଏହି…

କେକ୍‌ ଧରି ପଡ଼ିଆରେ ଡ୍ୟାନ୍ସ କଲେ କୋହଲି

ତ୍ରିନିଦାଦ,୨୪।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ତ୍ରିନିଦାଦରେ ଖେଳାଯାଉଛି। ଏହା ହେଉଛି ବିରାଟ କୋହଲିଙ୍କ ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏହି ମ୍ୟାଚରେ ଶତକ ହାସଲ କରି କୋହଲି ଏକ ବଡ଼ ସଫଳତା ହାସଲ କରିସାରିଛନ୍ତି। ସେ ୫୦୦ ତମ…

ଦ୍ୱିତୀୟ ଭାରତୀୟ ଭାବେ ଏମିତି କାରନାମା କଲେ ଅଶ୍ୱିନ

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ରବି ଅଶ୍ୱିନ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ଦ୍ୱିତୀୟ ଭାରତୀୟ ବୋଲର ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମ ବର୍ତ୍ତମାନ…

ବିଜୟଠାରୁ ମାତ୍ର ୮ ଉଇକେଟ୍‌ ଦୂରରେ ଭାରତ

ତ୍ରିନିଦାଦ,୨୪।୭: ପୋର୍ଟ ଅଫ ସ୍ପେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଚତୁର୍ଥ ଦିନରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ଜିତିବା ପାଇଁ ୩୬୫ ରନ ଟାର୍ଗେଟ୍‌ ଦେଇଥିଲା। ଏହା ପରେ ଦିନର ଖେଳ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?