ଭାରତ ୮ଉଇକେଟରେ ବିଜୟୀ
କଲମ୍ବୋ,୧୫ା୭(ପି.ଟି.): ଏସିସି ପୁରୁଷ ଏମର୍ଜିଂ କପ୍ରେ ଭାରତ ଏହାର ପ୍ରଥମ ମ୍ୟାଚରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ‘ଏ’କୁ ୮ ଉଇକେଟରେ ପରାସ୍ତ କରଛି। ଅଧିନାୟକ ୟାଶ ଧୂଲଙ୍କ ଦ୍ରୁତ ଅପରାଜିତ ଶତକ ଏବଂ ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ଯୋଗୁ…
ସଚିନଙ୍କ ନୂଆ ଏସିଆନ ରେକର୍ଡ
ନୂଆଦିଲ୍ଲୀ, ୧୫।୭: ପ୍ୟାରିସରେ ଚାଲିଥିବା ପାରା ଆଥ୍ଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ୍ର ପୁରୁଷ ଶଟ୍ପୁଟ୍ ଏଫ୍୪୬ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ସଚିନ ସର୍ଜେରାଓ ଖିଲାରି। ଶୁକ୍ରବାର ୧୬.୨୧ ମିଟର ଦୂରକୁ ଥ୍ରୋ କରି ସେ ନୂଆ ଏସିଆନ ରେକର୍ଡର ଅଧିକାରୀ…
ଫାଇନାଲରେ ଜୋକୋଭିଚ୍
ଲଣ୍ଡନ, ୧୫।୭: ସର୍ବିୟାର ନୋଭାକ୍ ଜୋକୋଭିଚ୍ ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୨ ନମ୍ବର ଖେଳାଳି ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ୮ମ ସିଡ୍ ଇଟାଲିର ଜାନିକ ସିନରଙ୍କୁ ୬-୩, ୬-୪,…
କ୍ୱାର୍ଟରଫାଇନାଲ ସିନ୍ଧୁ, ସେନ୍
ନୂଆଦିଲ୍ଲୀ,୧୪ା୭: ୟୁଏସ୍ ଓପନ ସୁପର ୩୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ଷ୍ଟାର ବ୍ୟାଡ୍ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ ବିଜୟ ହାସଲ କରି ମହିଳା ଓ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସିନ୍ଧୁ କୋରିଆର ସଙ୍ଗ୍…
ଗିରଫ ହେଲେ ବକ୍ସିଂ ଚାମ୍ପିୟନ ଡେଭିନ୍ ହେନି
ଲସ୍ଆଞ୍ଜେଲ୍ସ,୧୪ା୭: ବକ୍ସିଂ ଚାମ୍ପିୟନ ଡେଭିନ୍ ହେନି ଲସ୍ଆଞ୍ଜେଲ୍ସରେ ଗିରଫ ହୋଇଛନ୍ତି। କିନ୍ତୁ ପରେ ୩୫,୦୦୦ ଡଲାରରେ ଜାମିନ ମୁଚାଲିକାରେ ଛାଡ଼ ପାଇଛନ୍ତି। ସେ ତାଙ୍କ କାରରେ ବେଆଇନ ଅସ୍ତ୍ର ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଅଗଷ୍ଟ ୩ରେ କୋର୍ଟରେ ଏହି ମାମଲାର…
ଟି୨୦ ଲିଗ୍ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇଲା ଆଇସିସି, ଏଣିକି…
ନୂଆଦିଲ୍ଲୀ,୧୪।୭: ସାରା ବିଶ୍ୱରେ ଲଗାତାର ଭାବେ ଟି୨୦ ଲିଗ୍ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଫର୍ମାଟର ଲୋକପ୍ରିୟତାକୁ ଦେଖି ଏହାର ଆୟୋଜନ କରାଯାଉଛି। ଖେଳାଳିମାନେ ଜାତୀୟ ଟିମ୍ ସହ ଚୁକ୍ତି ଭାଙ୍ଗି ମୋଟା ପାଉଣା ପାଇବାକୁ ବିଦେଶୀ ଲିଗ୍ରେ ଯୋଡ଼ି…
ସାହସୀ ବକ୍ସର
୧୯୬୦ ରୋମ୍ ଅଲିମ୍ପିକ୍ସରେ ବକ୍ସିଂ ଚାମ୍ପିୟନ ହେବା ପରେ ମହମ୍ମଦ ଅଲୀ ଓରଫ୍ କ୍ୟାସିୟସ୍ କ୍ଲେ ପେସାଦାର ବକ୍ସିଂରେ ନିଜ ବିଜୟଯାତ୍ରା ଆରମ୍ଭ କରିଥିଲେ। ୧୯୮୦ ବେଳକୁ ସେ ଜଣେ ଅଗ୍ରଣୀ ପେସାଦାର ବକ୍ସର ଭାବେ ସମଗ୍ର ବିଶ୍ୱରେ ପରିଚିତ ହୋଇ…
ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ଆର୍ଟିଷ୍ଟିକ୍ ସୁଇମିଂ
୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଆର୍ଟିଷ୍ଟିକ୍ ସୁଇମିଂରେ ପୁରୁଷମାନଙ୍କୁ ଦେଖିବାକୁ ମିଳିବ। ଓ୍ବାଲର୍ଡ ଆକ୍ୱାଟିକ୍ସର ଅନୁରୋଧକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଗ୍ରହଣ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି… କଳାତ୍ମକ ସନ୍ତରଣ ବା ଆର୍ଟିଷ୍ଟିକ୍ ସୁଇମିଂ ଏକ ଦ୍ୱିଜାତୀୟ(ହାଇବ୍ରିଡ୍) ସନ୍ତରଣ…
ଏସିଆ କପ ୨୦୨୩: ପାକିସ୍ତାନକୁ ଝଟକା, ଘରୋଇ ପଡ଼ିଆରେ ଖେଳିବ ଗୋଟିଏ ମ୍ୟାଚ
ନୂଆଦିଲ୍ଲୀ,୧୪।୭: ଆଜି ଏସିଆ କପର କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ। କିନ୍ତୁ ପାକିସ୍ତାନ ପାଇଁ କୌଣସି ଖୁସି ଖବର ନାହିଁ! ବାସ୍ତବରେ, ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାବର ଆଜାମଙ୍କ ଦଳ କେବଳ ଗୋଟିଏ ଘରୋଇ ମ୍ୟାଚ ଖେଳିବାର ସୁଯୋଗ ପାଇବ। ପାକିସ୍ତାନ ଏବଂ…
ପଦାର୍ପଣ ମ୍ୟାଚ୍ରେ ରେକର୍ଡ କଲେ ଯଶସ୍ବୀ ଜୟସ୍ବାଲ
ଡୋମିନିକା,୧୪।୭: ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ଚମତ୍କାର ଶତକ ହାସଲ କରିଛନ୍ତି। ଜୟସ୍ବାଲ ଡୋମିନିକାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ। ଜୟସ୍ବାଲି ଅଧିନାୟକ ରୋହିତ ଶର୍ମାଙ୍କ ସହ ୨୨୯ ରନ ଭାଗିଦାରୀ ବାଣ୍ଟିଥିଲେ। ୧୦୪…
ବଡ଼ କୀର୍ତ୍ତିମାନ ହାସଲ କଲେ କୋହଲି
ଡୋମିନିକା, ୧୪ା୭: ଡୋମିନିକା ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟର୍ ବିରାଟ କୋହଲି ବଡ଼ କୀର୍ତ୍ତିମାନ ହାସଲ କରିଛନ୍ତି। ଭାରତ ପାଇଁ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ପଞ୍ଚମ ସର୍ବାଧିକ ରନ ସ୍କୋରର ହୋଇଛନ୍ତି। ବିରାଟ କୋହଲି ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ…
ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ଶୁଭ୍ରାଂଶୁ
ଭୁବନେଶ୍ୱର, ୧୪।୭ (ତପନ ସ୍ବାଇଁ):ଘରୋଇ କ୍ରିକେଟର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ଦେଓଧର ଟ୍ରଫି ଚଳିତ ମାସ ୨୪ ତାରିଖରୁ ପୁଡୁଚେରୀଠାରେ ଆରମ୍ଭ ହେବାକୁ ଯାଉଛି। ଏହା ଅଗଷ୍ଟ ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ପୂର୍ବାଞ୍ଚଳ ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳ ଓ…

