ଖେଳ

ସିକନ୍ଦର ରଜାଙ୍କ ରୋମାଞ୍ଚକର ଇନିଂସ: ୬ ଛକା-୫ ଚୌକା…

ହରାରେ,୨୬।୭ : ଜିମ୍ବାୱେ ଆଫ୍ରୋ ଟି ୧୦ ଲିଗ ହରାରେ ଖେଳାଯାଉଛି। ଲିଗର ଦ୍ୱାଦଶ ମ୍ୟାଚ ବୁଲାୱାୟୋ ବ୍ରାଭସ ଏବଂ ହରାରେ ହରିକାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବୁଲାୱାୟୋ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା। ଜିମ୍ବାୱେର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ…

୧୪୬ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଶକିଲ କଲେ ବଡ଼ କାରନାମା

କଲମ୍ବୋ,୨୬।୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସାଉଦ ଶକିଲ ଅର୍ଦ୍ଧଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ୭ଟି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିବା ଶକିଲ ବର୍ତ୍ତମାନ ପ୍ରଥମ କ୍ରିକେଟର…

ମାଲିଙ୍ଗାଙ୍କ ଭୟ: ବୋଲିଂ ଇଞ୍ଚେ ଏପଟ ସେପଟ ହେଲେ ଧୋନୀ ମାରିଦେବେ ଛକା…

ନୂଆଦିଲ୍ଲୀ,୨୬।୭ : ମହେନ୍ଦ୍ର ସିଂ ଧୋନୀ ଏପରି ଏକ ନାମ ଯାହାଙ୍କୁ ସମଗ୍ର ଭାରତର କ୍ରିକେଟ ପ୍ରେମୀ ଭଲ ପଆନ୍ତି। ଧୋନୀ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଅନ୍ତର୍ଭୁକ୍ତ। ବଡ ବୋଲରମାନେ ଧୋନୀଙ୍କ ନାମ ନେଇ ଭୟଭୀତ ଥାଆନ୍ତି।…

ହରମନପ୍ରୀତଙ୍କ ଉପରେ ରାଗିଗଲେ ପାକିସ୍ତାନ କ୍ରିକେଟର୍‌

ଇସଲାମାବାଦ,୨୬।୭:ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନ୍‌ପ୍ରୀତ କୌରଙ୍କୁ ପରବର୍ତ୍ତୀ ଦୁଇ ଅନ୍ତର୍ଜାତୀୟ ମ୍ୟାଚରୁ ସସ୍‌ପେଣ୍ଡ କରାଯାଇଛି। ଶନିବାର ଢାକାଠାରେ ବାଂଲାଦେଶ ବିପକ୍ଷ ଆଇସିସି ମହିଳା ଚାମ୍ପିୟନଶିପ୍‌ ତୃତୀୟ ମ୍ୟାଚ ବେଳେ ଦୁଇଟି ପୃଥକ୍‌ ପୃଥକ ଘଟଣାରେ ସେ ଅନ୍ତର୍ଜାତୀୟ କ୍ରିକେଟ…

ମାତ୍ର ୧୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଲେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୨୬।୭: ସାଧାରଣତଃ ବୟସ ବୃଦ୍ଧି ଯୋଗୁ ଖେଳାଳି ଅବସର ନେଇଥାନ୍ତି। କିନ୍ତୁ କ୍ୟାରିୟର୍‌ ଆରମ୍ଭରୁ ଯଦି କିଏ ଅବସର ନିଷ୍ପତ୍ତି ନିଏ ତେବେ ଏହା ନିଶ୍ଚିନ୍ତ ଆଶ୍ଚର୍ଯ୍ୟର ବିଷୟ। ପାକିସ୍ତାନର ଜଣେ ମହିଳା କ୍ରିକେଟର୍‌ ଏମିତି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ…

ବିଶ୍ୱକପ୍‌ ଜିତିବା ପରେ ବି ଧୋନୀଙ୍କ ଦରମା ଥିଲା ମାତ୍ର ଏତିକି

ନୂଆଦିଲ୍ଲୀ,୨୬।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତିନି ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ସେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର ତାଲିକାରେ ସ୍ଥାନ ପାଇଛନ୍ତି। ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିଥିବା ଧୋନୀ…

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୬।୭: ବିସିସିଆଇ ୨୦୨୩-୨୪ ସିଜିନ ପାଇଁ ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଅକ୍ଟୋବର-ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ରୋହିତ ବ୍ରିଗେଡ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ।…

ବଡ଼ ରେକର୍ଡର ନିକଟତମ ହିଟ୍‌ମ୍ୟାନ, ତେନ୍ଦୁଲକରଙ୍କୁ ପକାଇପାରନ୍ତି ପଛରେ…

ନୂଆଦିଲ୍ଲୀ,୨୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଖେଳାଯାଇଥିବା ଟେଷ୍ଟ ସିରିଜରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଭଲ ଫର୍ମରେ ନଜର ଆସିଛନ୍ତି। ସେ ପ୍ରଥମ ମ୍ୟାଚରେ ଶତକ ପାର୍‌ କରିଥିଲେ। ଏହା ବ୍ୟତୀତ ସେ ହାରାହାରି ୮୦ ଟି ମ୍ୟାଚର ତିନୋଟି ଇନିଂସରେ ୨୪୦ରନ…

ବିଶ୍ୱକପ ୨୦୨୩: ଭାରତ-ପାକ୍‌ ମ୍ୟାଚର ତାରିଖରେ ହୋଇପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୬।୭: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ କ୍ରିକେଟର ସବୁଠାରୁ ବଡ ମହାକୁମ୍ଭ ଅର୍ଥାତ୍‌ ଆଇସିସି କ୍ରିକେଟ ବିଶ୍ୱକପ ଖେଳାଯିବ। କ୍ରିକେଟର ଏହି ମହାକୁମ୍ଭ ୫ ଅକ୍ଟୋବରରୁ ଆରମ୍ଭ। ଏଥି ସହିତ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ମ୍ୟାଚ ଅର୍ଥାତ୍‌ ଇଣ୍ଡୋ-ପାକ୍‌ ମ୍ୟାଚ ଅକ୍ଟୋବର…

ପୂର୍ବତନ ଅଧିନାୟକଙ୍କ ଦାବି: ଓଭାଲ ଟେଷ୍ଟ ପରେ ସନ୍ନ୍ୟାସ ନେବେ ଏହି ଦୁଇ ଅଷ୍ଟ୍ରେଲିୟ ଧୂରନ୍ଧର…

ନୂଆଦିଲ୍ଲୀ,୨୬।୭: ୨୦୨୩ ଆସେସ୍‌ ସିରିଜର ୫ମ ତଥା ଅନ୍ତିମ ଟେଷ୍ଟ ଗୁରୁବାରଠାରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ୍‌ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏହି ସିରିଜ ପରେ ଷ୍ଟିଭ୍‌ ସ୍ମିଥ୍‌…

ଷ୍ଟମ୍ପ ଭାଙ୍ଗି ଅମ୍ପାୟାରଙ୍କ ସହ କଥା କଟାକଟି…ଭାରତୀୟ ଅଧିନାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଇସିସି

ନୂଆଦିଲ୍ଲୀ,୨୬।୭: ନିକଟରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ବାଲାଂଦେଶ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜ ଯେତିକି ରୋମାଞ୍ଚକର ଥିଲା ସେତିକି ଥିଲା ବିବାଦୀୟ। ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ଦଳଦ୍ୱୟ ୧-୧ ମ୍ୟାଚ୍‌ ଜିତିଥିଲେ।…

ଯୁବରାଜଙ୍କ ମା’ଙ୍କୁ ବ୍ଲାକ୍‌ମେଲ କରି ମାଗିଥିଲେ ୪୦ ଲକ୍ଷ, ମହିଳାଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୨୬।୭: ଭାରତୀୟ ଟିମ୍‌ର ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାଙ୍କ ମା’ ଶବନମ ସିଂହଙ୍କୁ ଧମକ ଦେବା ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ମହିଳାଜଣଙ୍କ ତାଙ୍କୁ ମିଥ୍ୟା କେସ୍‌ରେ ଫସାଇଦେବାକୁ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?