ଖେଳ

ସାତ୍ତ୍ୱିକ-ଚିରାଗ ଯୋଡ଼ି ରଚିଲେ ଇତିହାସ

ୟେସୁ(କୋରିଆ), ୨୩ା୭: ଭାରତର ଷ୍ଟାର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି କୋରିଆ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ଫାଇନାଲରେ ଫାଇନାଲରେ ସେମାନେ ବିଶ୍ୱର ନମ୍ବର-୧ ଯୋଡି ଇଣ୍ଡୋନେସିଆର ଫଜାର ଅଲ୍‌ଫିଆନ ଓ ମହମ୍ମଦ ରିଆନ୍‌…

ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍‌ ଜିତିଲା ଭାରତ ‘ଏ’

କଲମ୍ବୋ,୨୩ା୭। ଏମଜର୍ିଂ ଏସିଆ କପ୍‌ ଫାଇନାଲରେ ପାକିସ୍ତାନ ‘ଏ’ ବିପକ୍ଷରେ ଟସ୍‌ ଜିତିଛି ଭାରତ ‘ଏ’। ଭାରତୟ ଅଧିନାୟକ ୟଶ୍‌ ଧୂଲ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏହି ମ୍ୟାଚ୍‌ରେ ଭାରତ…

ଧୋନୀଙ୍କ ପରେ ଋତୁରାଜ ହେବେ ସିଏସକେ ଅଧିନାୟକ, ରାଇଡୁ ଦେଲେ ସୂଚନା…

ନୂଆଦିଲ୍ଲୀ,୨୩।୭ : ଆଇପିଏଲ ୨୦୨୩ ଟ୍ରଫି ଜିତିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଘୋଷଣା କରିଛନ୍ତି ସେ ଆଗାମୀ ସିଜନରେ ମଧ୍ୟ ଖେଳିବାକୁ ଚାହୁଁଛନ୍ତି। ଏହି ଖବର ପ୍ରଶଂସକଙ୍କ ପାଇଁ ଏକ ଅନନ୍ୟ ଉପହାରଠାରୁ କମ…

ଅଲିମ୍ପିକ ପଦକ ବିଜେତା ରବି ଦାହିଆଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୩।୭: କୁସ୍ତିରେ ଏକ ବଡ଼ ଓଲଟପାଲଟ ଦେଖାଯାଇଛି। ଷ୍ଟାର ରେସଲର ରବି ଦାହିଆ ଏସିଆନ ଗେମ୍ସ ଟ୍ରାଏଲ୍ସରୁ ବାଦ ବଡିଛନ୍ତି। ମହାରାଷ୍ଟ୍ରର ଆତିଶ ତୋଡକର ୫୭ କିଲୋଗ୍ରାମ ବର୍ଗରେ ଅଲିମ୍ପିକ ରୌପ୍ୟ ପଦକ ବିଜେତା ରବିଙ୍କୁ ପରାସ୍ତ କରିଛନ୍ତି। ଏବେ ରବି…

ଟିମ ଇଣ୍ଡିଆ ସୁନୀଲ ଛେତ୍ରୀଙ୍କ ଅଧିନାୟକତ୍ୱରେ ଏସୀୟ ଖେଳ ଖେଳିବାକୁ ଯିବ!, ଏଆଇଏଫଏଫର ନୂଆ ଯୋଜନା …

ନୂଆଦିଲ୍ଲୀ,୨୩।୭ : ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ନିଜର ବରିଷ୍ଠ ଦଳକୁ ଅଧିନାୟକ ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଏସୀୟ ଖେଳ ଖେଳିବାକୁ ପଠାଇବାର ସମ୍ଭାବନା ଅଛି। କ୍ରୀଡ଼ା ମନ୍ତ୍ରଣାଳୟ ଏସୀୟ ଗେମ୍ସରେ ଅଂଶଗ୍ରହଣ କରିବା ନେଇ ସବୁଜ ସଙ୍କେତ ଦେବା…

ଅମ୍ପାୟରଙ୍କ ଉପରେ ରାଗିଗଲେ ହରମନପ୍ରୀତ, କଲେ ଏମିତି କାମ

ଢାକା,୨୩।୭: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚ ଟାଇ ହୋଇଛି। ଏହି ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଅମ୍ପାୟାରଙ୍କ ଉପରେ ରାଗି ନିଜ ବ୍ୟାଟ୍‌କୁ ଷ୍ଟମ୍ପ ଉପରେ ମାରିଥିଲେ। ଏହି ମ୍ୟାଚରେ ୨୨୬ ରନ…

ଆଜି ଭାରତ-ପାକିସ୍ତାନ ଫାଇନାଲ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

କଲମ୍ବୋ,୨୩।୭: ଶ୍ରୀଲଙ୍କାରେ ଚାଲିଥିବା ପୁରୁଷ ଏମର୍ଜିଂ ଏସିଆ କପ ଫାଇନାଲରେ ଇଣ୍ଡିଆ ଏ ଏବଂ ପାକିସ୍ତାନ ଏ ମଧ୍ୟରେ ମୁକାବିଲା ହେବ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ କଲମ୍ବୋର ପ୍ରସିଦ୍ଧ ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବ। ସେମିଫାଇନାଲରେ ଟିମ ଇଣ୍ଡିଆ ବାଂଲାଦେଶକୁ…

ଭାରତ-ବାଂଲାଦେଶ ମହିଳା ଏକଦିବସୀୟ ସିରିଜର ଶେଷ ମ୍ୟାଚ ଟାଇ…

ଢାକା,୨୨।୭ : ଭାରତ ଏବଂ ବାଂଲାଦେଶ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଢାକାରେ ଖେଳା ଯାଇଥିବା ଶେଷ ମ୍ୟାଚ ଟାଇରେ ଶେଷ ହୋଇଛି। ତିନି ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଶେଷ ହୋଇଛି।…

କିଙ୍ଗ୍‌ କୋହଲିଙ୍କୁ ଭେଟି ଭାବବିହ୍ବଳ ହେଲେ ୱିଣ୍ଡିଜ ଖେଳାଳିଙ୍କ ମା’

ଡୋମିନିକା,୨୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ମ୍ୟାଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ପୋର୍ଟ ଅଫ ସ୍ପେନ୍‌ରେ ଖେଳାଯାଉଛ। ଏହି ଟେଷ୍ଟର ଦ୍ୱିତୀୟ ଦିନର ଖେଳରେ ବିରାଟ କୋହଲିଙ୍କୁ ବ୍ୟାଟ ସହିତ ଅନେକ ନୂଆ ରେକର୍ଡ କରାଯାଉଥିବା ଦେଖିବାକୁ…

ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ସ୍ଥାନରେ ଏହି ଖେଳାଳି ହେବେ ଟିମ ଇଣ୍ଡିଆର ଅଧିନାୟକ

ନୂଆଦିଲ୍ଲୀ,୨୨।୭: ଅଗଷ୍ଟ ୧୮ରୁ ୨୩ମଧ୍ୟରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଏହି ସିରିଜରେ ଏକ ନୂଆ ଖେଳାଳିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନେତୃତ୍ୱ ନେବ। ଏହି ସିରିଜ ପାଇଁ ହାର୍ଦ୍ଦିକ…

ଏମର୍ଜିଂ ଏସିଆ କପ ଫାଇନାଲରେ ଭାରତ-ପାକ୍‌, ରବିବାର ହେବ ମୁକାବିଲା

ନୂଆଦିଲ୍ଲୀ,୨୨।୭: ଏସୀୟ କ୍ରିକେଟର ମହାକୁମ୍ଭ ୩୦ ଅଗଷ୍ଟରୁ ଆରମ୍ଭ ହେବ। ୨୦୨୩ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨ ସେପ୍ଟେମ୍ବରରେ ଏକ ବଡ଼ ମ୍ୟାଚ ଖେଳାଯିବ। ଚଳିତ ବର୍ଷ ଏସିଆ କପ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏହାପୂର୍ବରୁ…

ପୂରା ଯୋଜନାକୁ ନଷ୍ଟ କରିଦେଲେ ଜୟ ଶାହା, ଏସିସି ଅଧ୍ୟକ୍ଷଙ୍କ ଉପରେ ଏଭଳି ଅଭିଯୋଗ ଆଣିଲା ପିସିବି

ନୂଆଦିଲ୍ଲୀ,୨୨।୭: ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ କାର୍ଯ୍ୟସୂଚୀ ଘୋଷଣା ହୋଇସାରିଛି। ବର୍ତ୍ତମାନ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ଜୟ ଶାହାଙ୍କ କାର୍ଯ୍ୟସୂଚୀ ଘୋଷଣା ତାଙ୍କ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?