ଖେଳ

ଧୋନୀଙ୍କ ପ୍ରଥମ ରୋଜଗାର ଥିଲା ମାତ୍ର ଏତିକି ଟଙ୍କା

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି…

ପୂଜାରା, ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁରୁ,୭ା୭(ପି.ଟି.):ଦୁଲୀପ୍‌ ଟ୍ରଫି ସେମିଫାଇନାଲରେ ବୋଲରଙ୍କ ପ୍ରାଧାନ୍ୟ ଜାରି ରହିଥିବା ବେଳେ ଅର୍ଦ୍ଧଶତକ ହାସଲ କରିଛନ୍ତି ଚେତେଶ୍ୱର ପୂଜାରା ଓ ସୂର୍ଯ୍ୟକୁମାର ଯାଦବ। ଉଭୟଙ୍କ ଅର୍ଦ୍ଧଶତକ ବଳରେ ଦ୍ୱିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ପଶ୍ଚିମାଞ୍ଚଳ ୩ ଉଇକେଟରେ ୧୪୯ ରନ୍‌ କରିବା…

ବିଶ୍ୱକପ ପାଇଁ କ୍ୱାଲିଫାଏ କଲା ନେଦରଲ୍ୟାଣ୍ଡ୍ସ

ନୂଆଦିଲ୍ଲୀ,୬।୭: ସ୍କଟଲ୍ୟାଣ୍ଡକୁ ପରାସ୍ତ କରି ନେଦରଲ୍ୟାଣ୍ଡ୍ସ ୨୦୨୩ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ବିଶ୍ୱକପ କ୍ୱାଲିଫାଇ ୨୦୨୩ର ଏକ ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ସ୍କଟଲ୍ୟାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ନେଦରଲ୍ୟାଣ୍ଡ୍ସ ଯୋଗ୍ୟତା ଅର୍ଜନ କରିଛି। ନେଦରଲ୍ୟାଣ୍ଡ୍ସ…

୨୦୧୧ର ସଫଳତା ଦୋହରାଇବ ଭାରତ

କୋଲକାତା, ୬ା୭: ଭାରତୀୟ ମହିଳା କ୍ରିକେଟ କିମ୍ବଦନ୍ତୀ ଝୁଲଣ ଗୋସ୍ବାମୀ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଟ୍ରଫି ଟୁର୍‌କୁ ସ୍ବାଗତ କରିଛନ୍ତି। ଗୁରୁବାର ଟ୍ରଫି ଟୁର୍‌ କୋଲକାତାରେ ପହଞ୍ଚିଥିବା ବେଳେ ଝୁଲଣ ଏହାକୁ ସ୍ବାଗତ କରିଥିଲେ। ଏହା ସହ ଭାରତୀୟ ଦଳ ୨୦୧୧ର…

ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ମିଳିଲା ବଡ଼ ଉପହାର, ଏ ପର୍ଯ୍ୟନ୍ତ କୌଣସି ଖେଳାଳିଙ୍କୁ ମିଳିନାହିଁ ଏଭଳି…

ନୂଆଦିଲ୍ଲୀ,୬।୭: ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶୁକ୍ରବାର ଅର୍ଥାତ୍‌ ୭ ଜୁଲାଇରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରିବେ। ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଧୋନିଙ୍କର ବହୁତ ପ୍ରଶଂସକ ଅଛନ୍ତି। ଧୋନିଙ୍କ ଜନ୍ମଦିନକୁ ନେଇ ଅନେକ ପ୍ରଶଂସକ…

ମ୍ୟାଚ୍‌ ବେଳେ କୋର୍ଟ ଉପରକୁ କାଗଜ ଫୋପାଡିବା ମହଙ୍ଗା ପଡ଼ିଲା

ଓ୍ବିମ୍ବେଲଡନ୍‌,୬ା୭: ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମ୍ୟାଚ୍‌ ଚାଲିଥିବା ବେଳେ କୋର୍ଟ ଉପରକୁ କାଗଜ ଫୋପାଡିବା ମହଙ୍ଗା ପଡ଼ିଛି। ପରିବେଶ ସୁରକ୍ଷାକାରୀ ସଂସ୍ଥା ‘ଜଷ୍ଟ ଫର ଅଏଲ୍‌’ ପକ୍ଷରୁ ବିରୋଧ କରାଯାଇ ପ୍ରତିବାଦ କରାଯାଇଥିଲା। କୋର୍ଟ ନମ୍ବର ୧୮ରେ ମ୍ୟାଚ୍‌ ଖେଳାଯାଉଥିବା ସମୟରେ…

ଟିମ ଇଣ୍ଡିଆକୁ ବଡ଼ ଝଟକା, ଟି -୨୦ ସିରିଜ ପୂର୍ବରୁ ଆହତ ହେଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୬।୭: ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି -୨୦ ସିରିଜ ପାଇଁ ଭାରତ ଦଳ ଘୋଷଣା କରିଛି। ଦ୍ରୁତ ବୋଲର ଆବେଶ ଖାନଙ୍କୁ ଟିମ ଇଣ୍ଡିଆ ସୁଯୋଗ ଦେଇଛି। ସେ ଭାରତ ପାଇଁ ୧୫ ଟି -୨୦ଏବଂ ୫ ଟି ଦିନିକିଆ ଖେଳିଛନ୍ତି।…

ମହମ୍ମଦ ଶାମିଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ୪ ବର୍ଷ ପୁରୁଣା ମାମଲାର ହେବ ଶୁଣାଣି

କୋଲକାତା,୬।୭: ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କ ଆବେଦନ ଉପରେ ଏକ ମାସ ମଧ୍ୟରେ ଶୁଣାଣି ଏବଂ ସମାଧାନ କରିବାକୁ ପଶ୍ଚିମବଙ୍ଗ ସେସନ୍ସ ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ…

ବିଶ୍ୱକପର ୩ ମାସ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ତମିମ ଇକବାଲ

ନୂଆଦିଲ୍ଲୀ,୬।୭: ଭେଟେରାନ ବାଂଲାଦେଶ ବ୍ୟାଟ୍ସମ୍ୟାନ ତମିମ ଇକବାଲ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତମିମଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଦିନିକିଆ ବିଶ୍ୱକପ ତିନି ମାସ ପରେ ଆରମ୍ଭ ହେବାକୁ ଯାଉଛି। ଦିନିକିଆ କ୍ରିକେଟରେ ବାଂଲାଦେଶ ପାଇଁ…

ପ୍ରଥମ ଟେଷ୍ଟରେ ବଡ ପରିବର୍ତ୍ତନ କରିବ ଟିମ ଇଣ୍ଡିଆ: ରୋହିତଙ୍କ ସହ ଏହି ବ୍ୟାଟ୍ସମ୍ୟାନଙ୍କୁ ମିଳିବ ଓପନିଙ୍ଗ୍‌ର ସୁଯୋଗ

ନୂଆଦିଲ୍ଲୀ,୬।୭: ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜରେ ଗସ୍ତରେ ଅଛନ୍ତି। ଜୁଲାଇ ୫ରୁ ଦୁଇ ଦଳ ଦିନିଆ ଅଭ୍ୟାସ ମ୍ୟାଚ ଖେଳୁଛି। ଯୁବ ବାମହାତୀ ଖେଳାଳି ଯଶସ୍ବୀ ଜୟସ୍ବାଲ ଅଧିନାୟକ ରୋହିତ ଶର୍ମାଙ୍କ ସହ ଏହି ମ୍ୟାଚର ପ୍ରଥମ ଦିନରେ ଓପନିଙ୍ଗ୍‌ ଦାୟିତ୍ୱ ମିଳିବା…

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା: ରୋହିତ, କୋହଲିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ,୬।୭: ଚଳିତ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି -୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳରେ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ତେବେ ପୁଣି ଥରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ତୃତୀୟ ରାଉଣ୍ଡରେ କାସାଟକିନା

ଓ୍ବିମ୍ବେଲଡନ, ୬।୭: ବର୍ଷା ଯୋଗୁ କ୍ରମାଗତ ତୃତୀୟ ଦିବସରେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଅନେକ ମ୍ୟାଚ ବାଧାପ୍ରାପ୍ତ ହୋଇଛି। କେବଳ ଇନ୍‌ଡୋରରେ ଖେଳଗୁଡ଼ିକ ସମ୍ଭବ ହୋଇପାରିଛି। ଅଲ୍‌ ଇଂଲଣ୍ଡ କ୍ଲବର କେବଳ ସେଣ୍ଟର କୋର୍ଟ ଓ କୋର୍ଟ ନଂ-୧ରେ ଛାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?