ଖେଳ

ଭାରତ ଫେଭରାଇଟ

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକିର ୭ମ ସଂସ୍କରଣ ଗୁରୁବାରଠାରୁ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି। ପ୍ରତିଯୋଗିତାରେ ଏସିଆର ୬ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରିବେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବରରେ ଥିବା ଭାରତ ଏଥର ଟାଇଟଲ ଫେଭରାଇଟ ବିବେଚିତ ହେଉଛି। ଏସିଆନ…

ଓଡ଼ିଶାରୁ ୪ ଖେଳାଳି

ଭୁବନେଶ୍ୱର,୩ା୮ (ସରୋଜ ଜେନା): ଇଂଲଣ୍ଡର ଶେଫିଲ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ୪ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଅଗଷ୍ଟ୨ରୁ ୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ…

ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ କିଶୋର

ନୂଆଦିଲ୍ଳୀ,୩ା୮(ପି.ଟି.): ହଙ୍ଗେରୀର ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ୪ ଜଣ ଜାଭେଲିନ୍‌ ଥ୍ରୋୟର ଯୋଗ୍ୟତା ଅର୍ଜନ କରିଥିବା ବେଳେ ଏହା ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର କିଶୋର ଜେନା। ଭାରତରୁ ୪ ଜଣ ଜାଭେଲିନ୍‌ ଥ୍ରୋୟର ଯୋଗ୍ୟତା ଅର୍ଜନ…

ବ୍ରାଜିଲ, ଇଟାଲୀର ବିଦାୟ

ହାମିଲଟନ୍‌,୩ା୮(ପି.ଟି.): ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ ବିଶ୍ୱକପରେ ବୁଧବାର କିଛି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବ୍ରାଜିଲ ଓ ଇଟାଲୀ ପରି ଶକ୍ତିଶାଳୀ ଦଳ ଟୁର୍ନାମେଣ୍ଟରୁ ବାଦ ପଡିଥିବା ବେଳେ ପ୍ରଥମ ଥର ପାଇଁ ନକ୍‌ଆଉଟରେ ପ୍ରବେଶ କରି…

୨୦୨୪ ଆଇପିଏଲ: ଭାରତ ବଦଳରେ ହୋଇପାରେ ୟୁଏଇରେ !…

କୋଲକାତା,୨।୮ : କ୍ରିକେଟ କରିଡରରେ ଆଲୋଚନା ଚାଲିଛି ଆଇପିଏଲ ୨୦୨୪ ଭାରତରେ ଖେଳାଯିବ ନାହିଁ। ଯଦିଓ ଟୁର୍ନାମେଣ୍ଟରେ ବହୁତ ସମୟ ଅଛି, କିନ୍ତୁ ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ଯୋଗୁ ବିସିସିଆଇକୁ ଆଗାମୀ ଆଇପିଏଲ ସିଜିନକୁ ବିଦେଶକୁ ନେବାକୁ…

ବଡ଼ ରେକର୍ଡ କଲେ ଶୁବମାନ ଗିଲ: ପାକିସ୍ତାନ କ୍ରିକେଟର୍‌ଙ୍କ ପଛରେ ପକାଇଲେ

ତ୍ରିନିଦାଦ,୨।୮: ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ କିଛି ଦିନ ହେବ ପାଇଁ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନା କରାଯାଇଥିଲା। ଶେଷରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ୮୫ ରନ୍‌ର ଇନିଂସ ଆଧାରରେ ଗିଲ ଆଲୋଚକଙ୍କୁ ଜବାବ ଦେଇଛନ୍ତି।…

ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ଉପରେ ରାଗିଗଲେ ପାଣ୍ଡ୍ୟା

ତ୍ରିନିଦାଦ,୨।୮: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ୱେଷ୍ଟଇଣ୍ଡିଜ ଗସ୍ତରେ ଅଛି। ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧-୦ ରେ ଜିତିବା ପରେ ଟିମ ଇଣ୍ଡିଆ ମଧ୍ୟ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ୨-୧ ରେ ଜିତିଛି। ଅନ୍ୟପକ୍ଷରେ ଶେଷ…

ବିଶ୍ୱ ରେକର୍ଡ ଆହୁରି ମଜଭୁତ କଲା ଭାରତ

ତ୍ରିନିଦାଦ,୨।୮: ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ଟିମ ଇଣ୍ଡିଆ ୨୦୦ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ସିରିଜକୁ ୨-୧ରେ କବ୍ଜା କରିଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳର କ୍ରମାଗତ ୧୩ତମ ଦ୍ୱିପାକ୍ଷିକ ଦିନିକିଆ…

ଦେଓଧର ଟ୍ରଫି: ପରାଗଙ୍କ ଶତକରେ ଫାଇନାଲରେ ପୂର୍ବାଞ୍ଚଳ

ପୁଡୁଚେରୀ,୨ା୮(ପି.ଟି.): ରିୟାନ୍‌ ପରାଗଙ୍କ ଶତକ ଓ ମଣିଶଙ୍କର ମୁରା ସିଂଙ୍କ ୫ ଉଇକେଟ ସଫଳତା ବଳରେ ପଶ୍ଚିମାଞ୍ଚଳକୁ ୧୫୭ ରନ୍‌ରେ ପରାସ୍ତ କରି ଦେଓଧର ଟ୍ରଫିର ଫାଇନାଲରେ ପ୍ରବେଶ କରିଛି ପୂର୍ବାଞ୍ଚଳ। ପ୍ରଥମେ ବ୍ୟାଟିଂ କରି ରିୟାନ ପରାଗଙ୍କ ଶତକ, ଉତ୍କର୍ଷ…

କିଶନ, ଗିଲ୍‌ଙ୍କ ଶତକୀୟ ଭାଗୀଦାରି

ତ୍ରିନିଦାଦ,୨ା୮: ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ଶତକୀୟ ଭାଗୀଦାରି କରିଛନ୍ତି ଇଶାନ କିଶନ ଓ ଶୁବମାନ ଗିଲ୍‌। ଟସ୍‌ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ପ୍ରଥମ ଉଇକେଟରେ ୧୪୩ ରନ୍‌…

ଶୁଟିଂରେ ଭାରତକୁ ଆଉ ୪ ପଦକ

ଚେଙ୍ଗ୍‌ଡ଼ୁ, ୨।୮: ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଶୁଟିଂ ଇଭେଣ୍ଟରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଏହି ଇଭେଣ୍ଟରୁ ଭାରତ ଆଉ ୪ ପଦକ ହାସଲ କରିଛି। ଫଳରେ ମୋଟ ୨୧ (୧୧ ସ୍ବର୍ଣ୍ଣ, ୪ ରୌପ୍ୟ, ୬…

ଚେନ୍ନାଇରେ ପହଞ୍ଚିଲା ଭାରତୀୟ ଦଳ

ଚେନ୍ନାଇ,୨।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଖେଳିବା ପାଇଁ ଭାରତୀୟ ଦଳ ମଙ୍ଗଳବାର ଚେନ୍ନାଇରେ ପହଞ୍ଚତ୍ଛି। ବିମାନବନ୍ଦରରେ ବହୁ ସଂଖ୍ୟାରେ ପ୍ରଶଂସକ ଉପସ୍ଥିତ ରହି ଭାରତୀୟ ଦଳକୁ ସ୍ବାଗତ କରିଥିଲେ। ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ହରମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?