ଖେଳ

ଭାରତୀୟ କ୍ୟାମ୍ପରେ ଓଡ଼ିଶା ଏଚ୍‌ପିସିର ୪

ଭୁବନେଶ୍ୱର, ୨।୮(ତପନ ସ୍ବାଇଁ): ରାଉରକେଲାଠାରେ ଚଳିତ ମାସ ୨୧ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ସବ୍‌ଜୁନିୟର ହକି ଶିବିର ଅନୁଷ୍ଠିତ ହେବ। ଏହି ଶିବିର ପାଇଁ ହକି ଏସ୍‌ ଫାଉଣ୍ଡେଶନ ଅଧୀନରେ ପରିଚାଳିତ ହେଉଥିବା ଏକାଡେମୀଗୁଡ଼ିକରୁ ୭ ଜଣ ପ୍ରତିଭାବାନ କ୍ୟାଡେଟ୍‌ ମନୋନୀତ…

ନକ୍‌ ଆଉଟରେ ଆମେରିକା, ନେଦରଲାଣ୍ଡ୍ସ, ଇଂଲଣ୍ଡ, ଡେନ୍‌ମାର୍କ

ଡୁନେଡିନ୍‌,୨ା୮(ପି.ଟି.): ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିୟନ ଆମେରିକା ଓ ଗତ ସଂସ୍କରଣର ରନର୍‌ ଅପ୍‌ ନେଦରଲାଣ୍ଡ୍ସ। ଅନ୍ୟପକ୍ଷରେ ଗ୍ରୁପ୍‌ ଡିରୁ ଇଂଲଣ୍ଡ ଓ ଡେନ୍‌ମାର୍କ ମଧ୍ୟ କ୍ୱାର୍ଟରରେ ପ୍ରବେଶ…

ଇଣ୍ଡିଜ୍‌ ଦଳକୁ ଫେରିଲେ ହୋପ୍‌, ଥୋମାସ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨ା୮(ପି.ଟି.): ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି ୨୦ ସିରିଜ୍‌ ପାଇଁ ୧୫ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା କରାଯାଇଛି। ରୋଭମାନ ପାଓ୍ବେଲଙ୍କୁ ଦଳର ଅଧିନାୟକ ରଖା ଯାଇଥିବା ବେଳେ ଶାଇ ହୋପ୍‌ ଓ ଓସେନ୍‌ ଥୋମାସ…

ଏସିଆର ସର୍ବପୁରାତନ ଡୁରାଣ୍ଡ କପ୍‌

ଗୁରୁବାରଠାରୁ କୋଲକାତାରେ ଆରମ୍ଭ ହେବ ଡୁରାଣ୍ଡ କପ୍‌ର ୧୩୨ତମ ସଂସ୍କରଣ। ଏସିଆର ଏହା ହେଉଛି ସର୍ବପୁରାତନ ଏବଂ ବିଶ୍ୱର ତୃତୀୟ ସର୍ବପୁରାତନ କ୍ଲବ ଫୁଟ୍‌୍‌ବଲ ଟୁର୍ନାମେଣ୍ଟ, ଏକଥା ହୁଏତ ଖୁବ୍‌କମ୍‌ ଜାଣିଥିବେ। ଏହି ଚାମ୍ପିୟନଶିପ୍‌ ସହ ଭାରତୀୟ ଫୁଟବଲ ସିଜନର ଆରମ୍ଭ…

ବଦଳିଲା ଭାରତ-ପାକ୍‌ ମ୍ୟାଚ ତାରିଖ, ୧୫ ଅକ୍ଟୋବରରେ ନୁହେଁ ଏହି ଦିନ ହେବ ମୁକାବିଲା

ନୂଆଦିଲ୍ଲୀ,୨।୮: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛ। ଏଥି ସହିତ ୧୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ଥାନର ଦଳ ମୁହାଁମୁହିଁ ହେବେ। ହେଲେ ଏହା ପୂର୍ବରୁ ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ଥାନ ମ୍ୟାଚ ଖେଳାଯିବ ବୋଲି…

ହାରିଲେ ଏଭଳି କୁହନ୍ତି ଲୋକେ: କପିଲ ଦେବଙ୍କୁ ଜାଡେଜାଙ୍କ ଜବାବ…

କୋଲକାତା,୧।୮ : ନିକଟରେ ଏକ ସାକ୍ଷାତକାରରେ ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଟିମ ଇଣ୍ଡିଆର କିଛି ଖେଳାଳିଙ୍କୁ ଅହଂକାରୀ ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଟଙ୍କା ଆସିବା ପରେ କିଛି ଖେଳାଳି ଅହଂକାର କରିଛନ୍ତି। ଖେଳାଳିମାନେ ଭାବୁଛନ୍ତି ସେମାନେ…

ଏସିଆ କପ୍‌ ପାଇଁ ସ୍ଥିର ହୋଇସାରିଛି ଟିମ୍‌ ଇଣ୍ଡିଆର ପ୍ଲେ-୧୧! ଜାଡେଜା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧।୮: ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପରେ ଭାରତୀୟ ଦଳ ଏସିଆ କପ୍‌ରେ ପରବର୍ତ୍ତୀ ୫୦ ଓଭର ମ୍ୟାଚ ଖେଳିବ। ଆଗାମୀ ଦିନିକିଆ ବିଶ୍ୱକପକୁ ଧ୍ୟାନରେ ରଖି ଟିମ ଇଣ୍ଡିଆ ପାଇଁ ଏସିଆ କପ୍‌ ଟୁର୍ନାମେଣ୍ଟ…

ନିର୍ଣ୍ଣାୟକ ମ୍ୟାଚ୍‌ରେ ସୂର୍ଯ୍ୟ, ସାମ୍‌ସନଙ୍କ ଉପରେ ନଜର

ଟରୌବା,୧।୮ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ମଙ୍ଗଳବାର ସ୍ଥାନୀୟ ବ୍ରାଏନ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଓ୍ବେଷ୍ଟଇଣ୍ଡିଜ ମାଟିରେ ପ୍ରଥମ ୨ଟି ଦିନିକିଆରେ ଭାରତର ପରୀକ୍ଷା ନିରୀକ୍ଷା କାମ ଦେଇନାହିଁ।…

ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା

ତ୍ରିନିଦାଦ,୧।୮: ଦିନିକିଆ ସିରିଜ ପରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ୩ ଅଗଷ୍ଟରୁ ଏହି ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ଏବେ ୱେଷ୍ଟଇଣ୍ଡିଜ ମଧ୍ୟ ଟି-୨୦ ସିରିଜ ପାଇଁ ଦଳ…

ଶୁବମନ ଗିଲଙ୍କ ସମର୍ଥନରେ ବାହାରିଲେ ଦ୍ରାବିଡ

ତ୍ରିନିଦାଦ,୧।୮: ୱେଷ୍ଟଇଣ୍ଡିଜ ଗସ୍ତରେ ଶୁବମନ ଗିଲ କ୍ରମାଗତ ଭାବରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ସହ ପ୍ରଥମ ଦୁଇଟି ଦିନିକିଆରେ ଆଶା କରାଯାଉଥିବା ପରି ପ୍ରଦର୍ଶନ କରିପାରି ନ ଥିଲେ ଗିଲ। ତେବେ ତାଙ୍କ ଖରାପ ଫର୍ମ…

ଶେଷ ଟେଷ୍ଟରେ ଇତିହାସ ରଚିଲେ ବ୍ରଡ

ଲଣ୍ଡନ,୧।୮: ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରୁ ଅବସର ନେଇଥିବା ବ୍ରଡ ମଧ୍ୟ ଟେଷ୍ଟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ, ତାଙ୍କର ଶେଷ ଟେଷ୍ଟ…

ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧।୮(ତପନ ସ୍ବାଇଁ): ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇଦିନଧରି କୋଲକାତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୭ମ ‘ଇଣ୍ଡିଆନ୍ସ ଚ୍ୟାଲେଞ୍ଜ୍‌ କପ୍‌’ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ ଓ ୨ ବ୍ରୋଞ୍ଜ ପଦକ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?