ଖେଳ

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ପଠାଇଲେ କୋର୍ଟ

ନୂଆଦିଲ୍ଲୀ,୩।୮: ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏକ ମାନହାନ ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ସେପ୍ଟେମ୍ବର ୬ରେ ହାଜର ହେବା ପାଇଁ ପୁନିଆଙ୍କୁ କହିଛନ୍ତି। କୁସ୍ତି କୋଚ ନରେଶ ଦାହିଆ ବଜରଙ୍ଗ…

୨୦୨୩ ବିଶ୍ୱକପ ପୂର୍ବରୁ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୮: ୨୦୨୩ ବିଶ୍ୱକପ ଟୁର୍ନାମେଣ୍ଟ ଚଳିତ ବର୍ଷ ଶେଷରେ ଭାରତୀୟ ମାଟିରେ ଖେଳାଯିବ। ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଚେନ୍ନାଇରେ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପରେ ଭାରତୀୟ…

ଯଦି ବୁମ୍‌ରା ନ ଖେଳିବେ, ଆମେ ବିଶ୍ୱକପ ହାରିଯିବୁ: ଟିମ୍‌ ଇଣ୍ଡିଆର ପୂର୍ବ ତାରକାଙ୍କ ବୟାନ

ନୂଆଦିଲ୍ଲୀ,୩।୮: ଚଳିତ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଜସପ୍ରୀତ ବୁମ୍‌ରା ୧୦ ମାସ ପରେ ଟିମ ଇଣ୍ଡିଆକୁ ଫେରୁଛନ୍ତି। ରିଟର୍ନ ସିରିଜରେ ବୁମ୍‌ରାଙ୍କୁ ଅଧିନାୟକ କରାଯାଇଛି। ସମସ୍ତ ପ୍ରଶଂସକଙ୍କ ନଜର ତାଙ୍କ…

କ୍ରିକେଟରୁ ସନ୍ୟାସ ନେଲେ ଏହି ଖେଳାଳି

ନୂଆଦିଲ୍ଲୀ,୩।୮: ଭାରତୀୟ କ୍ରିକେଟ ଦଳର ଖେଳାଳି ମନୋଜ ତିୱାରୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ମନୋଜ ଟିମ ଇଣ୍ଡିଆ ପାଇଁ ୧୨ ଟି ଦିନିକିଆ ଏବଂ ୩…

ସାନିଆ-ସୋଏବଙ୍କ ମଧ୍ୟରେ ହୋଇଗଲା କି ଛାଡପତ୍ର

ନୂଆଦିଲ୍ଲୀ,୩।୮:ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ଖବର ପୁଣି ଥରେ ଆରମ୍ଭ ହୋଇଛି। ଏଥର ଶୋଏବ ମଲିକ ନିଜେ ଏହି ଖବରକୁ ସର୍ବସାଧାରଣକୁ ଆଣିଛନ୍ତି। ଶୋଏବ ମଲିକ ନିକଟରେ ଇନଷ୍ଟାଗ୍ରାମ ଏବଂ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ତ୍ରିନିଦାଦ,୩।୮: ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ସିରିଜକୁ ଭାରତ ୨-୧ରେ ଜିତିଛି। ଏଥିସହିତ ବର୍ତ୍ତମାନ ଟି-୨୦ ସିରିଜରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ଟି ଟି-୨୦ ମ୍ୟାଚ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ…

ଶ୍ରେୟସ ଆୟର-କେ.ଏଲ ରାହୁଲ ଏସିଆ କପ ଖେଳିବା ନେଇ ଆଶଙ୍କା…

କୋଲକାତା,୩।୮ : ଏସିଆ କପ ୨୦୨୩ ପୂର୍ବରୁ ଭାରତୀୟ ଦଳ ପାଇଁ ଖରାପ ଖବର ସାମ୍ନାକୁ ଆସିଛି। ଆଇସିସି ବିଶ୍ୱକପ ପୂର୍ବରୁ ଏହି ଟୁର୍ନାମେଣ୍ଟ ଖେଳାଳିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ସେପ୍ଟେମ୍ବର ୩୦ରୁ ଏସିଆ କପ ଆରମ୍ଭ ହେବ ଏବଂ…

ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଉପଯୁକ୍ତ ପ୍ଲାଟଫର୍ମ

ଟରୌବା (ତ୍ରିନିଦାଦ), ୩ା୮ (ପି.ଟି.): ମଙ୍ଗଳବାର ସମାପିତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବାକୁ ଯାଉଛି ଭାରତ। ମଙ୍ଗଳବାର ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ ମ୍ୟାଚ୍‌ରେ ପ୍ରଥମେ…

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ ଆରମ୍ଭ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ବୁଧବାରଠାରୁ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ବିଶେଷ ଦକ୍ଷତା ଥିବା ପ୍ରତିଭାଙ୍କୁ ଖୋଜି ବାହାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଦିବସରେ ୩୨ଜଣ…

ଆଥଲେଟିକ୍ସରେ ବ୍ରୋଞ୍ଜ୍‌ରୁ ଭାରତର ଅଭିଯାନ

ଚେଙ୍ଗଡୁ, ୩।୮: ଏଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଆଥଲେଟିକ୍ସ ଇଭେଣ୍ଟରେ ବୁଧବାର ଭାରତର ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଭବାନୀ ଯାଦବ ଭଗବତୀ ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ୬.୩୨ ମିଟର ଜମ୍ପକରି ଏହି…

ଜିଆନ୍‌ଲୁଗି ବଫନଙ୍କ ଅବସର

ପାର୍ମା,୩ା୮(ପି.ଟି.): ଇଟାଲୀ ଦଳର ବିଶ୍ୱ ବିଜୟୀ ଗୋଲକିପର ତଥା ଜୁଭେଣ୍ଟସ ପକ୍ଷରୁ ଦୀର୍ଘ ବର୍ଷ ଧରି ଖେଳିଥିବା ଜିଆନ୍‌ଲୁଗି ବଫନ ୪୫ ବର୍ଷ ବୟସରେ କ୍ଲବ୍‌ ଫୁଟବଲରୁ ଅବସର ଗ୍ରହଣ କରିଛନ୍ତି। ବିଶ୍ୱର ଶ୍ରେଷ୍ଠ ଗୋଲକିପର ଭାବରେ ପରିଗଣିତ ହେଉଥିବା ବଫନ…

୪ରୁ ଆରମ୍ଭ, ଭାଗନେବେ ୧୯ ଦଳ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଗତିକୃଷ୍ଣ ମେମୋରିଆଲ ଭୁବନେଶ୍ୱର ‘ବି’ ଡିଭିଜନ ଫୁଟବଲ ଲିଗ୍‌ ଚଳିତ ମାସ ୪ ତାରିଖରୁ ଆରମ୍ଭ ହେବ। ମ୍ୟାଚଗୁଡ଼ିକ ୟୁନିଟ-୧ ହାଇସ୍କୁଲ ସଂଲଗ୍ନ ଖେଳପଡ଼ିଆରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଏଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?