ଖେଳ

ମ୍ୟାଚ୍‌ ଜିତି ବି ଜରିମାନା ଗଣିଲା ଓ୍ବେଷ୍ଟଇଣ୍ଡିଜ, ବର୍ତ୍ତିଲାନି ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜୟର ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ତ୍ରିନିଦାଦରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତକୁ ବିଜୟ ଲାଗି ୧୫୦ ରନ୍‌ର ଟାର୍ଗେଟ ମିଳିଥିଲା। ହେଲେ ୨୦ ଓଭର ଖେଳିବା ସତ୍ତ୍ୱେ ଦଳ ଟାର୍ଗେଟ ପୂରଣ…

୨୦୨୩ ଏସିଆ କପ୍‌ ଖେଳିପାରନ୍ତି କେ.ଏଲ ରାହୁଲ

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଖେଳାଳି କେ.ଏଲ ରାହୁଲଙ୍କ ବିଷୟରେ ଏକ ଖୁସି ଖବର ଅଛି। ଏକ ରିପୋର୍ଟ ଅନୁଯାୟୀ, ରାହୁଲ ଏସିଆ କପ୍‌ ୨୦୨୩ ପାଇଁ ସମ୍ପୂର୍ଣ୍ଣ ଫିଟ ହୋଇଛନ୍ତି। ସେ ଶୀଘ୍ର ଟିମ ଇଣ୍ଡିଆକୁ ଫେରି ପାରନ୍ତି। ଆଇପିଏଲ…

ଆରସିବିର ନୂଆ କୋଚ୍‌ ଭାବେ ନିଯୁକ୍ତ ହେଲେ ଏହି ଭେଟେରାନ ଖେଳାଳି

ନୂଆଦିଲ୍ଲୀ,୪।୮: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେମାନଙ୍କର ପ୍ରଥମ ଆଇପିଏଲ ଟାଇଟଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଗତ ୧୬ ତମ ସିଜିନରେ ଦଳ ଥରେ ବି ଟ୍ରଫି ଜିତିନାହିଁ । ଗତ ସିଜିନରେ ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ…

ବାପା ମାରିଦେବାକୁ ଚାହିଁଥିଲେ, ହେଲେ ମା’ ଦୁନିଆକୁ ଆଣିଥିଲେ; ଅଧିନାୟକ ରୋଭମାନ୍‌ଙ୍କ ସଂଘର୍ଷ କାହାଣୀ କିଛି ଏଭଳି…/

ତ୍ରିନିଦାଦ,୪।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ପରେ ଟି୨୦ ସିରିଜ ଖେଳାଯାଉଛି। ଗୋଟିଏ ପଟେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମ୍‌ର ନେତୃତ୍ୱ ନେଉଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର ଅଧିନାୟକ ଅଛନ୍ତି ରୋଭମାନ୍‌ ପାଓ୍ବେଲ। ତେବେ ରୋଭମାନ୍‌ ଏଯାବତ ୩ ଦିନିକିଆ…

ଭାରତର ପରାଜୟକୁ ନେଇ ଏମିତି କହିଲେ ପାଣ୍ଡ୍ୟା

ତ୍ରିନିଦାଦ,୪।୮: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତକୁ ୪ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ମାତ୍ର ୧୪୫ ରନ ସ୍କୋର କରିପାରିଥିଲା।…

ଫୁଲ ସୋରେନ ଉପଅଧିନାୟିକା

ଭୁବନେଶ୍ୱର,୪।୮ (ତପନ ସ୍ବାଇଁ):ଇଣ୍ଟରନ୍ୟାଶନାଲ ବ୍ଲାଇଣ୍ଡ ସ୍ପୋଟର୍‌ସ ଫେଡେରେଶନ (ଆଇବିଏସ୍‌ଏ) ପକ୍ଷରୁ ଓ୍ବାଲର୍‌ଡ ଗେମ୍ସ ବର୍ମିଂହାମଠାରେ ଚଳିତ ମାସ ୧୮ରୁ ୨୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥରପାଇଁ ଦୃଷ୍ଟିବାଧିତ କ୍ରିକେଟ (ମହିଳା ଓ ପୁରୁଷ)କୁ ସାମିଲ କରାଯାଇଛି। ଏହି ପ୍ରତିଯୋଗିତାରେ ଭାରତର…

ମିରାଣ୍ଡା ମୁଖ୍ୟ କୋଚ୍‌ ନିଯୁକ୍ତ

ମିରାଣ୍ଡା, ୪ା୮(ପି.ଟି.):ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଗୁରୁବାର କ୍ଲିଫର୍ଡ ମିରାଣ୍ଡାଙ୍କୁ ଭାରତୀୟ ୨୩ ବର୍ଷରୁ କମ୍‌ ପୁରୁଷ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏଆଇଏଫ୍‌ଏଫ୍‌ର ଟେକ୍‌ନିକାଲ କମିଟି ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ନିଯୁକ୍ତି ପ୍ରଦାନ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଖିରେ ଲୁହ

ତ୍ରିନିଦାଦ,୪।୮:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୪ ରନ୍‌ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ୱେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାୱେଲ ଏହି ପ୍ରଥମ ମ୍ୟାଚରେ ଟସ ଜିତିବା…

ପ୍ରଥମ ଟି ୨୦: ଓ୍ବେଷ୍ଟଇଣ୍ଡିଜକୁ ଜିତାଇଲେ ବୋଲର

ତ୍ରିନିଦାଦ,୪/୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚକୁ ୪ ରନ୍‌ରେ ଜିତି ନେଇଛି ଘରୋଇ ଦଳ। ପ୍ରଥମେ ବ୍ୟାଟିଂ କରି େଓଷ୍ଟେଇଣ୍ଡିଜ୍‌ ୨୦ ଓଭରରେ ୬ ଉଇକେଟ ହରାଇ ୧୪୯ ରନ୍‌ ସଂଗ୍ରହ…

ଚହଲ, ଅର୍ଶଦୀପଙ୍କୁ ମିଳିଲା ସଫଳତା

ତ୍ରିନିଦାଦ,୩ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଗୁରୁବାର ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଟସ୍‌ ହାରି ଭାରତ ବୋଲିଂ କରିଥିଲା। ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂ ଦୁଇଟି ଲେଖାଏ ଉଇକେଟ ନେବାରୁ େଓଷ୍ଟେଇଣ୍ଡିଜ୍‌…

ଚମକାଇଲେ ସେହ୍ବାଗ: କହିଲେ ‘କୋଚ୍ କଲର୍ ଧରିଥିଲେ, ଧକ୍କା ବି ଦେଇଥିଲେ…

ନୂଆଦିଲ୍ଲୀ, ୩। ୮: କ୍ରିକେଟରେ ଖେଳାଳି ଏବଂ କୋଚ୍ ଙ୍କ ମଧ୍ୟରେ ବିବାଦ ଖୁବ୍ କମ୍ ଦେଖିବାକୁ ମିଳେ। ସେଭଳି ଗୋଟିଏ ଘଟଣା ୨୦୦୦ ମସିହାରେ ଘଟିଥିଲା। ଟିମ୍ ଇଣ୍ଡିଆର କୋଚ୍ ଜନ୍ ରାଇଟ୍ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ…

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଭାରତ ଆସିବ ନେଦରଲାଣ୍ଡ୍ସ

ବେଙ୍ଗାଲୁରୁ,୩ା୮: ଆଇସିସି ବିଶ୍ୱକପ୍‌ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନେଦରଲାଣ୍ଡ୍ସ ଦଳ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଭାରତ ଆସିବ ବୋଲି ସୂଚନା ମିଳିଛି। ନେଦରଲାଣ୍ଡ୍ସ ଆଗୁଆ ଆସି କେତୋଟି ଅଭ୍ୟାସ ମ୍ୟାଚ ଖେଳିବ। ହେଲେ ଏପର୍ଯ୍ୟନ୍ତ ଭେନ୍ୟୁ ଓ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?