ଭାରତ ବିପକ୍ଷ ଟି୨୦ ସିରିଜ ଲାଗି ଦଳ ଘୋଷଣା କଲା ଆୟର୍ଲାଣ୍ଡ
ନୂଆଦିଲ୍ଲୀ,୫।୮: ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଘରୋଇ ଟି୨୦ ସିରିଜ ଲାଗି ଦଳ ଘୋଷଣା କରିଛି ଆୟର୍ଲାଣ୍ଡ କ୍ରିକେଟ ବୋର୍ଡ। ପର୍ଲ ଷ୍ଟିରଲିଂଙ୍କ ଅଧିନାୟକତ୍ୱରେ ଦଳ ଜସପ୍ରିତ ବୁମ୍ରା ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସହ ମୁକାବିଲା କରିବ। ଅଗଷ୍ଟ ୧୮ରୁ…
ବିଶ୍ୱକପ୍ ପୂର୍ବରୁ ଝଟ୍କା: ହଠାତ୍ ସନ୍ନ୍ୟାସ ନେଇ ଘୋଷଣା କଲେ ଏହି ବ୍ୟାଟ୍ସମ୍ୟାନ୍
ନୂଆଦିଲ୍ଲୀ,୫।୮: ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହାଲ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଏନେଇ ଶୁକ୍ରବାର ନିଜର ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ ଶେୟାର କରିଛନ୍ତି। ଗତ ବର୍ଷ ହୋଇଥିବା ଟି୨୦ ବିଶ୍ୱକପ୍ରେ ସେ ଜାତୀୟ ଦଳରେ ସାମିଲ ଥିଳେ।…
ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିବେ ଏହି ୪ ଦଳ, ଅଷ୍ଟ୍ରେଲିୟ ଭେଟେରାନଙ୍କ ପୂର୍ବାନୁମାନ
ନୂଆଦିଲ୍ଲୀ,୫।୮: ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରୁ ଭାରତରେ ଆରମ୍ଭ ହେବ। ପ୍ରଥମ ଥର ପାଇଁ ଭାରତ ଏକାକୀ ପୁରା ଦିନିକିଆ ବିଶ୍ୱର ଆୟୋଜନ କରିବ, ଯେଉଁଥିରେ ଦେଶର ୧୦ଟି ସହରରେ ମ୍ୟାଚ ଖେଳାଯିବ। ବର୍ତ୍ତମାନ ଏହି ମେଗା ଇଭେଣ୍ଟ ଆରମ୍ଭ…
ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ଏସିଆ କପରେ ଖେଳିବେ କି ନାହିଁ
ନୂଆଦିଲ୍ଲୀ,୫।୮: ୨୦୨୩ ଏସିଆ କପ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟର ସମସ୍ତେ ଅଗଷ୍ଟ ୨୧ରେ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ଏସିଆ କପ…
ଅଂଶୁମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ଆଇଏସ୍ଟିଏଫ୍ ଓ୍ବାଲର୍ଡ ଟୁର୍ ଅନ୍ତର୍ଜାତୀୟ ସଫ୍ଟ ଟେନିସ ଚାମ୍ପିୟନଶିପ୍ରେ ରୌପ୍ୟ ପଦକ ଜିତି ଫେରିଥିବା ଓଡ଼ିଶାର ଅଂଶୁମାନ ବାବୁଙ୍କୁ ଭୁବନେଶ୍ୱରରେ ସ୍ବାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଛି। ଅଂଶୁମାନ ୨୧ ବର୍ଷରୁ…
ଆଣ୍ଡି ଫ୍ଲାଓ୍ବାର ଆର୍ସିବି ମୁଖ୍ୟ କୋଚ୍
ବେଙ୍ଗାଲୁରୁ, ୫ା୮: ଅଭିଜ୍ଞ ଆଣ୍ଡି ଫ୍ଲାଓ୍ବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ମାଇକ୍ ହେସନ ଓ ସଞ୍ଜୟ ବାଙ୍ଗରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପୂର୍ବରୁ ଦଳର ଡାଇରେକ୍ଟର ଅଫ୍ କ୍ରିକେଟ ଅପରେଶନ ଏବଂ ମୁଖ୍ୟ…
କିଟ୍ର ଅମ୍ଳାନଙ୍କ କୃତିତ୍ୱ
ଭୁବନେଶ୍ୱର,୫।୮(ତପନ ସ୍ବାଇଁ): ଚାଇନାର ଚେଙ୍ଗଡୁଠାରେ ଚାଲିଥିବା ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସରେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର ଅମ୍ଳାନ ବୋରଗୋହେନ ପ୍ରଥମ ଭାରତୀୟ ପୁରୁଷ ଆଥ୍ଲେଟ ଭାବେ ଆଥ୍ଲେଟିକ୍ସ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ସେ ପୁରୁଷ ୨୦୦ ମିଟର ରେସ୍ରେ ବ୍ରୋଞ୍ଜ ପଦକ…
ଅନ୍ତର୍ଜାତୀୟ କ୍ରିକେଟରୁ ହେଲ୍ସଙ୍କ ଅବସର
ଲଣ୍ଡନ,୫ା୮: ଇଂଲଣ୍ଡର ବିସ୍ଫୋରକ ଓପନିଂ ବ୍ୟାଟର ଆଲେକ୍ସ ହେଲ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ୨୦୧୧ ଅଗଷ୍ଟରେ ମାଞ୍ଚେଷ୍ଟରରେ ଭାରତ ବିପକ୍ଷ ଏକ ଅନ୍ତର୍ଜାତୀୟ ଟି୨୦ ଖେଳି ଆଲେକ୍ସ ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ଇଂଲଣ୍ଡ ତରଫରୁ…
ସାନିଆ-ଶୋଏବଙ୍କୁ ନେଇ ପୁଣି କଳ୍ପନାଜଳ୍ପନା
ମୁମ୍ବାଇ, ୫ା୮: ସେଲିବ୍ରିଟି ଦମ୍ପତି ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ପୁଣି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଯାହା ଦେଖିବାକୁ ମିଳୁଛି ସେମାନଙ୍କ ଦାମ୍ପତ୍ୟ ଜୀବନରେ ଫାଟ…
ବାଂଲାଦେଶକୁ ବଡ଼ ଝଟ୍କା
ଢାକା,୪ା୮: ପିଠିରେ ଆଘାତ ଯୋଗୁ ବାମହାତି ବ୍ୟାଟର ତାମିମ ଇକ୍ବାଲ ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ପଦବୀରୁ ଓହରିଯାଇଛନ୍ତି। ସେ ଆଗାମୀ ଏସିଆ କପ୍ରେ ଖେଳିପାରିବେ ନାହିଁ। ଏହି ଅନ୍ତର୍ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ…
ଭାରତ, ଓ୍ବେଷ୍ଟଇଣ୍ଡିଜ୍କୁ ଜରିମାନା
ଦୁବାଇ,୪ା୮: ତ୍ରିନିଦାଦର ତାରୋବାଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ସ୍ଲୋ ଓଭର-ରେଟ୍ ପାଇଁ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍କୁ ଜରିମାନା କରାଯାଇଛି। ଗୁରୁବାର ରାତିରେ ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଓଭର ପଛୁଆ ରହିଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତକୁ ମ୍ୟାଚ…
ବ୍ୟାଟିଂ ପାଇଁ ମଇଦାନକୁ ଦୁଇଥର ଆସିଲେ ଚହଲ, ପୁରା ଘଟଣା ଜାଣିଲେ…
ତ୍ରିନିଦାଦ,୪।୮: ୨ ଟେଷ୍ଟ ଏବଂ ୩ ଦିନିକିଆ ମ୍ୟାଚ୍ର ସିରିଜ ଉପରେ କବ୍ଜା କରିବା ପରେ ଭାରତୀୟ ଟିମ୍ ଏବେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳୁଛି। ଗୁରୁବାର ସିରିଜର ପ୍ରଥମ ମୁକାବିଲା ଖେଳାଯାଇଥିବା ବେଳେ ଏଥିରେ ମାତ୍ର ୪…

