ଖେଳ

ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର, ୭।୮ (ତପନ ସ୍ବାଇଁ): କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ରବିବାର କଳିଙ୍ଗ ଷ୍ଟାଡିୟମରେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ପର୍ବତାରୋହଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ଏଥର ପର୍ବତାରୋହୀମାନେ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁଶ୍‌ ଆରୋହଣ…

ଭାରତରେ ଖେଳିବାକୁ ପାକିସ୍ତାନକୁ ମିଳିଲା ସରକାରୀ ଅନୁମତି

କରାଚୀ,୬ା୮: ଭାରତରେ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ୨୦୨୩ ଖେଳିବା ପାଇଁ ପାକିସ୍ତାନ ସରକାର ଦେଶର ସିନିୟର ପୁରୁଷ କ୍ରିକେଟ ଦଳକୁ ଅନୁମତି ପ୍ରଦାନ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ୍‌ ଇସ୍ତାହାରରେ କହିଛି, ଖେଳ ସହିତ ରାଜନୀତିକୁ ମିଶ୍ରଣ ନ କରିବା…

ଓ୍ବେଷ୍ଟଇଣ୍ଡିଜ ଆଗରେ ୧୫୩ ରନ୍‌ର ବିଜୟ ଟାର୍ଗେଟ୍‌

ଗୁଏନା,୬ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ରବିବାର ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ତିଳକ ବର୍ମା। କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା ୨୦ ବର୍ଷୀୟ ତିଳକ…

ଟସ୍‌ ଜିତି ଭାରତର ବ୍ୟାଟିଂ ଆରମ୍ଭ

ଗୁୟାନା,୬।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ରବିବାର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆକୁ ପରାସ୍ତ କରିଥିଲା। ଏଭଳି…

ସଡନ୍‌ଡେଥ୍‌ରେ ହାରିଲା ଡିଫେଣ୍ଡିଂ ଚାମ୍ପିୟନ ଆମେରିକା

ସିଡ୍‌ନୀ,୬ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ଫୁଟବଲ୍‌ ବିଶ୍ୱକପରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍‌। ଅନ୍ୟପକ୍ଷେ ବିଗତ ସଂସ୍କରଣର ରନର ଅପ୍‌…

ସ୍ପୋର୍ଟସ ଇଭେଣ୍ଟରେ ବଡ ଦୁର୍ଘଟଣା, ବାଇକ ରେସ ସମୟରେ ୧୩ ବର୍ଷୀୟ ଶ୍ରେୟସଙ୍କ ମୃତ୍ୟୁ

ବେଙ୍ଗାଲୁରୁ,୬।୮: ବେଙ୍ଗାଲୁରୁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶନିବାର ଚେନ୍ନାଇର ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଏମଆରଏଫ ଏମଏମଏସସି ଏଫଏମଏସସିଆଇ ଇଣ୍ଡିଆନ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନସିପର ତୃତୀୟ ରାଉଣ୍ଡରେ ସ୍ଥାନୀୟ ଅଞ୍ଚଳର ୧୩ ବର୍ଷିୟ ପ୍ରତିଭା କୋପ୍ପାରାମ ଶ୍ରେୟସ ହରିଶ…

ବିଶ୍ୱକପ୍‌ ଜିତିବା ନେଇ ଏମିତି କହିଲେ ରୋହିତ

ନୂଆଦିଲ୍ଲୀ,୬।୮: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ୩୬ ବର୍ଷ ବୟସ ହୋଇଛି। ଆସନ୍ତା ବର୍ଷ ଜୁନ ମାସରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ମିଳିତ ଭାବେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଅବତରଣ କରିବାର ସମ୍ଭାବନା କମ ରହିଛି। ରୋହିତଙ୍କ…

ବିମାନରେ ହଜିଗଲା ଏହି କ୍ରିକେଟର୍‌ଙ୍କ ବ୍ୟାଗ୍‌

ଲଣ୍ଡନ,୬।୮: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ଆଶେସ ସିରିଜ ଶେଷ ହୋଇଛି ଏବଂ ନିଜ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୨ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ଏହି ସିରିଜ ପୂର୍ବରୁ ଇଂଲଣ୍ଡ ଦଳ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଗୁୟାନା,୬।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ। ଏହି ମ୍ୟାଚ ଗୁୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ। ୱେଷ୍ଟଇଣ୍ଡିଜ ପ୍ରଥମ ଟି -୨୦ରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ…

ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆର ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୫।୮: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଆରମ୍ଭ ହେବାକୁ ଖୁବ୍‌ କମ୍‌ ସମୟ ଅଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ଚିନ୍ତାରେ ପଡ଼ିଛି। କାରଣ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ହାତରେ ଲାଗିଥିବା ଆଘାତ ଭଲ ହୋଇନାହିଁ। ଏଥିପାଇଁ ସେ ବିଶ୍ୱକପ୍‌ ପୂର୍ବରୁ…

ଡୁରାଣ୍ଡ କପ ୨୦୨୩: ଫୁଟବଲ କେବଳ ଏକ ଖେଳ ନୁହେଁ, ଏକ ଭାବନା ମଧ୍ୟ. କହିଲେ ରାଜନାଥ…

କୋକରାଝର,୫।୮ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଆସାମର କୋକରାଝରରେ ଡୁରାଣ୍ଡ-କପ ୨୦୨୩ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ, ’ମୁଁ ଶୁଣିଥିଲି ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ଫୁଟବଲ ପ୍ରତି ଉତ୍ସାହ…

ଏସିଆ କପ ୨୦୨୩: ଟିମ ଇଣ୍ଡିଆରେ ସାମିଲ ହେବେନି ସଞ୍ଜୁ ସାମସନ

ନୂଆଦିଲ୍ଲୀ,୫।୮: ଏସୀୟ କ୍ରିକେଟର ସବୁଠୁ ବଡ ମହାସଂଗ୍ରାମର ବିଗୁଲ ବାଜି ସାରିଛି। ୨୦୨୩ ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ଏଥର ଏହି ଟୁର୍ନାମେଣ୍ଟ ହାଇବ୍ରିଡ ମଡେଲ ଅଧୀନରେ ଖେଳାଯିବ। ଅର୍ଥାତ୍‌ ଏହାର ମ୍ୟାଚ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ବାସ୍ତବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?