ଖେଳ

ସିରିଜ୍‌ କବ୍‌ଜା କଲା ଭାରତ

ଡବ୍‌ଲିନ୍‌,୨୦ା୮: ଡବଲିନ୍‌ ଦ ଭିଲେଜ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହି ସିରିଜ୍‌ କବ୍‌ଜା କରି ନେଇଛି।…

ଆୟର୍ଲାଣ୍ଡ ଆଗରେ ୧୮୬ ରନ୍‌ର ଟାର୍ଗେଟ୍‌

ଡବଲିନ,୨୦।୮: ଡବଲିନ୍‌ ଦ ଭିଲେଜ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଆୟର୍ଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୫ ରନ୍‌…

ସ୍ପେନ୍‌ର ରଣନୀତି ଆଗରେ ହାର୍‌ ମାନିଲା ଇଂଲଣ୍ଡ

ସିଡ୍‌ନୀ,୨୦ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ବିଶ୍ୱକପରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ସ୍ପେନ୍‌ ୟୁରୋ ଚାମ୍ପିୟନ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଉଭୟ ଦଳ ପ୍ରଥମ ଥର ଫାଇନାଲରେ…

ଇତିହାସ ରଚିଲା ସ୍ପେନ, ଇଂଲଣ୍ଡକୁ ହରାଇ ଫିଫା ମହିଳା ଫୁଟବଲ ବିଶ୍ୱକପ୍‌ ଜିତିଲା

ସିଡନୀ,୨୦।୮: ଐତିହାସିକ ପ୍ରଦର୍ଶନ କରି ପ୍ରଥମଥର ପାଇଁ ଫିଫା ମହିଳା ଫୁଟବଲ ବିଶ୍ୱକପ ୨୦୨୩ ଜିତିଛି ସ୍ପେନ। ଅଷ୍ଟ୍ରେଲିଆର ସିଡନୀ ଅଲିମ୍ପିକ ଷ୍ଟାଡିୟମରେ ରବିବାର ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ୧-୦ରେ ଗୋଲରେ ପରାସ୍ତ କରିଛି ସ୍ପେନ୍‌। ଖେଳର ୨୯…

ଦୂତିଙ୍କ ଖୁଲାସା: କ୍ୟାନ୍‌ସରରେ ପୀଡ଼ିତ ଥିଲି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୯।୮: ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି(ନାଡା) ଦ୍ୱାରା ୪ ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଅନ୍ୟତମ ସେଲିବ୍ରିଟି ଆଥଲେଟ୍‌ ଦୂତୀ ଚାନ୍ଦ। ଏହାକୁ ଅପିଲ ପ୍ୟାନେଲରେ ସେ ଚ୍ୟାଲେଞ୍ଜ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ…

ମିଳିମିଶି କଂଗ୍ରେସ ଆଦର୍ଶକୁ ଆହୁରି ମଜଭୁତ କରିବୁ: ସଚିନ ପାଇଲଟ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ରବିବାର ନୂତନ କାର୍ଯ୍ୟ କମିଟି (ସିଡବ୍ଲୁସି) ଗଠନ କରିଛି। ରାଜସ୍ଥାନ କଂଗ୍ରେସର ପୂର୍ବତନ ସଭାପତି ସଚିନ ପାଇଲଟଙ୍କୁ ମଧ୍ୟ ସିଡବ୍ଲୁସିରେ ସ୍ଥାନ ଦିଆଯାଇଛି। ପାଇଲଟ ଟୁଇଟ କରି ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ କାର୍ଯ୍ୟ…

ଟସ୍‌ ଜିତିଲା ଆୟାର୍ଲାଣ୍ଡ

ଡବଲିନ୍‌,୨୦।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଡବଲିନ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆୟାର୍ଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଅଧିନାୟକ ଜସପ୍ରୀତ ବୁମ୍‌ରା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ…

ଦିଲ୍ଲୀ ଟିମ୍‌ରୁ ବିଦାୟ ନେଇପାରନ୍ତି ନୀତିଶ ରାଣା, ରିଙ୍କୁଙ୍କ ସହ ପୁଣି ଜମିବ ଯୋଡ଼ି…

ନୂଆଦିଲ୍ଲୀ,୨୦।୮: ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଦିଲ୍ଲୀ ଟିମ୍‌ର ପୂର୍ବତନ ଅଧିନାୟକ ନୀତିଶ ରାଣା ଖୁବ୍‌ଶୀଘ୍ର ପୁରୁଣା ଦଳରୁ ବିଦାୟ ନେଇପାରନ୍ତି। ଆଗାମୀ ସିଜନରେ ସେ ଉତ୍ତରପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ନଜର ଆସିପାରନ୍ତି। ଏନେଇ ଉତ୍ତରପ୍ରଦେଶ କ୍ରିକେଟ…

ପୁଣି ଥରେ ବଦଳିପାରେ ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ, ଜାଣନ୍ତୁ ଏଥର କ’ଣ ରହିଛି କାରଣ…

ନୂଆଦିଲ୍ଲୀ,୨୦।୮: ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ୍‌ ୨୦୨୩ର କାର୍ଯ୍ୟସୂଚୀ ପୁଣି ପରିବର୍ତ୍ତନ ହୋଇପାରେ। ମ୍ୟାଚ୍‌ରେ ପରିବର୍ତ୍ତନ ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ପକ୍ଷରୁ ବିସିସିଆଇକୁ ଅନୁରୋଧ ମିଳିଛି। ସ୍ଥାନୀୟ ପୋଲିସ ପୂର୍ବ ଚାମ୍ପିୟନ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍‌…

କ୍ରିକେଟ୍‌ରେ ପୁଣି ଜଲଓ୍ବା ଦେଖାଇଲେ ଏହି ୪୭ ବର୍ଷିୟ ମହାନ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୦।୮: ୟୁଏସ ମାଷ୍ଟର୍ସ ଟି-୧୦ ଲିଗ ୨୦୨୩ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଭେଟେରାନ ଅଲରାଉଣ୍ଡର ଜ୍ୟାକ କାଲିସ କାଲିଫର୍ନିଆ ନାଇଟ୍ସ ତରଫରୁ ବିସ୍ଫୋରକ ଇନିଂସ କରିଛନ୍ତି। ସମାନ ପୁରୁଣା ଶୈଳୀ ୪୭ ବର୍ଷିୟ ଜ୍ୟାକ କଲିସରେ ମଧ୍ୟ ଦେଖାଯାଇଥିଲା, ଯିଏ ଲିଗରେ…

ଲଞ୍ଚ୍‌ ହେଲା ବିଶ୍ୱକପ୍‌ ମାସ୍କଟ: ଦେବ ସ୍ବତନ୍ତ୍ର ବାର୍ତ୍ତା

ନୂଆଦିଲ୍ଲୀ,୨୦।୮: ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ପାଇଁ ମାସ୍କଟ ଲଞ୍ଚ୍‌ ହୋଇଛି। ଭାରତ ପକ୍ଷରୁ ଅଣ୍ଡର-୧୯ ବିଶ୍ୱକପ ଜିତିଥିବା ୟଶ ଧୁଲ ଏବଂ ଶେଫାଳି ବର୍ମା ମାସ୍କଟ ଉନ୍ମୋଚନ…

ଆଜି ଭାରତ-ଆୟାର୍ଲାଣ୍ଡ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମ୍ୟାଚ୍‌

ଡବ୍‌ଲିନ୍‌,୨୦।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଡବଲିନ୍‌ରେ ଖେଳାଯିବ। ଭାରତ ପ୍ରଥମ ମ୍ୟାଚକୁ ୨ ରନରେ ଜିତିଥିଲା। ତେଣୁ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ସେ ୧-୦ରେ ଆଗୁଆ ରହିଛନ୍ତି। କିନ୍ତୁ ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?