ଖେଳ

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ

ମୁମ୍ବାଇ,୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଭିଭିଏସ୍‌ ଲକ୍ଷ୍ମଣଙ୍କୁ କୋଚ୍‌ ରଖା ଯାଇଥିବା ବେଳେ ମୁଖ୍ୟ…

ଫାଇନାଲ ମ୍ୟାଚ ସମୟରେ ପଡ଼ିଆକୁ ପଶିଆସିଥିଲେ ପାଲେଷ୍ଟାଇନ ସମର୍ଥକ, ଅହମ୍ମଦାବାଦ କୋର୍ଟରେ କରାଗଲା ହାଜର

ଅହମ୍ମଦାବାଦ, ୨୦।୧୧: ଗୁଜରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ବିଶ୍ୱକପ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ସମୟରେ ଜଣେ ଅଷ୍ଟ୍ରେଲୀୟ ଜନ୍ମିତ ପାଲେଷ୍ଟାଇନ ସମର୍ଥକ ପଡ଼ିଆରେ ସୁରକ୍ଷା କର୍ଡନ ଭାଙ୍ଗି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ପହଞ୍ଚି ତାଙ୍କୁ ଧରି ପକାଇଥିଲେ।…

୨୩ ନଭେମ୍ବରରୁ ଅଷ୍ଟ୍ରେଲିଆ ସହିତ ଟି-୨୦ ସିରିଜ ଖେଳିବ ଭାରତ, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ୍ ୨୦୨୩ ଶେଷ ହେବା ପରେ କ୍ରିକେଟ୍ କ୍ରେଜ୍ ଶେଷ ହୋଇନାହିଁ। ୨୩ ନଭେମ୍ବର ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଏହି ସିରିଜ ପାଇଁ ଅଷ୍ଟ୍ରେଲିଆର ଦଳ…

ନଭେମ୍ବର ୨୩ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟି -୨୦ ସିରିଜ୍‌

ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ ପରେ ଆସନ୍ତା ୨୩ ନଭେମ୍ବର ଗୁରୁବାର ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍‌ ଖେଳାଯିବ। ଯେଉଁଠାରେ ସିରିଜର ଶେଷ ମ୍ୟାଚ ଡିସେମ୍ବର ୩ ରବିବାର ଖେଳାଯିବ। ଏହି ସିରିଜ…

ଭାରତର ପରାଜୟ ପରେ ପ୍ରଥମଥର ମୁହଁ ଖୋଲିଲେ ଗିଲ-ଆୟର: କହିଲେ ଏମିତି କଥା

ନୂଆଦିଲ୍ଲୀ,୨୦।୧୧: ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କଙ୍ଗାରୁ ଟିମ ଇଣ୍ଡିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଭାବପ୍ରବଣ ହୋଇପଡିଛନ୍ତି। ଅଧିନାୟକ…

ରୋହିତଙ୍କ ଭାବପ୍ରବଣ ଫଟୋ ପୋଷ୍ଟ କରି କପିଲ ଦେବ ଲେଖିଲେ ଏମିତି, ପ୍ରଶଂସକ କହିଲେ…

୨୦୨୩ ବିଶ୍ୱକପରେ ଭାରତର ପରାଜୟ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଛି। ମାତ୍ର ଯେତେବେଳେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଆଖିରେ ପ୍ରଶଂସକମାନେ ଲୁହ ଦେଖିଲେ, ସେମାନେ ଭାବପ୍ରବଣ ହୋଇଯାଇଥିଲେ। ଏ ନେଇ ଅନେକ ୟୁଜର୍ସ ଏବଂ ସେଲିବ୍ରିଟି ଲେଖିଛନ୍ତି,…

ମ୍ୟାକ୍ସୱେଲଙ୍କ ସ୍ତ୍ରୀଙ୍କୁ ଗାଳି ଦେଉଛନ୍ତି ଭାରତୀୟ ଦର୍ଶକ: ସୋସିଆଲ ମିଡିଆରେ ବଖାଣିଲେ ଦୁଃଖ

ନୂଆଦିଲ୍ଲୀ,୨୦।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରାୟ ଏକପାଖିଆ ପରାଜୟ ଦେଖିବା ପରେ ପ୍ରଶଂସକମାନେ ବିବ୍ରତ ହୋଇପଡିଛନ୍ତି। ଏବେ ସେମାନେ ସୋସିଆଲ ମିଡିଆ ଜରିଆରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲଙ୍କ ସ୍ତ୍ରୀ ବିନି ରମଣଙ୍କୁ ଦୁର୍ବ୍ୟବହାର କରିବା…

ଅଷ୍ଟ୍ରେଲିଆ ଠାରୁ ଶିଖିବା ଉଚିତ୍‌ ପ୍ଲାନିଙ୍ଗ୍‌: କିଭଳି ବିଶ୍ୱକପ ଜିତିହୁଏ ବିଶ୍ୱକୁ ଜଣାଇଲା କଙ୍ଗାରୁ ଦଳ

ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ ୨୦୨୩ରେ ଏକ ସମୟ ଥିଲା ଯେତେବେଳେ ଅଷ୍ଟ୍ରେଲିଆ ଦଳ ଦୁଇ ପ୍ରାରମ୍ଭିକ ମ୍ୟାଚକୁ ଏକପାଖିଆ ଢଙ୍ଗରେ ହାରିବା ପରେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା। ଏହିପରି ପ୍ରଦର୍ଶନ ପରେ, କୌଣସି ବ୍ୟକ୍ତି ଭାବି ନ ଥିଲେ ଯେ…

ଓ୍ବାର୍ଲଡ କପ ଟ୍ରଫି ସହ କପିଲ ଦେବଙ୍କ ଫଟୋ ଶେୟାର କରି ମିଶେଲଙ୍କୁ ଉପଦେଶ ଦେଲେ ୟୁଜର୍ସ

ନୂଆଦିଲ୍ଲୀ,୨୦।୧୧: ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରି ଅଷ୍ଟ୍ରେଲିଆ ପୁଣି ଥରେ ବିଶ୍ୱକପ ଜିତିଛି। ରବିବାର ଟିମ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ମ୍ୟାଚ ହୋଇଥିଲା ଯେଉଁଥିରେ ଭାରତୀୟ କ୍ରିକେଟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଲକ୍ଷ୍ୟ…

ପରାଜୟ ପରେ ବି ଭାରତୀୟ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସାମ୍ନାକୁ ଆସିଲା ଡ୍ରେସିଂ ରୁମର ଫଟୋ

ଅହମଦାବାଦ,୨୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ ମଧ୍ୟ…

ଆଇସିସି ୨୦୨୩ ବିଶ୍ୱକପର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନର କଲା ଘୋଷଣା, ଚାମ୍ପିଅନ କ୍ୟାପଟେନଙ୍କୁ ମିଳିଲା ନାହିଁ ସ୍ଥାନ

ନୂଆଦିଲ୍ଲୀ,୨୦।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ବିଶ୍ୱକପ ପାଇଁ ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଘୋଷଣା କରିଛି। ଏହି ଦଳରେ ୬ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ କରିଥିବା ଅଧିନାୟକ ପ୍ୟାଟ…

ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ଼ ରଖିଲେ ମିଚେଲ, ଭାଇରାଲ ହେଉଛି ଫଟୋ

ଅହମ୍ମଦାବାଦ,୨୦ା୧୧: ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ଼ ରଖିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ସୋଫାରେ ମିଚେଲ ବସିଥିବାବେଳେ ତାଙ୍କ ଆଗରେ ଏକ ଟେବୁଲ ଉପରେ ରଖାଯାଇଥିବା ବିଶ୍ବକପ ଟ୍ରଫି ଉପରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?