ଖେଳ

ପୁରୁଷ ହକି: ଫାଇନାଲରେ ଭାରତ…

ହାଙ୍ଗଝୋ,୪।୧୦ : ଏସିଆନ ଗେମ୍ସରେ ପୁରୁଷ ହକିର ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ ୫-୩ ରେ ପରାସ୍ତ କରିଛି। ଏହା ସହ ଭାରତ ଫାଇନାଲରେ ପ୍ରବେଶ କରିଛି ଏବଂ ଅତି କମରେ ରୌପ୍ୟ ପଦକ ପାଇବାକୁ ନିଶ୍ଚିତ ହୋଇଛି। ଉପ-ଅଧିନାୟକ ହାର୍ଦ୍ଦିକ…

ବିଶ୍ୱକପ୍‌ ପୂର୍ବରୁ ଆରମ୍ଭ ହେଲା କ୍ୟାପ୍‌ଟେନ୍ସ ମିଟ୍‌: ବାବର କହିଲେ ‘ଆମେ ଭାରତରେ ଅଛୁ ବୋଲି ଲାଗୁନାହିଁ’  

ଅହମ୍ମଦାବାଦ,୪।୧୦: ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ୨୪ ଘଣ୍ଟାରୁ କମ୍‌ ସମୟ ବାକି। ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମୁକାବିଲା ଖେଳାଯିବ। ଉଭୟ ଟିମ୍‌ ଗତ ବିଶ୍ୱକପ୍‌ ଫାଇନାଲ ଖେଳିଥିଲେ। ଏମିତିରେ ବିଶ୍ୱକପ୍‌ ଓପନିଂ…

କ୍ରିକେଟ ବିଶ୍ୱକପ୍‌ ୨୦୨୩ର ଗ୍ଲୋବାଲ ଆମ୍ବାସାଡାର ହେବେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୪।୧୦: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ବିଶ୍ୱକପ୍‌ ୨୦୨୩ ଲାଗି ଗ୍ଲୋବାଲ୍‌ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଛି। ଆଇସିସି ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ତେବେ ସଚିନ ୫ ଅକ୍ଟୋବର,୨୦୨୩ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍‌ର ଓପନିଂ…

ତୀରନ୍ଦାଜ ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ…

ହାଙ୍ଗଝୋ,୪।୧୦ : ବୁଧବାର, ଭାରତ ଉନବିଂଶ ଏସୀୟ ଗେମ୍ସର ତୀରନ୍ଦାଜ ପ୍ରତିଯୋଗିତାରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି। ଜ୍ୟୋତି ସୁରେଖା ଭେନ୍ନମ ଏବଂ ଓଜାସ ଦଓ୍ବେତାଲେ ଫୁୟାଙ୍ଗ ୟିନହୁ କ୍ରୀଡା କେନ୍ଦ୍ରରେ କମ୍ପାଉଣ୍ଡ ମିଶ୍ରିତ ଦଳ ପ୍ରତିଯୋଗିତାରେ ଦକ୍ଷିଣ କୋରିଆକୁ ପରାସ୍ତ…

ଇତିହାସ ରଚିଲା ଭାରତ

ହାଙ୍ଗଝୋ,୪।୧୦: ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ୨୦୨୩ ଏସିଆନ ଗେମ୍ସରେ ଭାରତ ଇତିହାସ ରଚିଛି। ଏସିଆନ ଗେମ୍ସର ୧୧ ତମ ଦିନରେ ଦୁଇଟି ପଦକ ଜିତି ଭାରତ ଏସିଆନ ଗେମ୍ସର ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବାରେ ଏକ ନୂତନ ରେକର୍ଡ ସୃଷ୍ଟି…

ସ୍କ୍ବାଶ୍‌ରୁ ୩ ପଦକ ପକ୍କା

ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଆହୁରି ୩ ପଦକ ପକ୍କା କରିଛନ୍ତି ଭାରତୀୟ ସ୍କ୍ବାଶ୍‌ ଖେଳାଳି। ପୁରୁଷ ଟିମ୍‌ ଦଳଗତ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ବ୍ୟକ୍ତିଗତ ରାଉଣ୍ଡରେ ସୌରଭ ଘୋଷାଲ, ଦୀପିକା ପଲିକଲ-ହରିନ୍ଦର ପାଲ ଓ ଅନହତ ସିଂ-ଅଭୟ…

ବନ୍ଦନା, ଦୀପ୍‌ଗ୍ରେସ୍‌, ଦୀପିକାଙ୍କ ହ୍ୟାଟ୍ରିକ୍‌

ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ମହିଳା ହକି ଦଳ ଏହାର ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ହଂକଂକୁ ୧୩-୦ରେ ପରାସ୍ତ କରିଛି। ଏହା ସହିତ ଗ୍ରୁପ୍‌ ଟପ୍ପର ଭାବରେ ଭାରତ ସେମିରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଦୀପଗ୍ରେସ୍‌…

କାନୋଇଂ, ଡେକାଥଲନରେ ଐତିହାସିକ ପଦକ

ହାଙ୍ଗଝୋ,୪ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଆଡକୁ ଅଗ୍ରସର ହେଉଛି। ୨୦୧୮ ସଂସ୍କରଣରେ ସର୍ବାଧିକ ୭୦ ପଦକ ହାସଲ କରିଥିବା ବେଳେ ଚଳିତ ବର୍ଷ ଅଦ୍ୟାବଧି ୬୯ ପଦକ ହାସଲ କରି ସାରିଛି ଦଳ। ମଙ୍ଗଳବାର କାନୋଇଂ…

ପାରୁଲ, ଅନୁଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୋ, ୪।୧୦ (ପି.ଟି.): ଏସିଆନ ଗେମ୍ସର ଆଥ୍‌ଲେଟିକ୍ସ ଇଭେଣ୍ଟରୁ ଭାରତୀୟ ପ୍ରତିଯୋଗୀମାନେ ମଙ୍ଗଳବାର ୨ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପାରୁଲ ଚୌଧାରୀ ୫୦୦୦ ମିଟର ରେସ୍‌ ଏବଂ ଅନୁ ରାଣୀ ମହିଳା ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହାକୁ…

ମହିଳା ଜାଭେଲିନ ଥ୍ରୋରେ ଅନ୍ନୁ ରାନୀଙ୍କୁ ପ୍ରଥମ ସ୍ବର୍ଣ୍ଣ…

ହାଙ୍ଗଝୋ,୩।୧୦ : ପାରୁଲ ଚୌଧୁରୀଙ୍କ ପରେ ଅନ୍ନୁ ରାନୀ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି। ଏସିଆର ମହିଳା ଜାଭେଲିନ ଥ୍ରୋ ଇଭେଣ୍ଟରେ ଅନ୍ନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଚତୁର୍ଥ ପ୍ରୟାସରେ, ସେ ଏକ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେ ଜାଭେଲିନ…

ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନର ୨ କ୍ରିକେଟରଙ୍କ ଫିଲ୍ଡିଂକୁ ନେଇ ଉଡୁଛି ମଜା, ସୋସିଆଲ ମିଡିଆରେ…

ହାଇଦ୍ରାବାଦ,୩।୧୦: ପାକିସ୍ତାନ କ୍ରିକେଟ ଟିମ୍‌ ବୋଲିଂ ଏବଂ ବ୍ୟାଟିଂରେ ଯେତିକି ସଫଳ ଫିଲ୍ଡିଂରେ ସେତିକି ବିଫଳ। ଅନେକ ମ୍ୟାଚ୍‌ରେ ଦଳର ଫିଲ୍ଡିଂକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏବେ ବିଶ୍ୱକପ୍‌ ପୂର୍ବରୁ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଫିଲ୍ଡିଂରେ…

କୋହଲିଙ୍କୁ ନେଇ ସେହ୍ବାଗଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୧୦: ବିଶ୍ୱକପ୍‌ ୨୦୨୩ରେ ବିରାଟ କୋହଲି ଏକାଧିକ ଶତକ ମାରିବେ, ଏପରିକି ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ ସ୍କୋର କରିଥିବା ଖେଳାଳି ପାଲଟିବେ। ଏନେଇ ଭବିଷ୍ୟବାଣୀ କରିଛନ୍ତି ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ। ୨୦୧୧,୨୦୧୫ ଏବଂ ୨୦୧୯ ପରେ କୋହଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri