ଖେଳ

ସଚିନଙ୍କ ପୁଅ କଲେ କମାଲ୍‌:ଚୌକା-ଛକା ବର୍ଷା କରି…ଦେଖନ୍ତୁ ଭିଡିଓ

ମୁମ୍ବାଇ,୩୦।୮:କ୍ରିକେଟରେ ସଚିନ ତେନ୍ଦୁଲକରଙ୍କ କାରନାମା ବିଷୟରେ ସମସ୍ତେ ଅବଗତ। ତାଙ୍କ କ୍ୟାରିୟରରେ କେତେ ଥର ସେ ଚମତ୍କାର ଇନିଂସ ସହ ଦଳକୁ ବଞ୍ଚାଇଥିଲେ। ବର୍ତ୍ତମାନ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ସମାନ ପଦାଙ୍କ ଅନୁସରଣ କରିଛନ୍ତି ଏବଂ ନିଜର ପ୍ରତିଭା…

ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଜୁଲାଇରେ ଛାଡପତ୍ର ଦେଇଥିଲେ। ମାତ୍ର ଦେଢ଼ ମାସ ମଧ୍ୟରେ ତାଙ୍କ ନାମ ୩ ଅଭିନେତ୍ରୀଙ୍କ ସହ ଯୋଡି ହେଲାଣି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ…

ପ୍ୟାରିସ ପାରାଲିମ୍ପିକ୍ସରେ ୧୬ ବର୍ଷିଆ ଶୀତଲ ଦେବୀ ରଚିଲେ ଇତିହାସ, ଭାରତକୁ ଦେଇପାରନ୍ତି ସ୍ବର୍ଣ୍ଣ

ପ୍ୟାରିସ,୩୦।୮: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି। ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇନାହାଁନ୍ତି, ବରଂ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ପ୍ରଥମ ରାଉଣ୍ଡରେ…

ଆସିଲା ବଡ଼ ଅପଡେଟ୍‌: ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଖେଳିବେ ନା ନାହିଁ, ଜାଣନ୍ତୁ କ’ଣ କହିଲେ ମାଲିକ

ନୂଆଦିଲ୍ଲୀ, ୩୦।୮: ଆସନ୍ତା ବର୍ଷ ଆଇପିଏଲ ୨୦୨୫ର ଆୟୋଜିତ ହେବ, କିନ୍ତୁ ଏହାପୂର୍ବରୁ ସମସ୍ତେ ଉତ୍ସାହର ସହିତ ମେଗା ନିଲାମକୁ ଅପେକ୍ଷା କରିଛନ୍ତି। ମେଗା ନିଲାମରେ ବହୁ ସଂଖ୍ୟକ ଖେଳାଳି ଅଂଶଗ୍ରହଣ କରିବେ। ବିଶେଷକରି ନିଲାମ ପୂର୍ବରୁ ରୋହିତ ଶର୍ମା ଚର୍ଚ୍ଚାର…

ଜସପ୍ରୀତ ବୁମ୍‌ରାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦ୍ରୁତ ବୋଲର ନେଲେ ସନ୍ୟାସ, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୩୦।୮: ଗୋଟିଏ ପରେ ଗୋଟିଏ ଭାରତୀୟ ଖେଳାଳି ଅବସର ଘୋଷଣା କରୁଥିବା ଦେଖାଯାଉଛି। ନିକଟରେ ଶିଖର ଧାୱନ ଅବସର ଘୋଷଣା କରିଥିଲେ। ବର୍ତ୍ତମାନ ଜସପ୍ରୀତ ବୁମ୍‌ରାଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦ୍ରୁତ ବୋଲର ବରିନ୍ଦର ଶରନ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ…

ରୋହିତଙ୍କୁ ୫୦ କୋଟି ଟଙ୍କାରେ କିଣିବ କି ଲକ୍ଷ୍ନୌ: ମୁହଁ ଖୋଲିଲେ ମାଲିକ

ନୂଆଦିଲ୍ଲୀ,୨୯।୮:ଆଇପିଏଲ୍‌ ୨୦୨୫ ଅଧିକ ରୋଚକ ହେବାକୁ ଯାଉଛି। କାରଣ ଏହା ପୂର୍ବରୁ ଏକ ମେଗା ନିଲାମ ଅନୁଷ୍ଠିତ ହେବ। ମେଗା ନିଲାମ ପୂର୍ବରୁ ଦଳଗୁଡିକରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଅନେକ ତାରକା ଖେଳାଳି ଗୋଟିଏ ଦଳରୁ…

ମୁଁ ବ୍ୟାଡମିଣ୍ଟନର ବିରାଟ କୋହଲି ହେବାକୁ ଚାହୁଁଛି: କହୁ କହୁ ଏମିତି କହିଦେଲେ ଲକ୍ଷ୍ୟ ସେନ

ନୂଆଦିଲ୍ଲୀ,୨୯।୮: ନିକଟରେ ଶେଷ ହୋଇଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ ହୁଏତ ପଦକ ଜିତି ନ ଥିଲେ, କିନ୍ତୁ ତାଙ୍କର ଦୃଢ ପ୍ରଦର୍ଶନ ସହିତ ସେ ନିଶ୍ଚିତ ଭାବରେ ସମସ୍ତଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ଭାରତୀୟ ବ୍ୟାଡମିଣ୍ଟନ…

ଲକ୍ଷ୍ନୌରୁ ରାହୁଲଙ୍କ ଛୁଟି ନିଶ୍ଚିତ, ଏବେ ନୂଆ ଅଧିନାୟକ ସନ୍ଧାନରେ ଦଳ, କିଏ ହେବେ ଦାବିଦାର?

ନୂଆଦିଲ୍ଲୀ,୨୯।୮: କେ.ଏଲ ରାହୁଲଙ୍କୁ ଆଇପିଏଲ ୨୦୨୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ୍‌ରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଏଭଳି ପରିସ୍ଥିତିରେ ସଞ୍ଜୀବ ଗୋୟନାଙ୍କ ମାଲିକାନାରେ ଥିବା ଏହି ଦଳ ବର୍ତ୍ତମାନ ଆଇପିଏଲ ସିଜନରେ ନୂଆ ଅଧିନାୟକ ସନ୍ଧାନରେ ଅଛି। ଗତ କିଛି…

ହିଟ୍‌ଲରଙ୍କୁ ବି ମୁହଁତୋଡ ଜବାବ ଦେଇଥିଲେ ଧ୍ୟାନଚାନ୍ଦ

ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ୧୯୦୫ ମସିହା, ଅଗଷ୍ଟ ୨୯ରେ ଆହ୍ଲାବାଦର ପ୍ରୟାଗଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିନକୁ ପ୍ରତିବର୍ଷ ଜାତୀୟ କ୍ରୀଡା ଦିବସ…

ଭାରତୀୟ କ୍ରୀଡ଼ାର ଅଲିମ୍ପିକ୍ସ ଯାତ୍ରା

ଗତ ଅଗଷ୍ଟ ୧୧ରେ ସମାପ୍ତ ହୋଇଛି ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ସମାରୋହ ୩୩ତମ ଅଲିମ୍ପିକ କ୍ରୀଡ଼ା। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ ସହରରେ ତୃତୀୟ ଥର ପାଇଁ ଆୟୋଜିତ ହୋଇଥିବା ଏହି ଅଲିମ୍ପିକ୍ସରେ ଭାରତର ୧୧୭ଜଣ କ୍ରୀଡ଼ାବିତ୍‌ ୧୬ଟି କ୍ରୀଡ଼ା ଶୃଙ୍ଖଳାର ୬୯ଟି…

କ୍ରୀଡ଼ା ଓ ଜାତୀୟତା

କ୍ରୀଡ଼ାର ମହାକୁମ୍ଭ ଆଧୁନିକ ଅଲିମ୍ପିକ୍‌ କ୍ରୀଡ଼ା ଗତ ଜୁଲାଇ ୨୬ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ରେ ଉଦ୍‌ଯାପିତ ହୋଇଯାଇଛି। ଦୀର୍ଘ ୧୦୦ ବର୍ଷ ପରେ ପ୍ୟାରିସ୍‌ରେ ଆୟୋଜିତ ହୋଇଛି ଏହି ଅଲିମ୍ପିକ୍ସ। ଫ୍ରାନ୍ସବାସୀ ତୃତୀୟ ଥର ବିଶ୍ୱର ପ୍ରମୁଖ କ୍ରୀଡ଼ାବିତ୍‌ମାନଙ୍କୁ ଆତିଥ୍ୟ…

ଆଇସିସିର ଚେୟାରମ୍ୟାନ ଭାବେ କୋଟି କୋଟି ଟଙ୍କା ଦରମା ପାଇବେ ପାଇବେ ଜୟ ଶାହା, ନିଜ ନାଁରେ କରିବେ ଏହି ରେକର୍ଡ

ନୂଆଦିଲ୍ଲୀ,୨୮।୮: ଭାରତୀୟ କ୍ରିକେଟ ବୋର୍ଡର ସଚିବ ଜୟ ଶାହାଙ୍କ ଆନ୍ତର୍ଜାତୀୟ କ୍ରିକେଟ ଜଗତରେ ଦବ୍‌ ଦବା ବୃଦ୍ଧି ପାଇଛି। ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସିରେ ତାଙ୍କୁ ବଡ଼ ଦାୟିତ୍ୱ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?